Odisha Link
Bridging the Missing Links in Odisha
Daily Archives

August 11, 2020

ବିକାଶରେ ଓଡ଼ିଶା ପଛୁଆ: ଅନୁଭବ ମହାନ୍ତି

ଭୁବନେଶ୍ବର: ଲେଖୁ ଲେଖୁ ଲେଖିଦେଲେ ସାଂସଦ ଅନୁଭବ ମହାନ୍ତି। ରାଜ୍ୟ ସରକାରଙ୍କ ପ୍ରିୟଭାଜନ ହେବାକୁ ଯାଇ ଅପ୍ରିୟ କଥା ଲେଖିଦେଲେ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ। ବିଜୁ ଜନତା ଦଳର ଏହି ଯୁବନେତା ଏକ ଫେସ୍‌ବୁକ୍‌ ପୋଷ୍ଟରେ ଓଡ଼ିଶାରେ ଅଗ୍ରଗତି ପଛରେ ପଡ଼ିଛି ବୋଲି ଲେଖିପକାଇଛନ୍ତି। ରାଜ୍ୟର ଏକ…

ଆଣ୍ଡାମାନରେ ଇଣ୍ଟରନେଟ୍: ସମୁଦ୍ରତଳେ…

ନୂଆଦିଲ୍ଲୀ: ଦେଶରେ ପ୍ରଥମ ସମୁଦ୍ରତଳ ଅପ୍ଟିକାଲ୍‌ ଫାଇବର୍‌ କେବଲ୍‌ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚେନ୍ନାଇ ଠାରୁ ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜକୁ ସଂଯୋଗ କରୁଛି ଏହି ୨,୩୦୦ କିଲୋମିଟର ଦୀର୍ଘ ଇଣ୍ଟରନେଟ୍‌ କେବୁଲ ଲାଇନ୍। ଏହି ପ୍ରକଳ୍ପ ଦ୍ବାରା ମୂଳ ଭୂଖଣ୍ଡ ଭଳି…

କରୋନା: ରାଜଧାନୀରୁ ଆଉ ୧୦୯ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଲାଗିଛି। ଗଞ୍ଜାମ ଜିଲ୍ଲା ପରେ ଖୋର୍ଦ୍ଧା ଜିଲ୍ଲା ବେଶ୍‌ ପ୍ରଭାବିତ ହୋଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜଧାନୀରୁ ଆଉ ୧୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଲରେ ରାଜଧାନୀରେ ୪୧୭୧ରେ…

୩ଟି ଜିଲ୍ଲାର କରୋନା ଯୋଦ୍ଧାଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ସେ ତିନିଟି ଜିଲ୍ଲାର କରୋନା କଟକଣା ସମ୍ୱନ୍ଧୀତ ନିୟମର ସଠିକ ଅନୁପାଳନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏ କ୍ଷେତ୍ରରେ ଭଲ କାର୍ଯ୍ୟ…

ବିଜେପିର ମିଶ୍ରଣ ପର୍ବ: ୨୦ରୁ ଉର୍ଦ୍ଧ୍ବ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ୨୦ରୁ ଉର୍ଦ୍ଧ୍ୱ ଭୁବନେଶ୍ୱରର ଯୁବ ସମାଜସେବୀ ଓ ଯୁବନେତା ବିଜେପିିରେ ସାମିଲ ହୋଇଛନ୍ତି। ସ୍ୱପ୍ନେନ୍ଦୁ ମହାନ୍ତି, ଆନନ୍ଦ…

କରୋନା ଆକ୍ରାନ୍ତ ହୋଇ ଚାଲିଗଲେ ରାହତ…

ଇନ୍ଦୋର: କରୋନାରେ ଆକ୍ରାନ୍ତ ହେବା ପରେ ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ହିନ୍ଦୀ ସିନେମା ଗୀତ ଲେଖକ ରାହତ ଇନ୍ଦୋରୀଙ୍କର ପରଲୋକ ହୋଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ଗତକାଲି ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଆଜି ଅପରାହ୍ଣରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।…

କରୋନା: କଟକ ସହରରୁ ଆଉ ୭୩ ପଜିଟିଭ…

କଟକ: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି କଟକ ଜିଲ୍ଲାରୁ ମୋଟ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିମଧ୍ୟରୁ କେବଳ ୭୩ ଜଣ କଟକ ମୁନିସିପାଲିଟି ଏରିଆରୁ ଚିହ୍ନଟ ହୋଇଛନ୍ତି। ଫଳରେ କଟକରେ ମୋଟ ୧୭୯୪ରେ ପହଁଞ୍ଚିଛି ମୋଟ ପଜିଟିଭ ସଂଖ୍ୟା। ଏନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।…

ନ୍ୟୁର୍ୟକରେ ଉଡ଼ିବ ତ୍ରିରଙ୍ଗା

ଓଏଲ୍‌ ବ୍ୟୁରୋ: ଆଗକୁ ସ୍ବାଧୀନତା ଦିବସ। ସାରା ଭାରତ ପାଳନ କରିବ ୭୪ ତମ ସ୍ବାଧୀନତା ଦିବସ। ସ୍ବାଧୀନତା ଦିବସ ଆଉ ଏକ ଗୌରବମୟ ମୁହୂର୍ତ୍ତ ନେଇ ଆସୁଛନ୍ତି ପ୍ରବାସୀ ଭାରତୀୟ। ଆମେରିକାର ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ପ୍ରଥମ ଥର ପାଇଁ ଭାରତର ସ୍ବାଧୀନତା ଦିବସ ପାଳନ ହେବ। ଫେଡ଼େରେସନ ଅଫ୍…

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆଉ ଏକ…

ଯାଜପୁର : ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲଗେଟ୍ ନିକଟରେ ଆଜି ସକାଳେ ଏକ ଟ୍ରକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ବ୍ୟକ୍ତିଙ୍କୁ ବଡ଼ଚଣା ଡାକ୍ତରଖାନାକୁ ପଠାଯାଇଛି। ପ୍ରକାଶ ଯେ, ଶ୍ରୀରାପୁର ଟୋଲଗେଟ୍ ନିକଟରେ ପୂର୍ବରୁ…

୨୪ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ !

ରାୟଗଡ଼ା :‌ ଏକ ଘରୋଇ ସଂସ୍ଥା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୨୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବ ଅଭିଯୋଗ ହୋଇଛି। ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାୟଗଡ଼ା…