Odisha Link
Bridging the Missing Links in Odisha
Daily Archives

September 17, 2020

କୃଷି ଅଧ୍ୟାଦେଶ ବିରୋଧରେ ମନ୍ତ୍ରୀପଦରୁ…

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରଙ୍କୁ ଝଟକା। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ହରସିମରତ କୌର ବାଦଲ। କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ ଅଧ୍ୟାଦେଶକୁ ବିରୋଧ କରିଛି। ଗୁରୁବାର ଯେବେ ବିଧେୟକ ଲୋକସଭାରେ…

ଉର୍ମିଲା ଜଣେ ‘ସପ୍ଟ ପର୍ଣ୍ଣ ଷ୍ଟାର’ :…

ମୁମ୍ବାଇ : ବଲିଉଡରେ ଡ୍ରଗ୍ସ ମାମଲା ଉପୁଜିବା ପରେ ଷ୍ଟାର ମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣୱତ ବଲିଉଡରେ ଡ୍ରଗ୍ସର ଲିଙ୍କ କୁ ନେ ନିଜର ମନ୍ତବ୍ୟ ରଖିବା ପରେ ଅନେକ ଷ୍ଟାର ତାକୁ ବିରୋଦ୍ଧ କରିଛନ୍ତି । କିଛିଦିନ ତଳେ ଉର୍ମିଲା ମାତୋଣ୍ଡକର ଏହି ବିଷୟରେ ମନ୍ତବ୍ୟ…

ଏମ୍‌ସରୁ ଡିସ୍‌ ଚାର୍ଜ ହେଲେ ଅମିତ ଶାହା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରୁ ଡିସ୍‌ ଚାର୍ଜ ହେଲେ ଗୃହ ମନ୍ତ୍ରୀ ଅମିତ ଶାହା। ଆଡମିଶନ୍ ହେବାର ଚାରି ଦିନ ପରେ ଆଜି ହସ୍ପିଟାଲ୍‌ରୁ‌ ଡିସ୍‌ ଚାର୍ଜ ହେଇଛନ୍ତି ଶାହା। କରୋନା ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହେବାରୁ ଦିଲ୍ଲୀ ଏମ୍‌ସରେ ଆଡମିଶନ ହୋଇ ଥିଲେ ଶାହା। ଅମିତ ଶାହା ସୋମବାର ଠାରୁ…

ୟୁଟୁବ ଲଞ୍ଚ କରିବ ସର୍ଟ ଭିଡିଓ ଆପ୍

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ସୋସିଆଲ ମିଡିଆରେ ଆକଟିଭ୍ ରହିବାକୁ ଅଧିକ ଭଲ ପାଇଥାନ୍ତି । ପ୍ରଥମରୁ ଟିକଟକ ଭାରତରେ ଲୋକପ୍ରୟତ ହାସଲ କରି ସାରିଥିଲା । ଏହା ବ୍ୟାନ ହେବା ପରେ ଅନେକ ଲୋକ ମନଦୁଃଖ କରିଥିଲେ । ହେଲେ ସେମାନଙ୍କ ପାଇଁ ୟୁଟୁବ ଏକ ଖୁସି ଖବର ଆଣି ଦେଇଛି । ୟୁଟୁବ ସର୍ଟସ୍ ନାଁରେ ଏକ ସର୍ଟ…

ଦେଶରେ କରୋନା: ଆରୋଗ୍ୟ ହାର ୭୮.୬୪…

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ୭୮.୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୮୨ହଜାରରୁ ଅଧିକ ଲୋକ ଆରୋଗ୍ୟଲାଭ କରିଛନ୍ତି। ନମୂନା ପରୀକ୍ଷା, ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି। ସ୍ୱାସ୍ଥ୍ୟ…

ଲକ୍‌ଡାଉନ୍‌ ସମୟରେ ଘରେ ଘରେ ବଢ଼ିଛି ବାୟୁ…

ନୂଆଦିଲ୍ଲୀ: ମହମାରୀ କରେନାରେ ସାରା ବିଶ୍ବ ହନ୍ତସନ୍ତ। ମହାମାରୀ କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ବିଭିନ୍ନ ଦେଶ ଲକ୍‌ଡାଉନ୍‌ କଟକଣା ଲାଗୁ କରିଥିଲେ। ଯାହା ଫଳରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ଦେଖିବାକୁ ପଡ଼ିଥିଲା। କରୋନା କାଳରେ ସକରାତ୍ମକ ଦୃଶ୍ୟ ସାରା ଦୁନିଆ ଦେଖିଛି। କରୋନା କାଳରେ…

ନୋବେଲ୍‌ ଶାନ୍ତି ପୁରସ୍କାର ୨୦୨୧ ପାଇଁ…

ନୂଆଦିଲ୍ଲୀ : ନୋବେଲ୍‌ ଶାନ୍ତି ପୁରସ୍କାର ୨୦୨୧ ପାଇଁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନାମ ସୁପାରିଶ୍‌‌ ହୋଇଛି। ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ରେ ୟୁଏଇ ଓ ବାହରିନ ମଧ୍ୟରେ ଲ୍ୟାଣ୍ଡମାର୍କ ସାମାନ୍ୟକରଣ ବୁଝାମଣା ପାଇଁ ନେତାନ୍ୟାହୁଙ୍କୁ ନୋମିନେଟ୍‌ କରାଯାଇଥିବା ଜଣାପଡ଼ିଛି।…

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ସୋଆକୁ…

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି । ଗୁରୁବାର ସର୍ବଭାରତୀୟ…

ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ ରକୁଲ

ମୁମ୍ବାଇ:  ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କ ନାମ ଆସିବା ପରେ ସେ ଦିଲ୍ଲୀ ହାଇକୋର୍ଟ ନିକଟରେ  ପିଟିସନ ଦାଖଲ କରିଛନ୍ତି ।  କୋର୍ଟ ବର୍ତ୍ତମାନ ପ୍ରସାର ଭାରତୀ, ପ୍ରେସ କାଉନସିଲ, ନ୍ୟାସନାଲ ବ୍ରୋଡକାଷ୍ଟର୍ସ ଆସୋସିଏସନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି।…

ସ୍କୁଲ୍‌ରେ ଆରମ୍ଭ ହେବ କିଚେନ୍ ଗାର୍ଡେନ

ଭୁବନେଶ୍ୱର: ଏଣିକି ସ୍କୁଲରେ ଆରମ୍ଭ ହେବ କିଚେନ୍ ଗାର୍ଡେନ ବ୍ୟବସ୍ଥା। ଭୋଜନ ଯୋଜନା ଅଧୀନରେ ଏହି ଯୋଜନା ଆରମ୍ଭ ହେବ। ଏହି ଯୋଜନା ମୁତାବକ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯିବ। ମଧ୍ୟାହ୍ନ ଭୋଜନରେ ସେହି ପନିପରିବାକୁ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ ହେବ। କିଚେନ୍ ଗାର୍ଡେନ…