Odisha Link
Bridging the Missing Links in Odisha
Daily Archives

November 29, 2020

ବିଧାନସଭା: ଅତିରିକ୍ତ ବ୍ୟୟ ମଞ୍ଜୁରୀ…

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍। ୧୧ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଏହି ବିଲ୍‌ର ଆଲୋଚନାରେ ବିଜେପି ଦଳ ସଦସ୍ୟ ଭାଗ ନେଲେ ନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ।…

ସରିଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କରୋନା କଟକଣା ଭିତରେ ମାତ୍ର ୧୦ ଦିନରେ ସରିଲା ବିଧାନସଭା ଶୀତ ଅଧିବେଶନ। ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ଅନିର୍ଦ୍ଦିଷ୍ଟ କାଳ…

ଶିବସେନାରେ ଯୋଗ ଦେବେ ଉର୍ମିଲା!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଗତକାଲି ଶିବସେନାରେ ଯୋଗ ଦେଇପାରନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିଲ ଉର୍ମିଲା। କିନ୍ତୁ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଯାହା ପରେ ସେ ସେପ୍ଟେମ୍ବର, ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।…

କ୍ରିକେଟରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ

କରାଚୀ: ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବାବର୍ ଆଜମଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ। ଜଣେ ମହିଳା ବାବର୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଦୀର୍ଘ ୧୦ ବର୍ଷ ଧରି ବାବର୍‌ ତାଙ୍କୁ ଯୌନ ଶୋଷଣ କରିଥିବା ମହିଳା ଆରୋପ ଲଗାଇଛନ୍ତି। ମହିଳା ଜଣକ ଏକ ସାମ୍ବାଦିନ ସମ୍ମିଳନୀ କରି କ୍ରିକେଟର…

ଲାଣ୍ଡମାଇନ ବିସ୍ପୋରଣ: ଜଣେ ଯବାନ ସହୀଦ,…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର ତାଡମେଟଲା ନିକଟରେ ମାଓବାଦୀଙ୍କ ଦ୍ୱାରା ଲାଣ୍ଡମାଇନ ବିସ୍ପୋରଣ କରାଯାଇଛିା ଲାଣ୍ଡମାଇନ ବିସ୍ପୋରଣରେ ଜଣେ ଯବାନ ସହୀଦ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ସୁକୁମା ଜିଲ୍ଲା ଗୁର୍କାପାଲର ୨୦୬ କୋବ୍ରା…

କଟକରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ: ନକଲି ଖାଦ୍ୟ ସାମଗ୍ରୀ ପେଣ୍ଠସ୍ଥଳ ପାଲଟିଛି କଟକ। ଗତ କିଛି ଦିନ ମଧ୍ୟରେ କଟକରେ ବହୁ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ କରାଯାଇଛି। ଆଜି ବୟାଳିଶ ମୌଜା ଶ୍ରୀରାମବଜାର ଅଞ୍ଚଳରୁ ପୁଲିସ ଦ୍ୱାରା ନକଲି ଘିଅ କାରଖାନା ଠାବ ହୋଇଛି। ବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ…

ତୀର୍ଥଯାତ୍ରୀଙ୍କୁ କାର୍ତ୍ତିକ…

ହରିଦ୍ୱାର: ତୀର୍ଥଯାତ୍ରୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ ହରିଦ୍ୱାର ମନା। ଗଙ୍ଗା ସ୍ନାନ ପାଇଁ ରବିବାର ଓ ସୋମବାର ଦିନ ହରିଦ୍ୱାର ସୀମା ସିଲ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପବିତ୍ର ଗଙ୍ଗା ସ୍ନାନ ପାଇଁ ହରିଦ୍ୱାରରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। କିନ୍ତୁ ଏଥର ହରିଦ୍ୱାରରେ…

ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ପବନ ବଂଶଲ ହୋଇଛନ୍ତି ଏଆଇସିସିର କୋଷାଧ୍ୟକ୍ଷ।ଶନିବାର ଦିନ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ପବନ ବଂଶଲ ପେଶାରେ ଜଣେ ଓକିଲ। ଚଣ୍ଡିଗଡ ଲୋକସଭା ଆସନରୁ ସେ ଚାରି ଥର ନିର୍ବାଚିତ ହୋଇଛନ୍ତି। ୟୁପିଏ ସରକାରରେ ସେ ରେଳ…

କୋହିନୂର ପଞ୍ଜିକାର ଜନକ ଅନିମୂଲ…

ଭୁବନେଶ୍ବର: ଓଡ଼ିଶାରେ ପ୍ରଚଳିତ ପର୍ବ ପର୍ବାଣି ଓ ଅନ୍ୟ ଧାର୍ମିକ ତିଥି ଜାଣିବା ପାଇଁ ପ୍ରାୟ ସମସ୍ତେ ପାଞ୍ଜିକାର ବ୍ୟବହାର କରିଥାନ୍ତି। ପାଞ୍ଜିକା ଦେଖି ପ୍ରାୟ ସମସ୍ତେ ଶୁଭ କାର୍ଯ୍ୟ କରିଥାଆନ୍ତି। ଆଜିର ସମୟରେ ବହୁ ପଞ୍ଜିକା ବଜାରରେ ମିଳୁଛି। ହେଲେ କୋହେନୂର ପଞ୍ଜିକା ଓ ରାଶିଫଳ' ନାମତ ଶୁଣିଥିବେ…

ଓଡ଼ିଶା ଟେଲିକମ୍ ବଜାରରେ ଜିଓର ରାଜସ୍ୱ…

ଭୁବନେଶ୍ୱର: ସବୁଠୁ ପସନ୍ଦର ଟେଲିକମ୍ କଂପାନି ଭାବେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୧.୮% ବଜାର ଅଂଶ ହାସଲ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ…