Odisha Link
Bridging the Missing Links in Odisha
Daily Archives

September 17, 2020

ଜାଣନ୍ତୁ ଶେହନାଜ ଗିଲଙ୍କ ଚର୍ବି ହ୍ରାସର…

ମୁମ୍ବାଇ : ସିନେମା ଷ୍ଟାର ହେଉ କିମ୍ବା ସାଧାରଣ ମଣିଷ, ଓଜନ ହ୍ରାସ କରିବା ସମସ୍ତଙ୍କ ପାଇଁ କଷ୍ଟକର କାର୍ଯ୍ୟ।ଶରୀରର ଅତିରିକ୍ତ ଚର୍ବି ହ୍ରାସ କରିବା ପାଇଁ ଜିମ ଯିବା ସହିତ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥାଏ । ତଥାପି, ଅନେକ ଥର ଓଜନ କମି ନଥାଏ। ତେବେ ବିଗ୍ ବସ୍୧୩  ର ଲୋକପ୍ରିୟ…

ରାଜ୍ୟସଭା ସାଂସଦ ଅଶୋକ ଗାସ୍ତିଙ୍କ ପରଲୋକ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କ ପରଲୋକ। ଅଶୋକ ଗାସ୍ତି କରୋନାରେ ଆକ୍ରାନ୍ତ ଥିଲେ। ୧୫ ଦିନ ହେଲା ତାଙ୍କୁ ବାଙ୍ଗାଲୋରର ମଣୀପାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୫୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତେବେ ଗାସ୍ତିଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍ଗୟା…

ଆଜିଓ ବିଜ୍‌ନେସ୍ ପକ୍ଷରୁ…

ଭୁବନେଶ୍ୱର: ଦେଶରେ ଲାଗି ରହିଥିବା କୋଭିଡ୍‌-୧୯ ସ୍ଥିତିକୁ ବିଚାରକୁ ନେଇ ଆଜିଓ ବିଜନେସ୍ ପକ୍ଷରୁ ଏହାର ମେଗା ବାର୍ଷିକ ଟ୍ରେଡ୍ ସୋ’ ସମ୍ବନ୍ଦମକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଉଥିବା ଘୋଷଣା କରାଯାଇଛି। ସମ୍ବନ୍ଦମ-ଡିଜିଟାଲ୍ ଉତ୍ସବ ୨୦୨୦ ଭାବେ ଶୁଭାରମ୍ଭ ହୋଇଥିବା ଏହି ପ୍ରଥମ ଧରଣର ଟ୍ରେଡ୍ ସୋ’…

ନିଜ ପୁଅର ଜନ୍ମ ଦିନରେ ଖୁସି ଖବର ଦେଲେ…

ମୁମ୍ବାଇ : କରୋନା କାରଣରୁ ଅନେକ ସିନେମା ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ଅନେକ ସିନେମା ଗୁଡ଼ିକ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାରେ ଲାଗିଛି । ବର୍ତ୍ତମାନ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଲକ୍ଷ୍ମୀବମ୍‍’ର ରିଲିଜ୍‍ ତାରିଖ ଘୋଷଣା କରାଯାଇଛି। ନିଜ ପୁଅର ଜନ୍ମଦିନ ଅବସରରେ…

ଦୀପିକା ଠାରୁ ଅନୀତା ହାସନନ୍ଦାନୀ…

ମୁମ୍ବାଇ : ପ୍ରେମ ଗୋଟିଏ ପବିତ୍ର ଶଦ୍ଦ । ପ୍ରେମକୁ କିଏ ଜିତି ଯାଏ ତ କିଏ ପାଏ ଧୋକା । ସିନେ ଜଗତରେ ଅନେକ ସେଲିବ୍ରେଟି ପ୍ରେମରେ ଧୋକା ପାଇଛନ୍ତି । ଦୀପିକା ଏବଂ ଅନୀତା ହାସନାନନ୍ଦୀଙ୍କ ପରି ଅନେକ ଅଭିନେତ୍ରୀମାନେ ପ୍ରେମରେ କୌଣସି କସର ଛାଡି ନଥିଲେ, ତଥାପି ପ୍ରତିବଦଳରେ ତାଙ୍କୁ ମିଳିଥିଲା ପ୍ରତାରଣା…

ରାଜଧାନୀରୁ ଆଉ ୩୨୫ କରୋନା ପଜିଟିଭ୍‌…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ରେକର୍ଡ ସଂଖ୍ୟକ ୩୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୧ ଜଣ ରହିଥିବା ବେଳେ ହେଉଛନ୍ତି ୨୨୪ ସ୍ଥାନୀୟ ସଂକ୍ରମିତ। ଏଥିସହ ୪୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି।…

ରାଜ୍ୟରେ ୨୨ ଯାଏଁ ବର୍ଷା, ୯ ଜିଲ୍ଲାକୁ…

ଭୁବନେଶ୍ୱର : ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ୨୦ରୁ ୨୨ ତାରିଖରେ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା…

ଟ୍ବିନ୍ ସିଟିରେ ସାବାଡ୍ ହେବେ କରୋନା…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅମାନିଆମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଟ୍ବିନ୍ ସିଟିରେ କରୋନା ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ମୋଦୀଙ୍କ ଜନ୍ମଦିନକୁ ବେରୋଜଗାର ଦିବସ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୦ ତମ ଜନ୍ମଦିନ। ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ଭାଜପା ଏହି କାର୍ଯ୍ୟକ୍ରମକୁ ସପ୍ତାହେବ୍ୟାପୀ ସେବା ସପ୍ତାହ ରୂବେ ପାଳନ କରୁଛି। ହେଲେ କିଛି ଯୁବପିଢ଼ି ମୋଦିଙ୍କ ଜନ୍ମଦିନରେ ଟୁଇଟରରେ…

ୟୁଟୁବରେ ଧୁମ ମଚାଉଛନ୍ତି କିଆରା, ଆଉ…

ନୂଆଦିଲ୍ଲୀ :  କିଆରା ଆଡଭାନୀଙ୍କ ଆଗାମୀ ସିନେମା ଇଣ୍ଡୋ କି ଜୱାନୀଙ୍କ ପ୍ରଥମ ଗୀତ ବୁଧବାର ରିଲିଜ ହୋଇଛି ଏବଂ ଏହା ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ହସିନା ପାଗଲ ଦେୱାନୀ ନାମକ ଏହି ଗୀତଟି ସିନେମାରୁ ମୁକ୍ତିଲାଭ କରିଥିବା ପ୍ରଥମ ଟ୍ରାକ ଅଟେ । ଏଥିରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସହ ସିନେମାର…