Odisha Link
Bridging the Missing Links in Odisha
Daily Archives

December 5, 2020

କରୋନା: ରାଜଧାନୀରୁ ୩୪ଜଣ ଆକ୍ରାନ୍ତ…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂଖ୍ୟା। ଆଜି ଭୁବନେଶ୍ବରରେ ୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୬ ରହିଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୨୮ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ରୁ ଚନ୍ଦ୍ରଶେଖରପୁର ୨, ନୀଳାଦ୍ରିବିହାର ୨…

ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି…

ନୂଆଦିଲ୍ଲୀ: ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ଶନିବାର ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ ଖଣିଜ ଏବଂ ପଦାର୍ଥ ପ୍ରାଧୋଗିକ ସଂସ୍ଥା, ଭୁବନେଶ୍ୱର (ସିଏସଆଇଆର-ଆଇଏମଏମଟି) ପକ୍ଷରୁ ଆୟୋଜିତ ଷଷ୍ଠ ଭାରତ ଆନ୍ତର୍ଜାତିକ…

ଭାରତ ବନ୍ଦ ଡ଼ାକରାକୁ ରାଜ୍ୟ କଂଗ୍ରେସର…

ଭୁବନେଶ୍ୱର: କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଡିସେମ୍ବର ୮ ତାରିଖ  ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଥିବା ଘୋଷଣା କରିଛି। କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ, କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ…

ଯୁବରାଜଙ୍କ ବାପାଙ୍କ ବିବାଦୀୟ ବୟାନ, ଜୋର…

ନୂଆଦିଲ୍ଲୀ: ଦେଶରେ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ ସମର୍ଥନ କରିବା ସହ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ୟୋଗରାଜ ସିଂହ ଚାଷୀ ଆନ୍ଦୋଳନ ସମୟରେ ଭାଷଣ ଦେବା ବେଳେ ହିନ୍ଦୁମାନଙ୍କ ବିଷୟରେ ଏମିତି ଟିପ୍ପଣୀ…

ଚଳନ୍ତା କାରରେ ଲାଗିଲା ନିଆଁ

ଆଠଗଡ଼: କଟକ ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ସରଦୋଳା ନିକଟରେ ଏକ କାର୍‌ରେ ନିଆଁ ଲାଗି ଯାଇଛି। ସୋରରୁ କଟକ ଆସୁଥିବା ବେଳେ ସରଦଳା ନିକଟରେ କାରଟିରେ ନିଆଁ ଲାଗିଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଏକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରିବା ପରେ କାରଟିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବ…

ଏଣିକି ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍…

ଭୁବନେଶ୍ଵର: ଏଣିକି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧିନଥିବେ ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡ଼ାକଡ଼ି ପାଳନ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧୀକରଣ(ଏସଟିଏ) ପକ୍ଷରୁ ଆଜି ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।…

କରୋନା କଟକଣା ନ ମାନିବାରୁ ଏଭଳି…

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିଙ୍ଗ ଜଙ୍ଗ ଉନଙ୍କ ନିର୍ଦ୍ଦୟ ଓ କଠୋର ଶାସନ ସାରା ବିଶ୍ୱକୁ ଜଣା। ଏବେ ପୁଣି ଥରେ କିମଙ୍କ କଠୋର ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା। ଉତ୍ତର କୋରିଆରେ ଜଣେ ବ୍ୟକ୍ତି କରୋନା ନିୟମ ଭାଙ୍ଗିବାରୁ ତାଙ୍କୁ ଗୁଳି କରି ମାରିଦିଆଯିବା ଘଟଣା ସାମ୍ନାକୁ ଆସିଛି।…

ତମାଖୁ ସେବନକାରୀଙ୍କୁ ମିଳିବନି ସରକାରୀ…

ଝାଡଖଣ୍ଡ: ଆପଣ ତମାଖୁ ସେବନ କରୁଛନ୍ତି କି? ତେବେ ସାବଧାନ ହୋଇ ଯାଆନ୍ତୁ। ଏଣିକି ତମାଖୁ ସେବନକାରୀଙ୍କୁ ମିଳିବନି ସରକାରୀ ଚାକିରୀ। ଝାଡଖଣ୍ଡ ସରକାର ସରକାରୀ ଚାକିରୀ ପାଇଁ ଆଶାୟୀ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ। ଝାଡଖଣ୍ଡ ସରକାର କହିଛନ୍ତି ଯେ, ସରକାରୀ ଚାକିରୀ ପାଇଁ…

ଆକାଶ ପାଠକଙ୍କ ବାହାଘରରେ ଖର୍ଚ୍ଚ…

ଭୁବନେଶ୍ୱର: ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ ଏସଆଇଟି। ଏହି ରିମାଣ୍ଡ ସମୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଅଭୟକାନ୍ତ ପୁଅ ଆକାଶ ପାଠକଙ୍କ…

ଷଣ୍ଢକୁ ଧକ୍କା ଦେଇ ହୁତୁହୁତୁ ହୋଇ…

ସାଲେପୁର: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗି ଥାନା ହରିଅନ୍ତା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଷଣ୍ଢକୁ ଧକ୍କା ଦେବେ ପରେ ହୁତୁହୁତୁ ହୋଇ ଜଳିଗଲା କାର୍। କାରଟିରେ ଥିବା ୪ ଜଣ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ…