Odisha Link
Bridging the Missing Links in Odisha

ଭିକୁ ସେଠଙ୍କ ପରଲୋକ

ଭୁବନେଶ୍ବର: ଯାତ୍ରା କଳାକାର ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସଙ୍କ ପରଲୋକ ଘଟିଛି। ମାତ୍ର ୫୫ ବର୍ଷ ବୟସରେ ଭିକୁ ସେଠ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଛାତିରେ ଯନ୍ତ୍ରଣା ପରେ ଚୌଦ୍ବାରରୁ କଟକ ନେବା ବଟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ମହେନ୍ଦ୍ର ଦାସଙ୍କ ସଂପର୍କୀୟ ଲୋକ। ଭିକୁ ସେଠ ଥିଲେ ଜଣେ ଲୋକ ପ୍ରିୟ ଯାତ୍ରା କଳାକାର ତାଙ୍କର ନାଟକ ଶାଗୁଣା ବସିଛି ଡେଣା ମେଲାଇ ବେଶ ଲୋକ ପ୍ରିୟ ଆର୍ଜନ କରିଛି।

Comments are closed.