Odisha Link
Bridging the Missing Links in Odisha
Daily Archives

September 12, 2020

ଗୁଣୁପୁରର ପୂର୍ବତନ ବିଧାୟକଙ୍କ ବିୟୋଗରେ…

ଭୁବନେଶ୍ୱର: ପୂର୍ବତନ ଗୁଣୁପୁର ବିଧାୟକ ତଥା ରାୟଗଡା ଜିଲ୍ଲା ରାମଣାଗୁଡା ବ୍ଲକର ଦୁଇ ଅଧ୍ୟକ୍ଷ ରାମମୂର୍ତି ମୁତିକାଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗତର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ…

୫୦ ବର୍ଷରୁ ଊର୍ଦ୍ଧ୍ୱ ପୋଲିସ…

ଲକ୍ଷ୍ଣୌ: ୫୦ ବର୍ଷରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର। ଉତ୍ତରପ୍ରଦେଶରେ ଯୋଗୀ ସରକାର ଏଭଳି ପଦକ୍ଷେପ ଆରମ୍ଭ କରିଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ଅପାରଗ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଡିଜିପି…

ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ବିୟୋଗରେ…

ଭୁବନେଶ୍ୱର: ଲୋକପ୍ରିୟ ଓ ବରିଷ୍ଠ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି। ୯୦…

ସୁସ୍ଥ ହୋଇ ଘରକୁ ଫେରିଲେ ବରିଷ୍ଠ ନାଗରିକ…

ଭୁବନେଶ୍ୱର: କରୋନା ମହାମାରୀକୁ ପରାସ୍ତ କରିଛନ୍ତି ୮୭ ବର୍ଷର ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ମେ ଡିକେୟାରରେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବରିଷ୍ଠ ନାଗରିକ କୃପାସିନ୍ଧୁ ସାହୁ। ବରିଷ୍ଠ ନାଗରିକ ସଂଘର ସଭାପତି…

ଆସନ୍ତା ୩ ଦିନ ଯାଏଁ ବର୍ଷା ଆଶଙ୍କା

ଭୁବନେଶ୍ବର: ମୌସୁମୀ ପ୍ରଭାବରେ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବଙ୍ଗୋପସାଗରର ଉପକୂଳରେ ଏକ ସାଇକ୍ଲୋନିକ୍ ପ୍ରବାହ ଅବସ୍ଥିତ ହୋଇଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୩.୧…

ସେପ୍ଟେମ୍ବର ୧୪ ରୁ ୨୦ ଯାଏ ପାଳନ ହେବ…

ଭୁବନେଶ୍ୱର: ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ତଥା ଗରୀବ, ବଞ୍ଚିତ, ଦଳିତ, ଆଦିବାସୀ ଏବଂ କୃଷକମାନଙ୍କର ତ୍ରାଣକର୍ତ୍ତା ରୂପେ କାର୍ଯ୍ୟ କରୁଥିବା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆସନ୍ତା ୧୭ ତାରିଖ ଦିନ ଜନ୍ମଦିବସ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଘୃଣା ଭାଷଣ ଅଭିଯୋଗ: ଫେସବୁକ୍ ଇଣ୍ଡିଆ…

ନୂଆଦିଲ୍ଲୀ: ଦେଶରେ ଘୃଣା ଭାଷଣ ପୋଷ୍ଟ୍‌ଗୁଡ଼ିକୁ ରୋକିବାରେ ‘ଫେସ୍‌ବୁକ୍’ ଉଦ୍ଦେଶ୍ୟମୂଳକଭାବେ ଉଦାସୀନ ରହୁଥିବା ଅଭିଯୋଗରେ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସମନ୍ୱୟ କମିଟି ‘ଫେସ୍‌ବୁକ୍ ଇଣ୍ଡିଆ’ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅଜିତ ମୋହନଙ୍କୁ ସମନ୍ ଜାରି କରିଛି। ଆମ୍‌ ଆଦ୍‌ମି ପାର୍ଟି…

ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି…

ଗୁଣୁପୁର: ରାୟଗଡ଼ା ଜିଲ୍ଲାର ଗୁଣୁପୁର ବିଧାନସଭା ଆସନର ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁୁଟ୍ଟିକାଙ୍କର ପରଲୋକ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର…

ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସ୍ଥିର ରହିଥିବା ଯୋଗୁଁ ଦେଶରେ ତେଲଦର କମୁଛି। ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି। ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୩…

ଡ୍ରଗ୍ସ ଲିଙ୍କ୍ ନେଇ ମୁମ୍ବାଇ ଓ ଗୋଆରେ…

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନସିବି ଜୋରଦାର ତଦନ୍ତ ଜାରି ରଖିଛି। ବଲିଉଡରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ଆଜି ସକାଳେ ଏକ ବଡ଼ ଧରଣର ଛାନଭିନ୍ କରିଛି। ମୁମ୍ବାଇ ଏବଂ ଗୋଆରେ କିଛି ସ୍ଥାନରେ ଚଢଉ କରିଛି। ଡ୍ରଗ୍ସ ପ୍ୟାଡଲରଙ୍କ ସହିତ ଜଡ଼ିତ ୭ ଟି…