Odisha Link
Bridging the Missing Links in Odisha
Daily Archives

October 28, 2020

ତିର୍ତ୍ତୋଲରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ…

ତିର୍ତ୍ତୋଲ: ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ଭର୍ଚୁଆଲ ପ୍ରଚାର କରିଛନ୍ତି। ଏହି ଭର୍ଚୁଆଲ ପ୍ରଚାର ମାଧ୍ୟମରେ ତିର୍ତ୍ତୋଲବାସୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ।…

ରାଜଧାନୀରେ କମୁଛି ସଂକ୍ରମଣ, ଖାଲି ପଡିଛି…

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ୱରର ବିଭିନ୍ନ ହସ୍ପି‌ଟାଲ ଗୁଡ଼ିକରେ ୧୦୦ରୁ ଅଧିକ ଆସିୟୁ ବେଡ୍‌ ଖାଲି ରହିଛି। ଦୈନିକ ୩୦ରୁ ୩୫ ରୋଗୀଙ୍କୁ ଫାଭିପାରାଭିର୍‌ ନିଆଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର…

ବ୍ଲକ ଅଫିସ୍‌ ଭିତରେ ମହିଳାଙ୍କ ମାରପିଟ୍,…

ଭଦ୍ରକ: ଭଦ୍ରକ ବନ୍ତ ବ୍ଲକ ଅଫିସ୍ ଭିତରେ ପଶି ମାରପିଟ୍ କରିଛନ୍ତି ମହିଳା ମହାସଂଘ ସଦସ୍ୟା। ୨୦ରୁ ଅଧିକ ମହିଳା ସଦସ୍ୟା ବ୍ଲକ ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ମହାସଂଘ ସଦସ୍ୟାଙ୍କ ମାଡରେ ୨ ଜଣ ବ୍ଲକ କର୍ମଚାରୀ ଓ ୪ ପୋଲିସ ଆହତ ହୋଇଛନ୍ତି। ଗୁରୁତର…

ପୁଣି ବଢ଼ିଲା ଆନ୍ତର୍ଜାତିକ ବିମାନ ଚଳାଚଳ…

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁଣି ଆନ୍ତର୍ଜାତିକ ବିମାନ ଚଳାଚଳ ନିଷେଧାଦେଶ ଅବଧିକୁ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ଜାରି ହୋଇଥିବା ନିଷେଧାଦେଶ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଆଜି ବେସାମରିକ ବିମାନ ଚଳାଚଳ…

ଆସନ୍ତା ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ବର: ଆସନ୍ତା ପହିଲାରୁ ହେବ ଖରିଫ ଧାନ ସଂଗ୍ରହ। ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଖରିଫ ଧାନ ସଂଗ୍ରହ ହେବ। ୨୦୨୦-୨୧ ଖରିଫ ଧାନ ସଂଗ୍ରହକୁ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ବୈଠକରେ ସବୁ ଜିଲ୍ଲାର…

ନଭେମ୍ବର ୨ରୁ କଟକରେ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ନଭେମ୍ବର ୨ରୁ କଟକରେ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ। ସିଏମସିର ୨୫ଟି ଓ୍ବାର୍ଡରେ ଥିବା ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକୁ ଚିହ୍ନଟ କରାଯାଇଛି। ଉକ୍ତ ଓ୍ବାର୍ଡଗୁଡିକର ଅତି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବିଭିନ୍ନ ବର୍ଗର ଲୋକଙ୍କଠାରୁ ନମୂନା ସଂଗ୍ରହ କରିବେ ସର୍ଭେ ଟିମ୍‌ । ସେରୋ…

ବାଲେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ଚାଲିଛି ବିଜେଡିର ମିଶ୍ରଣ ପର୍ବ। ବାଲେଶ୍ୱରରେ ବିଜେଡି ମିଶ୍ରଣ ପର୍ବ ହୋଇଛି। ବିଜେପି ଛାଡ଼ି ଆଜି ବିଜେଡିରେ ଯୋଗଦେଇଛନ୍ତି ଘରୋଇ ବସ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ବିହାରୀ ଦାସ। ନରେନ୍ଦ୍ରଙ୍କ ସମେତ ଶତାଧିକ ସମର୍ଥକ ଆଜି ବିଜେଡିରେରେ ସାମିଲ ହୋଇଛନ୍ତି। ମିଶ୍ରଣ…

ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍‌…

ପାଟନା: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ମତଦାନ କେନ୍ଦ୍ରରେ ଲୋକେ ଭୋଟ ଦେବା ପାଇଁ ଆସିଛନ୍ତି। ମତଦାନ ଦେବା ପାଇଁ ବିଭିନ୍ନ ନେତା ମନ୍ତ୍ରୀ ଅପିଲ କରୁଥିବା ବେଳେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ମତଦାନ ଦେବା ପାଇଁ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି…

ସମୁଦ୍ରରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ…

ପୁରୀ : ଗତ କାଲି ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଠାବ କରାଯାଇଛି । ଦିନ ୧୧ ଟାରୁ ମୃତ ଦେହ ଠାବ ହୋଇଥିଲେ ମଧ୍ୟ ଉଦ୍ଧାର ହୋଇପାରୁ  ନାହିଁ । ସମୁଦ୍ରରେ ମୃତଦେହ ୧୦ କିମି ଦୂରକୁ ଚାଲିଯାଇଥିବାରୁ ଉଦ୍ଧାରରେ ସମସ୍ୟା ହେଉଛି । ସୂଚନା ଅନୁସାରେ, ଗାଧୋଇବା ବେଳେ…

ଦେହଜୀବୀଙ୍କୁ ମିଳିବ ରାସନ

ଭୁବନେଶ୍ବର: ଏଣିକି ଦେହଜୀବୀଙ୍କୁ ଶୁଖିଲା ରାସନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। କରୋନା ସମୟରେ ଦେହଜୀବୀମାନେ ବହୁ ଅଭାବ ଅନାଟନରେ ଜୀବନ ବିତାଇଛନ୍ତି। ପରିସ୍ଥିତିରେ ବି ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ତେଣୁ…