Odisha Link
Bridging the Missing Links in Odisha
Daily Archives

November 29, 2020

ଏଣିକି ହ୍ବାଟସଆପ ଜରିଆରେ ବୁକ୍‌ କରି ହେବ…

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଗ୍ୟାସର ହୋମ‌ଡେଲିଭରି ବ୍ୟବସ୍ଥା ନଭେମ୍ବର ୧ରୁ ବଦଳି ଯାଇଛି। ବିନା ଓଟିପିରେ ଏଲପିଜି ସିଲିଣ୍ଡର ଡେଲିଭରି ହେବ ନାହିଁ। ଏଣିକି ଗ୍ରାହକମାନେ ହ୍ବାଟସଆପ ଜରିଆରେ ବି ସିଲିଣ୍ଡର ବୁକିଂ କରିପାରିବେ। ୧. ଯଦି ଆପଣ ଜଣେ ଇଣ୍ଡେନ୍ ଗ୍ରାହକ, ତେବେ ଆପଣ ନୂତନ ନମ୍ବର…

ଭୁବନେଶ୍ୱର ଏମ୍ସରେ ମେଡିକାଲ ପାଠ୍ୟକ୍ରମ…

ଭୁବନେଶ୍ୱର: ଭୁବନେଶ୍ୱତ ସ୍ଥିତ ଏମ୍ସ ମେଡିକାଲ କଲେଜରେ ଚଳିତ ବର୍ଷ ଏମବିବିଏସ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୧୦୦ରୁ ୧୨୫କୁ, ନର୍ସିଂ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୬୦ରୁ ୭୫କୁ ଏବଂ ପାରାମେଡିକାଲ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୩୫ରୁ ୪୬କୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି…

ଡିସେମ୍ବର ମାସରେ ୧୪ ଦିନ ପାଇଁ ବନ୍ଦ…

ନୂଆଦିଲ୍ଲୀ: ସାଧାରଣତଃ ବ୍ୟାଙ୍କଗୁଡିକ ପ୍ରତ୍ୟେକ ମାସର ରବିବାର ଓ ଦ୍ୱିତୀୟ ଶନିବାରରେ ବନ୍ଦ ରହିଥାଏ। ଏହା ବ୍ୟତୀତ କୌଣସି ପର୍ବପର୍ବାଣୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ କରାଯାଏ। ମାତ୍ର ଡିସେମ୍ବର ମାସରେ ବ୍ୟାଙ୍କ୍‌ ୧୪ ଦିନ ବନ୍ଦ ରହିବ। ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି…

ରାଜ୍ୟରେ ୧୨ଟି ସହରର ତାପମାତ୍ରା ୧୫°…

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ୧୨ଟି ସହରର ତାପମାତ୍ରା ୧୫° ତଳେ ରହିଛି। ରାଜ୍ୟରେ ସୋନପୁର ଜିଲାରେ ସର୍ବାଧିକ ଶୀତ ପଡୁଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତରାତିରେ ସୋନପୁର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫୁଲବାଣୀ ଓ…

ଡାଲିରେ ରିହାତି ଦେବେ ସରକାର!

ନୂଆଦିଲ୍ଲୀ : ଆଗାମୀ ଦିନରେ ହ୍ରାସ ପାଇପାରେ ଡାଲି ଦର। ଡାଲି ଦର କାମ କରିବାକୁ ସରକାର ଓପନ ମାର୍କେଟ ସେଲ ସ୍କିମରେ ରିହାତି ଦେଇପାରନ୍ତି। ସୂତ୍ର ଅନୁଯାୟୀ, ପ୍ରାଇସ ମନିଟରିଂ କମିଟି ଡାଲି ଦର କିଲୋ ପ୍ରତି ୧୦ ରୁ ୧୫ ଟଙ୍କା ରିହାତି ଦେବାକୁ ସୁପାରିଶ କରିଛି। ଏଥିପାଇଁ ସରକାର ୨୦ ଲକ୍ଷ ଟନର ବଫର ଷ୍ଟକ…

ସମସ୍ତ ରେଳ ଷ୍ଟେସନରେ ମିଳିବ ମଟକା ଚା’:…

ନୂଆଦିଲ୍ଲୀ : ପ୍ଲାଷ୍ଟିକ ମୁକ୍ତ ଭାରତ ଗଢିତୋଳିବା ପାଇଁ ସରକାର ବିଭିନ୍ନ ପହକ୍ଷେପ ନେଉଛନ୍ତି। ଏହି ଦିଗରେ ଆଉ ପାଦେ ଆଗେଇ ଭାରତୀୟ ରେଳବାଇ ବିଭାଗ। ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍‌ ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ଯେ, ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ୍‌ ବଦଳରେ ଏଣିକି…

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୮ ବଖରା ଘର

ଆନନ୍ଦପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୮ ବଖରା ଘର। ଏଥିସହ ୭ଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ବ୍ଲକ ଦୁଡୁଗାଁରେ। ଏହି ଅଗ୍ନିକାଣ୍ଡରେ ୧୦ ପରିବାର ୧୮ ବଖରା ଘର ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ରମାକାନ୍ତ ଦାସଙ୍କ ୪ ବଖରା, ଗୟାଧର ଦାସଙ୍କ ୨ ବଖରା,…

ପ୍ରଦୀପଙ୍କୁ ବହିଷ୍କାର ଓ ଭାବୀ…

ଭୁବନେଶ୍ୱର: ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ କରାଯାଇଛି। ବହିଷ୍କୃତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ। ଜନବିରୋଧୀ କାର୍ଯ୍ୟ କ’ଣ? ବୋଲି ସ୍ତ୍ରୀ ସୁଜାତା ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ…

କାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ଆସନ୍ତା କାଲି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ନଭେମ୍ୱର ୩୦ ରେ ପଡୁଛି ଏହି ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ ହେଲି କୁହାଯାଉଛି। ଜ୍ୟୋର୍ତିବିତ୍‌ଙ୍କ କହିବା ମୁତାବକ, ଏହି ଚନ୍ଦ୍ର ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷେତ୍ରରେ ଲାଗିବ। ଚନ୍ଦ୍ର ଗ୍ରହଣର ପ୍ରଭାବ…

୨ୟ ଦିନିକିଆ ହାରିଲା ଭାରତ, ସିରିଜ୍…

ସିଡନୀ: ୨ୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୫୧ ରନରେ ପରାସ୍ତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍ ପରି ଦ୍ଵିତୀୟ ମୁକାବିଲାରେ ମଧ୍ୟ ଭାରତୀୟ ଦଳ ସବୁ ବିଭାଗରେ ନିରାଶଜନକ ପ୍ରଦର୍ଶନ କରିଛି। ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ କବ୍‌ଜା କରିଛି। ଆଉ ଗୋଟିଏ ମ୍ୟାଚ୍…