Odisha Link
Bridging the Missing Links in Odisha
Daily Archives

August 7, 2020

କେରଳ ବିମାନ ଦୁର୍ଘଟଣା: ମୃତ୍ୟୁସଂଖ୍ୟା…

ଆଜି ସଂଧ୍ୟାରେ କୋଝିକୋଡ୍‌ ବିମାନ ବନ୍ଦରରେ ଘଟିଥିବା ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ୍‌ ଜଣେ ପାଇଲଟ୍‌ଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁବାଇରୁ କେରଳ ଆସୁଥିବା ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ…

ଏୟାର ଇଣ୍ଡିଆ ଦୁର୍ଘଟଣା: ବିମାନ ଦୁଇଫାଳ,…

କୋଝିକୋଡ୍: ଦୁବାଇରୁ କେରଳ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନଟି ମଝିରୁ ଦୁଇଫାଳ ହୋଇଯାଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ସମେତ ଏଯାବତ୍‌ ୫ ଜଣଙ୍କର ମୃତ୍ୟୁ…

ହୋଟେଲ୍ ଶିଳ୍ପ କ୍ଷେତ୍ରରେ ପ୍ରଭୁତ…

ଭୁବନେଶ୍ୱର: ହୋଟେଲ ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃହତ ଗବେଷଣାର ପ୍ରଭୁତ ସୁଯୋଗ ରହିଥିବା ବେଳେ ତାହା ସମ୍ଭବ ହୋଇନାହିଁ। ମାତ୍ର କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ କ୍ଷେତ୍ରରେ ଯୋଜନା ଏବଂ କ୍ଷତି ପରିଚାଳନା ଜରୁରୀ ବୋଲି ଜଣେ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ପର୍ଯ୍ୟଟନ ଏବଂ…

ଜମ୍ମୁ କଶ୍ମୀର: ୨ୟ ଉପରାଜ୍ୟପାଳ ଭାବେ…

ଶ୍ରୀନଗର: ଜମ୍ମୁ କଶ୍ମୀରର ୨ୟ ଉପରାଜ୍ୟପାଳ ଭାବେ ଶପଥ ନେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା। ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ଦ୍ୱିତୀୟ ଉପରାଜ୍ୟପାଳ ଭାବେ…

କରୋନା କାଳରେ ହୋଇପାରେ ବିଧାନସଭା

ଭୁବନେଶ୍ୱର: କରୋନା କାଳରେ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଚଳିତ ମାସ ଶେଷ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ବସିପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଇ ଦିନ ତଳେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ…

ନବରଙ୍ଗପୁର ୩ଦିନ ପାଇଁ ସଟ୍‌ଡାଉନ୍

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଏହି କ୍ରମରେ ନବରଙ୍ଗପୁର ଜିଲା ପ୍ରଶାସନ ଜିଲାରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।…

୬ ନୂଆ ଥାନା ଓ ୯୦୫ ନୂଆ ପୁଲିସ ପଦବୀ…

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୬ଟି ନୂଆ ଥାନା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଏଥିସହିତ ରାଜ୍ୟ ପୁଲିସରେ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀକୁ ମଞ୍ଜୁରି ଦେଇଥିବା ଜଣାଯାଇଛି।…

ନୂତନ ଭାରତ ପାଇଁ ମୂଳଦୁଆ ପକାଇବ ନୂଆ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇ କହିଛନ୍ତି ଯେ, ତିନିରୁ ଚାରି ବର୍ଷ ଅନେକ ଆଲୋଚନା ଏବଂ ବିଚାର ପରେ ନୂତନ…

ଦେଶରେ ଗଡ଼ିଲା ପ୍ରଥମ ‘କିଷାନ ଟ୍ରେନ’

ନୂଆଦିଲ୍ଲୀ: ଦେଶରେ ଆଜିଠାରୁ ପ୍ରଥମ କରି କିଷାନ ଟ୍ରେନ ଗଡ଼ିଛି। କୃଷିଜାତ ପନିପରିବା ଏବଂ ଫଳମୂଳର ତ୍ଵରିତ ଯୋଗାଣ ଲାଗି ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ଏହି ଟ୍ରେନ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ଦେବଲାଲିଠାରୁ ଯାତ୍ରା ଆରମ୍ଭ କରିଛି। ଦେବଲାଲିରୁ ବିହାରର ଦାନପୁର ପର୍ୟ୍ୟନ୍ତ ଏହି…

ସୁଶାନ୍ତ ସିଂ ମୃତ୍ୟୁ ମାମାଲା: ଇଡିରେ…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଅଧାଘଣ୍ଟାଏ ପୂର୍ବରୁ ଦିବଙ୍ଗତ ବଲିଉଡ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକବର୍ତ୍ତୀ ଇଡି କାର୍ଯ୍ୟାଳୟରେ ପହଁଞ୍ଚିଛନ୍ତି। ରିୟାଙ୍କୁ ମନି ଲାଣ୍ଡି୍ରଙ୍ଗ ମାମଲାରେ ପଚରାଉଚରା କରୁଛି ଇଡି।…