Odisha Link
Bridging the Missing Links in Odisha
Daily Archives

July 29, 2020

ଅନ୍‌ଲକ୍‌-୩ : ଉଠିଲା ରାତ୍ରକାଳୀନ…

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅଣାୟତ୍ତ ଥିବା ବେଳେ କେନ୍ଦ୍ର ସରକାର ଜାରି କରିଛନ୍ତି ଅନ୍‌ଲକ୍-୩ ଗାଇଡଲାଇନ୍। କଣ୍ଟେନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏଁ ଲକ୍‌ଡାଉନ୍‌ ଜାରି। ରାତ୍ରକାଳୀନ କର୍ଫ୍ୟୁ କଟକଣାକୁ ଉଠାଇଲେ ସରକାର। ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ ହଟିବ। କିିନ୍ତୁ ଅଗଷ୍ଟ…

ଫ୍ଲିପ୍‌କାର୍ଟ ଗ୍ରୀଡ୍ ରୋବୋଟିକ୍ସ…

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୫ ଜଣ ଛାତ୍ରଛାତ୍ରୀ ସାଉଁଟିଛନ୍ତି ସଫଳତା । ଫ୍ଲିପ୍‌କାର୍ଟ ଗ୍ରୀଡ୍ ୨.୦ ରୋବୋଟିକ୍ସ ଚ୍ୟାଲେଞ୍ଜରେ ଲେବଲ୍ ଟୁ ରେ ପହଂଚି ପାରିଛନ୍ତି । ଆଇଆଇଟି ଏବଂ…

କିସ୍‌ର ସଫଳତା: ମାଟ୍ରିକ ପରୀକ୍ଷାରେ…

ଭୁବନେଶ୍ବର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ୍)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି। କିସ୍‌ର ପାସ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ ହାର ୭୮.୭୬ ପ୍ରତିଶତ ରହିଛି।…

ଭାରତରେ ରାଫେଲ୍, ସଂସ୍କୃତରେ ଶ୍ଲୋକ ଲେଖି…

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଲ୍ୟାଣ୍ଡିଂ କରିଛି ରାଫେଲ୍‌ ବିମାନ। ସୋମବାରରୁ ଉଡ଼ାଣ ଆରମ୍ଭ କରିଥିବା ରାଫେଲ ବିମାନ ୭ହଜାର କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଆଜି ଭାରରେ ପହଁଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ରାଫେଲ…

କରୋନା: କଟକରେ ଆଉ ୫୬ ଆକ୍ରାନ୍ତ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ଆଜି ୬୧ ଜଣ କରୋନ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୫୬ ଆକ୍ରାନ୍ତ କେବଳ କଟକ ସହରର। ଏନେଇ ସୂଚନା ଦେଇଛି କଟକ ମହାନଗର ନିଗମ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା। କଟକ…

ଭାରତରେ ରାଫେଲ: ନୂଆ ଯୁଗର ଆରମ୍ଭ-ରାଜନାଥ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତରେ ପହଁଞ୍ଚିଲା ଲଢ଼ୁଆ ରାଫେଲ ବିମାନ। ଆଜି ଅପରାହ୍ନ ୩ଟା ସମୟରେ ଅମ୍ବାଲା ଏୟାରବେସରେ ପହଞ୍ଚିଛି ଘାତକ ଯୁଦ୍ଧ ବିମାନ ରାଫେଲ। ୫ଟି ରାଫେଲ ମଧ୍ୟରେ ତିନୋଟି ଟ୍ରେନର ଓ ଦୁଇଟି ଲଢ଼ୁଆ ବିମାନ ରହିଛି। ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ଭାରତର ଅମ୍ବାଲାରେ “ରାଫେଲ”

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ଭାରତରେ ପହଞ୍ଚିଲା ରାଫେଲ। କିଛି ସମୟ ପୂର୍ବରୁଭାରତର ଅମ୍ବଲା ବିମାନଘାଟିରେ ପହଁଞ୍ଚିଲା ଲଢ଼ୁଆ ବିମାନ ରାଫେଲ। ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସରେ ପହଞ୍ଚିଛି। ବାୟୁସେନା ମୁଖ୍ୟ ସ୍ବାଗତ…

ବଡ଼ଚଣା ବିଧାୟକଙ୍କ ଡ୍ରାଇଭର ଓ ପିଏସ୍‌ଓକୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଡ୍ରାକଭର ଓ ପିଏସ୍‌ଓ କରୋନା ପଜିଟିଭ ଚିହ୍ନଟ। ଏନେଇ ବିଧାୟକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ତାଙ୍କ ଡ୍ରାଇଭର, ପିଏସ୍‌ଓଙ୍କ ସମେତ ୪ଜଣ…

ଭାରତୀୟ ବାୟୁସୀମାରେ ପ୍ରବେଶ କଲା ରାଫେଲ

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ଭାରତରେ ପହଞ୍ଚିବ ରାଫେଲ। ଆଉ କିଛି ସମୟ ପରେ ଭାରତର ଅମ୍ବଲା ବିମାନଘାଟିରେ ପହଁଞ୍ଚିବ ଲଢ଼ୁଆ ବିମାନ ରାଫେଲ। ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସରେ ପହଞ୍ଚିବ। ଏଥିପାଇଁ ଅମ୍ବଲା ବିମାନଘାଟିର…

ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କ୍ୟାବିନେଟ ବୈଠକ। ବୈଠକରେ ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ନୂଆ ଶିକ୍ଷାନୀତିର ସବିଶେଷ ବିବରଣୀ ଆଜି ପ୍ରକାଶ ପାଇବ। ୧୯୮୬ ମସିହାରେ ଆସିଥିବା ଶିକ୍ଷା ନୀତି ୧୯୯୨ରେ ସଂଶୋଧନ କରାଯାଇଥିଲା।…