Odisha Link
Bridging the Missing Links in Odisha
Daily Archives

October 15, 2020

୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍‌ସନ ସହ ବାଇକ…

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳରୁ ପୁଲିସ ୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍‌ସନ୍‌ ସହ ଏକ ବାଇକ୍‌ ଜବତ କରିଛି। ଏହି ବେଆଇନ କାରବାର ସହିତ ଜଡ଼ିତ ୨ ଜଣ ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିନୋଦ ସାହୁ ଓ ବିଜୟ କୁମାର ପାତ୍ର। ନିଶା ବଟିକା କରାବାର ନେଇ…

ଅଳ୍ପକେ ବର୍ତ୍ତିଲେ ରଣବୀର, ଭିଡ଼ିଓ…

ମୁମ୍ବାଇ: ଆଜି ବଲିଉଡ଼ ଅଭିନେତା ରଣବୀର ସିଂହ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେ ନିଜ ଘରକୁ ଗାଡ଼ିରେ ଫେରୁଥିବା ବେଳେ ଗୋଟିଏ ବାଇକ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଯାହାଫଳରେ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଥିଲା। ଏହାପରେ ରଣବୀର ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣାରେ କ’ଣ କ୍ଷୟକ୍ଷତି…

ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସେକ୍ସ ଭିଡିଓ…

ଭୁବନେଶ୍ବର: ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଭୁବନେଶ୍ବର ସ୍ଥିତ ତାଙ୍କ ଘର ନିକଟରୁ ଆଜି ଅପରାହ୍ଣରେ କେନ୍ଦୁଝର ପୁଲିସ ଉଠାଇ ନେଇଥିଲା। ଏପରିକି ତାଙ୍କ ଫୋନ୍‌ ମଧ୍ୟ ଛଡ଼ାଇ ନେଇଥିଲା ପୁଲିସ। ଏ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗଣମାଧ୍ୟମରେ ନୂଆ ତଥ୍ୟ ଆସିଛି। ପୁଲିସ ପକ୍ଷରୁ କୌଣସି ସୂଚନା ମିଳି ନଥିଲେ…

କଟକ ସହରରୁ ୧୧୨ କରୋନା ପଜିଟିଭ୍‌ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୫୯ ଜଣ ଓ ସ୍ଥାନୀୟ ଅଂଚଳରୁ ୫୩ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୮ ଜଣ କରୋନା…

ପାରିବାରିକ କଳହରୁ ଭାଇକୁ ହତ୍ୟା କଲା ଭାଇ

ଚଣ୍ଡିଖୋଲ: ପାରିବାରିକ କଳହରୁ ଭାଇ ନିଜ ଭାଇକୁ ହତ୍ୟା କରିଛି । ମୃତ ଯୁବକ ଜଣକ ହେଲେ ଉତ୍ସବ ସେଠି। ଏହି ଘଟଣାଟି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବନମାଳୀପୁର ଅଞ୍ଚଳରେ ଘଟିଛି । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୁଲିସ ତଦନ୍ତ କରି ଥିବା ବେଳେ ପୁଲିସ ଏ ହତ୍ୟାକାଣ୍ଡରେ ଉତ୍ସବଙ୍କ…

ପାକିସ୍ତାନ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ: ଭାରତକୁ ଆତଙ୍କିତ କରି ରଖିବା ପାଇଁ ପାକିସ୍ତାନ ଅନେକ ସମୟ ଚେଷ୍ଠା କରିଥାଏ । ସେ ଅନେକ ସମୟରେ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ମଧ୍ୟ ପଠାଇ ଥାଏ । ତେବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ଆଜି ସୂଚନା ଦେଇଛନ୍ତି ପାକିସ୍ତାନ ଶୀତ ଆସିବା ପୂର୍ବରୁ ଆତଙ୍କବାଦୀ ଓ…

ଅଭିନେତା ବିବେକ ଓବରଏଙ୍କ ଘରେ ପୁଲିସ…

ମୁମ୍ବାଇ: ବଲିଉଡ଼ରେ ଡ୍ରଗ୍ସର ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି । ଏନସିବି ଅନେକ କଳାକାରଙ୍କୁ ସମନ ପଠେଇ ସାରିଛନ୍ତି ଓ ପଚରା ଉଚରା ମଧ୍ୟ କରିଛନ୍ତି । ତେବେ ଅଭିନେତା ବିବେକ ଓବେରୟଙ୍କ ମୁମ୍ବାଇସ୍ଥିତ ଘରେ ବେଙ୍ଗାଲୁରୁ ପୁଲିସର ଦୁଇଜଣ ଇନ୍ସପେକ୍ଟର ଚଢ଼ାଉ କରିଛନ୍ତି। ଏହି ଚଢ଼ାଉ ବିବେକ ଓବରଏଙ୍କ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରି ନ ଥିଲେ ଓ ଗଣମାଧ୍ୟମକୁ ମିଛ ଫଟୋ ତଥା ଭିଡିଓ ଦିଆଯାଇଛି ବୋଲି ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓଟିଭିରେ ଗତକାଲି ଠାରୁ ଏକ ଖବର ପ୍ରସାରଣ ହୋଇଆସୁଛି। ତେବେ ଏ ନେଇ ଆଜି ରାଜ ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ମିଛ…

ହାରୁଛି କରୋନା, ସମ୍ କୋଭିଡ…

ଭୁବନେଶ୍ୱର: ପୁଣି ପରାସ୍ତ ହେଲା କରୋନା । ସମ୍‌ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୮୪ ବର୍ଷୀୟା ବୃଦ୍ଧା । ପୁରୁଣା ଭୁବନେଶ୍ୱର ଅଂଚଳର ଶୈଳବାଳା ଦାସ ଗୁରୁବାର ଦିନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କର ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହିଥିବା…

ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର…

ଭୁବନେଶ୍ୱର: ଦେଶର ଉଦ୍ୟୋଗ ସମୂହ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଗୁରୁବାର ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ଆୟୋଜିତ ‘ଆତ୍ମନିର୍ଭର ଭାରତ’ ଇ-ସମ୍ମିଳନୀରେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…