Odisha Link
Bridging the Missing Links in Odisha
Daily Archives

September 12, 2020

ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର…

ଭୁବନେଶ୍ବର: ରାଜ୍ୟ ସରକାର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ପୂର୍ବରୁ ଭୁବନେଶ୍ୱର ସର୍କିଟ ହାଉସରେ ପରୀକ୍ଷା ପରିଚାଳନାକୁ ନେଇ ଆଜି ବୈଠକ ବସିଥିଲା। ଖୋର୍ଦ୍ଧ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସାଂସଦ…

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ ହୋଇ ପଡ଼ିଛନ୍ତି। କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। କରୋନାରେ ସଂକ୍ରମିତ ହେବାପରେ ସେ ନିଜ ଉମରକୋଟ ସ୍ଥିତ ବାସଭବନରେ ହୋମ ଆଇସଲେସନରେ ଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲକୁ…

ଭିକୁ ସେଠଙ୍କ ପରଲୋକ

ଭୁବନେଶ୍ବର: ଯାତ୍ରା କଳାକାର ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସଙ୍କ ପରଲୋକ ଘଟିଛି। ମାତ୍ର ୫୫ ବର୍ଷ ବୟସରେ ଭିକୁ ସେଠ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଛାତିରେ ଯନ୍ତ୍ରଣା ପରେ ଚୌଦ୍ବାରରୁ କଟକ ନେବା ବଟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ମହେନ୍ଦ୍ର ଦାସଙ୍କ ସଂପର୍କୀୟ ଲୋକ।…

ବଜାରରେ ମିଳିବ କରୋନା ଔଷଧ

ଭୁବନେଶ୍ବର: ଏଣିକି ବଜାରରେ ମିଳିବ କରୋନା ଔଷଧ। କରୋନା ଔଷଧର ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପସନ୍‌ ଥିଲେ ଏଣିକ କିଣି ହେବ କରୋନା ଔଷଧ। କେତେକ ସର୍ତ୍ତ ସହ ଫେଭିପିରାଭିର୍‌ ଟାବ୍‌ଲେଟ୍‌ ବିକ୍ରିକୁ ଅନୁମତି ମିଳିଛି। ଏଥିସହ ରେମଡେସିଭିର…

ଗୁଟଖା କମ୍ପାନୀ ଉପରେ ଚଢ଼ାଉ

ସମ୍ବଲପୁର: ସମ୍ବଲପୁରର ଘରୋଇ ଗୁଟଖା କମ୍ପାନୀ ଉପରେ ଚଢ଼ାଉ ଆରମ୍ଭ ହୋଇଛି। ଜାଲ କାଗଜପତ୍ର ଜରିଆରେ ଟିକସ ଫାଙ୍କିବା ଅଭିଯୋଗରେ ଚଢାଉ କରିଛି ଜିଏସଟି ଷ୍ଟେଟ ଏନଫୋର୍ସମେଂଟ ସ୍କ୍ୱାର୍ଡ। ପ୍ରାଥମିକ ତଦନ୍ତରୁ କୋଟିଏ ଟଙ୍କାର ଜିଏସଟି ଓ ଅନ୍ୟ ଟିକସ ଠକେଇ ହୋଇଥିବା ସୂଚନା ମିଳିଛି। ତେଣୁ ସଂପୃକ୍ତ…

୧୪ରୁ ମୌସୁମୀ ଅଧିବେଶନ: ସାଂସଦଙ୍କ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। କରୋନା ମହାମାରୀ ସମୟରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ଏକାଧିକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଅଧିବେଶନ ସମୟରେ ପୂର୍ବତନ ସାଂସଦ ଓ ବିଧାୟକଙ୍କୁ ସଂସଦରେ…

ଚୀନ୍‌ରୁ ଫେରିଲେ ୫ ଅପହୃତ ଭାରତୀୟ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଅପହୃତ ୫ ଭାରତୀୟଙ୍କୁ ଚୀନରୁ ଫେରିଲେ। ୫ ଭାରତୀୟ ଆଜି ଫେରିବା ନେଇ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜଜୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ମେସେଜର ଜବାବ ଦେଇଛି ଚୀନର…

ଆଜିଠୁ ଦେଶରେ ଚାଲିବ ୮୦ଟି ନୂଆ ସ୍ପେଶାଲ…

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଅନଲକ୍‌-୪ ପର୍ଯ୍ୟାୟ ଚାଲିଛି। ଜୀବନ ସହ ଜୀବାକୁ ଗୁରୁତ୍ବ ଦେଇ ସରକାର କିଛି କଟକଣା କୋହଳ କରିଛନ୍ତି। ଆଜିଠୁ ଦେଶରେ ୮୦ଟି ସ୍ବତନ୍ତ୍ର ଚଳାଚଳ ଆରମ୍ଭ କରିଛି ଭାରତୀୟ ରେଳ ବିଭାଗ। ଏଥିପାଇଁ ଟିକେଟ୍‌ ରିଜର୍ଭେସନ୍ ପକ୍ରିୟା ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇସାରିଛି। ଏହି…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ମନ୍ତ୍ରୀ…

ଜୟପୁର : ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ଶ୍ରୀମତି ଦିଆନଙ୍କୁ ଜୟପୁର କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାମୀ ସଦାଶିବ ଦିଆନଙ୍କୁ ମଧ୍ୟ…

କଟକରେ ନକଲି ମହୁ କାରଖାନା ଠାବ

କଟକ: ମାଲଗୋଦାମ ଥାନା ଅଞ୍ଚଳରେ ନକଲି ମହୁ କାରଖାନ ଠାବ କରାଯାଇଛି। କାରଖାନା ଉପରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି ପୋଲିସ। ନକଲି ଗଙ୍ଗାଜଳ ଓ ଅଗୁରୁ ସହ ବହୁ ନକଲି ପୂଜା ସାମଗ୍ରୀ ମଧ୍ୟ ଜବତ କରାଯାଇଛି।