Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

କଟକ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ଚଳିତ ବର୍ଷ ୨୧, ୪୮୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ। ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ୍ ୧୫, ୨୪୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମାତ୍ର ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ହାସଲ କରିନାହାଁନ୍ତି।

ଏ-୨ ଗ୍ରେଡରେ ୧୦ ଜଣ ପାସ୍ କରିଥିବାବେଳେ ବି-୧ ଗ୍ରେଡରେ ୧୯୫, ବି-୨ଗ୍ରେଡରେ ୯୩୦, ସି-ଗ୍ରେଡରେ ୧୯୦୨, ଡି-ଗ୍ରେଡରେ ୩୧୪୦, ଇ-ଗ୍ରେଡରେ ୯୦୬୭ ଓ ଏଫ୍ ଗ୍ରେଡରେ ୬୨୧୮ ଜଣ ପିଲା ପାସ କରିଛନ୍ତି।

Comments are closed.