Odisha Link
Bridging the Missing Links in Odisha

ପୁଣି ଭିଜିବ କଟକ ଓ ଭୁବନେଶ୍ବର

ଭୁବନେଶ୍ୱର: ଆଜି ଅପରାହ୍ଣ ୧୨ଟା ୩୦ଟା ଯାଏଁ କଟକ ଓ ଭୁବନେଶ୍ୱରରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏହା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।

ଘଣ୍ଟାକୁ ୨ରୁ ୩ ସେ.ମି. ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା କାରଣରୁ ଟ୍ରାଫିକ ଜାମ୍ ହେବାର ସମ୍ଭାବନା ରହିଛି।

ତେଣୁ ଯଥାସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବା ସହ ସତର୍କ ସୂଚନା ଜାରି କରାଯାଇଛି।

Comments are closed.