Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକାଧିକ ଦୋକାନ ଉପରକୁ ଚଢ଼ିଯାଇଛି ଟ୍ରକ୍‌। ଏକ ପଥର ବୋଝେଇ ଟ୍ରକ୍‌ ଏକାଧିକ ଦୋକାନ ଉପରକୁ ଚଢ଼ିଯାଇ ଓଲଟି ପିଡିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ୪ ଗୁରୁତରଙ୍କୁ ମେଣ୍ଢାଶାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଡି ଭିତରେ ଚାପି ହୋଇ ରହିଥିବା ଡ୍ରାଇଭର ଓ ହେଲପର୍‌ଙ୍କୁ ଉଦ୍ଧାର କରାଯାଇଛି।

Comments are closed.