Odisha Link
Bridging the Missing Links in Odisha

ସୌମ୍ୟରଂଜନ ପଟ୍ଟନାୟକଙ୍କୁ କରୋନା

ଭୁବନେଶ୍ବର: ‘ସମ୍ବାଦ’ ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରି ଜଣାଇଛନ୍ତି।

ସେ ସୁସ୍ଥ ଅଛନ୍ତି ବୋଲି ଲେଖିଛନ୍ତି ସୌମ୍ୟରଂଜନ। ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନେ ଡାକ୍ତରୀ ପରାମର୍ଶ ନେବାକୁ ସେ ଅନୁରୋଧ କରିଛନ୍ତି।

ସୌମ୍ୟରଂଜନ ପଟ୍ଟନାୟକ ଏବେ ଖଣ୍ଡପଡ଼ାର ବିଧାୟକ ଅଛନ୍ତି।

Comments are closed.