Odisha Link
Bridging the Missing Links in Odisha
Daily Archives

August 26, 2020

ପୂଜା ଛୁଟି ଯାଏଁ ସ୍କୁଲ, କଲେଜ ବନ୍ଦ:…

ଭୁବନେଶ୍ବର: ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ…

ରାଜ୍ୟରେ ରେକର୍ଡ ସଂଖ୍ୟକ ୩୩୪୩ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ୩୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୬୨ ହଜାର ୮୧୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ବାଡ଼ିରେ…

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀଙ୍କ ବାଡ଼ିରେ ଭାଲୁ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ସ୍ଥିତ ବାସ ଭବନ ବାଡ଼ିରେ ଭାଲୁ ପଶିଥିବା ସୂଚନା। ହେଲେ ଏପର୍ଯ୍ୟନ୍ତ ଭାଲୁଟିର ସନ୍ଧାନ ମିଳିପାରି ନାହିଁ। ବୁଧବାର ଭୋର ସମୟରେ ଭାଲୁ ପଲ ଜଙ୍ଗଲକୁ ପଳାଇଥିବା ବେଳେ ସେହି ପଲରୁ ଗୋଟିଏ ଭାଲୁ ରହିଯାଇଥିଲା ।…

NEET-JEE ପରୀକ୍ଷା ପ୍ରସଙ୍ଗ:…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଜୋର ଧରିଛି NEET-JEE ପରୀକ୍ଷା ପ୍ରସଙ୍ଗ। ଆଜି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ NEET-JEE ପରୀକ୍ଷାକୁ ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ ଅଣ ବିଜେପି ଶାସିତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବରରେ ହେବାକୁ ଥିବା NEET-JEE…

ଦେଶରେ କରୋନା ଆରୋଗ୍ୟ ହାର ୭୬.୩୦…

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି। ଆଜି ଦେଶରେ ଆରୋଗ୍ୟ ହାର ୭୬.୩୦ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୬୭ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୬୩ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି…

କରୋନା ମୁକାବିଲା: ଓଡ଼ିଶା ପୁଲିସର ୫୨…

ଭୁବନେଶ୍ବର: ବର୍ତ୍ତମାନ ସମୟରେ କରୋନାକୁ ମାତ୍‌ ଦେବାରେ ବେଶ୍‌ ଫଳପ୍ରଦ ହୋଇଛି ପ୍ଲାଜମା ଚିକିତ୍ସା। ଏହାକୁ ନଜରରେ ରଖି ଓଡ଼ିଶା ପୁଲିସର ୫୨ ଜଣ କରୋନା ଯୋଦ୍ଧା ବର୍ତ୍ତମାନ ସୁଦ୍ଧା ପ୍ଲାଜମା ଦାନ କରି କରୋନା ମୁକାବିଲାରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେମାନେ କରୋନା ସଂକ୍ରମଣରୁ…

ପାଣି ସୁଅରେ ଭାସିଗଲା ୨ଟି ଟ୍ରକ୍,…

କେନ୍ଦୁଝର : ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝରରୁ ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ମଟର…

ଖେଳନା କାରଖାନାରେ ନିଆଁ

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡ଼ା ସ୍ଥିତ ଏକ ଖେଳନା କାରଖାନାରେ ନିଆଁ । ନୋଏଡ଼ାର ସେକ୍ଟର ୬୩ରେ ଥିବା ଏକ ଖେଳନା ତିଆରି କାରଖାନାରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ କେଉଁ କାରଣରୁ ହୋଇଛି ତାହା ଜଣା ପଡ଼ି ନାହିଁ। ଖବର ସରବାରହ ସଂସ୍ଥା ଏନଆଇ ଦ୍ବାରା ପ୍ରସାରିତ ଖବର ଅନୁଯାୟୀ ଘଟଣା…

ଦେଶୀ ମଦ ବୋଝେଇ ଭ୍ୟାନ୍ ଜବତ, ୨ ଗିରଫ

ଭଦ୍ରକ: ଚୋରା ମଦ ଚାଲାଣ ବେଳେ ୭ ଶହ ଲିଟର ଦେଶୀ ମଦ ଜବତ। ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୭ ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍। ଗାଡିରେ ଥିବା ଡ୍ରାଇଭର ଓ ସହଯୋଗୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ଟିମ୍ ସେମାନଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସିମୁଳିଆ…

ସରକାରଙ୍କ ଉଦ୍ୟମ ପର୍ଯ୍ୟଟନକୁ ବ୍ୟାପକ ଓ…

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ରାଜ୍ୟରେ ପର୍ଯ୍ୟଟନକୁ ବ୍ୟାପକ…