Odisha Link
Bridging the Missing Links in Odisha
Daily Archives

July 25, 2020

କରୋନା: ରାଜଧାନୀରେ ୧୮ଶହ ଟପିଲା…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ରାଜଧାନୀ ଭୁବନେଶ୍ବରରେ କାୟା ବିସ୍ତାର କରିବାରେ ଲାଗିଛି। ଆଜି ଭୁବନେଶ୍ବରରୁ ଆଉ ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଆଜି…

ଆସନ୍ତା ସପ୍ତାହରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର। ବହୁଦିନର ବିଳମ୍ବତା ପରେ ଚଳିତ ମାସ ଶେଷ ଆଡ଼କୁ ବାହାରିବ ମାଟ୍ରିକ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା। ତେବେ କେଉଁ ଦିନ ଫଳ ପ୍ରକାଶ ପାଇବା ସେ ନେଇ ସୂଚନା ଦିଆଯାଇନାହିଁ।…

ସଂସ୍କୃତରେ ଶପଥ ନେଲେ ସୁରିନାମ୍‌‌ର ନୂଆ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ସୁରିନାମ୍‌ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରିକାପ୍ରସାଦ ସନ୍ତୋଖୀ। ହିନ୍ଦୁ ରୀତିରେ ବେଦପାଠ ସହ ସଂସ୍କୃତ ଭାଷାରେ ପଦ ଓ ଗୋପନୀୟତାର ଶପଥ ନେବାରେ ସେ ହେଉଛନ୍ତି ପ୍ରଥମ ସୁରିନାମ୍‌ ରାଷ୍ଟ୍ରମୁଖ୍ୟ। ରାଷ୍ଟ୍ରପତି ଭାବେ…

ସାବାସ୍‌ ସାମ୍ବାଦିକ: ପିପିଇ ପିନ୍ଧି…

ଭୁବନେଶ୍ୱର : କରୋନାକୁ ନେଇ ରାଜ୍ୟରେ ପରିସ୍ଥିତି ଅଣାୟତ୍ତ। ଏପିରିକି ମହାମାରୀ କରୋନା ଭୟରେ କୌଣସି କାରଣରୁ କେହି ମରିଗଲେ ବି ଲୋକେ ଶବ ପାଖକୁ ଯାଉନାହାନ୍ତି କି କାନ୍ଧଟିକେ ଦେବାକୁ ସାହାସ କରୁ ନାହାନ୍ତି। ସବୁଠୁ ବଡ଼ କଥା ହେଲା ନିଜ ସମ୍ପର୍କୀୟମାନେ ବି ମୁହଁ ବୁଲାଇ ନେଉଛନ୍ତି। ମେଡିକାଲ ବାହାରେ ୧୨…

ମିଳିଲାନି କାନ୍ଧ, ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ…

ଗଞ୍ଜାମ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଅପରପକ୍ଷେ ରାଜ୍ୟରେ କରୋନା ଜନିିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଏପରି ସମୟରେ ଅନ୍ୟ କାରଣରୁ ମଧ୍ୟ ଲୋକଙ୍କ ମୃତ୍ୟୁ ହେଉଛି। ହେଲେ ମୃତ୍ୟୁ ପରେ ଅଛୁଆଁ ହେଇ ରହିଯାଉଛି ମୃତକ ଜଣକର ଶରୀର। ଏପରିକି କରୋନା ଯୋଦ୍ଧାଙ୍କ ମୃତ ଶରୀର ମଧ୍ୟ ଅଛୁଆଁ…

ରାଜଭବନ ଫେରିଲେ ରାଜ୍ୟପାଳ,…

ଭୁବନେଶ୍ବର: ରାଜଭବନ ଫେରିଲେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ। ରୁଟିନ୍‌ ଚେକ୍ ଅପ୍‌ କରିବା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଟି ହୋଇଥିଲେ ରାଜ୍ୟପାଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କରୋନା…

ଭୋପାଳ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏବେ ଏହି ସଂକ୍ରମଣର କାୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ଶ୍ରୀ ଚୌହ୍ବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଶିବରାଜ ସିଂହ ନିଜର ସ୍ୱାବ ପରୀକ୍ଷା କରାଇଥିଲେ। ତେବେ ରିପୋର୍ଟ…

ଏନ୍‌କାଉଣ୍ଟର: ୨ ଆତଙ୍କୀ ନିହତ, ଜଣେ…

ଶ୍ରୀନଗର: ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀନଗରର ପାରିମ୍ପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଓଡ଼ିଆ…

ନୂଆଦିଲ୍ଲୀ : ଓଡ଼ିଶା ପାଇଁ ଭଲ ଖବର। ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି। ବିଜେଡିର ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ପାର୍ଲାମେଣ୍ଟ…

କରୋନା: ଦିନକରେ ସର୍ବାଧିକ ୧୦ ଜଣଙ୍କର…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୧୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୩୦ରେ…