Odisha Link
Bridging the Missing Links in Odisha
Daily Archives

August 11, 2020

ପ୍ରଥମ କରୋନା ଟୀକା ଆଣିଲା ରୁଷ୍, ଘୋଷଣା…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ପ୍ରକୋପରେ ଭୟଭୀତ। ଏହାରି ମଧ୍ୟରେ ମିଳିଛି ଖୁସି ଖବର। ବିଶ୍ୱର ପ୍ରଥମ କରୋନା ଟୀକା ନେଇ ଘୋଷଣା କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ଯେ, ଋଷ କରୋନା ଟୀକାର ବିକାଶ କରିଥିବାବେଳେ ଟୀକାଦାନ ପ୍ରକ୍ରିୟା ଆରମ୍ଭ…

ସୌମ୍ୟରଂଜନ ପଟ୍ଟନାୟକଙ୍କୁ କରୋନା

ଭୁବନେଶ୍ବର: 'ସମ୍ବାଦ' ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରି ଜଣାଇଛନ୍ତି। ସେ ସୁସ୍ଥ ଅଛନ୍ତି ବୋଲି ଲେଖିଛନ୍ତି ସୌମ୍ୟରଂଜନ। ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନେ ଡାକ୍ତରୀ ପରାମର୍ଶ…

ଗିରଫ ହେଲେ ଚିଲିକା ଡିଏଫ୍‌ଓ

ଚିଲିିକା: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା। ତାଙ୍କ ପାଖରୁ ଏକ କୋଟିରୁ ଉର୍ଦ୍ଦ୍ବ ଟଙ୍କାର ସଂପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି। କାଲି ଭୁବନେଶ୍ବର ଘର ସମେତ ୫ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ। ସୂଚନାଯୋଗ୍ୟ…

ସେପ୍ଟେମ୍ବର ୯ ରୁ ୧୫ ଓଜେଇଇ

ଭୁବନେଶ୍ବର : ସେପ୍ଟେମ୍ବର ୯ ରୁ ୧୫ ଯାଏ ଓଜେଇଇ  ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ଆଜି ୧୬ଟି ଜିଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କଲେଜର ଅଧ୍ୟକ୍ଷମାନଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପତ୍ର ଲେଖି ଜଣାଇଛି। ଓଜେଇଇ ଓ ଟିସିଏର ଅଧିକାରୀ ଏ ସବୁ କଲେଜ ପରିଦର୍ଶନ କରି ଓଜେଇଇ ପରୀକ୍ଷା…

ପାଇଖାନା ଟାଙ୍କିରୁ ୨ ମୃତଦେହ ଉଦ୍ଧାର

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ତାଲଡିହି କିସାନପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଓ ପୁତୁରାଙ୍କ ମୃତ୍ୟୁ ହୋଇଛି । ଭାଉଜଙ୍କ ଅବସ୍ଥା ଗୁରୁତର ରହିଛି । ହତ୍ୟା କରିବା ପରେ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ପାଇଖାନା ଟାଙ୍କିରେ ସମସ୍ତଙ୍କୁ…

ଆଜି ସ୍ବାଧୀନତା ଦିବସ ପାଳୁଛି…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହୋଇଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ସ୍ବାଧୀନ ହୋଇଥିବାରୁ ସେଠାରେ ଅଗଷ୍ଟ ୧୪କୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଏ। ତେବେ ଏହାର ୩ ଦିନ ପୂର୍ବରୁ ୧୯୪୭ ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ବିବାଦୀୟ ଅଞ୍ଚଳ ବଲୋଚିସ୍ତାନ ସ୍ବାଧୀନ ହୋଇଥିଲା ବୋଲି…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଭାଲୁପାହାଡି ସାହିରେ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସେହି ଗ୍ରାମର ଲିଟୁ ନାଏକ। କୌଣସି କାରଣରୁ ସେ ଶୋଇବା ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର…

ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ପାଇଁ…

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମର ନିଶାରଞ୍ଜନ ବେହେରା ଏବଂ ଗୀତା ବେହେରାଙ୍କ ବର୍ଷକର ଶିଶୁପୁତ୍ର ଜୀତ୍‌ ଅସୁସ୍ଥ ହେବାରୁ ତାଙ୍କୁ ରବିବାର ବେତନଟୀ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ସାରା ଦେଶ ସମେତ ସାରା ରାଜ୍ୟ ଏହି ଉତ୍ସବକୁ ପାଳନ କରିବା ପାଇଁ ସରିଛି ପ୍ରସ୍ତୁତି। ଏଥିସହିତ ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାକୁ ୧୨ ବର୍ଷ ମଧ୍ୟ ପୁରିଛି। ଏପର୍ଯ୍ୟନ୍ତ ସୁଦ୍ଧା ତଦନ୍ତ ରିପୋର୍ଟ ସାର୍ବଜନୀନ…

କରୋନା କଟକଣାରେ ହେବ ସ୍ବାଧୀନତା ଦିବସ,…

ଭୁବନେଶ୍ବର: ଅଗଷ୍ଟ ୧୫ ତାରିଖରେ ସଗମ୍ର ଦେଶ ପାଲନ କରିବ ସ୍ବାଧୀନତା ଦିବସ। କରୋନା କାଳରେ ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ଚିଠି ଲେଖିଛି ଗୃହ ବିଭାଗ। ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ। କୌଣସି…