Odisha Link
Bridging the Missing Links in Odisha
Daily Archives

December 9, 2020

ଆତ୍ମହତ୍ୟା କଲେ ଭିଜେ ଚିତ୍ରା, ହୋଟେଲ୍…

ମୁମ୍ବାଇ: ଆତ୍ମହତ୍ୟା କରିଛନ୍ତି ଲୋକପ୍ରିୟ ତାମିଲ୍‌ ଅଭିନେତ୍ରୀ ଭିଜେ ଚିତ୍ରା। ବୁଧବାର ସକାଳେ ଚେନ୍ନାଇରେ ଥିବା ଏକ ହୋଟେଲ୍‌ ରୁମରୁ ତାଙ୍କ ମୃତଦେହ ମିଳିଛି। ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ତାଙ୍କ ମୃତ୍ୟୁ ବେଳକୁ ୨୮ ବର୍ଷ ବୟସ ହୋଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା…

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ: ରାଜ୍ୟରେ ଗତ କିଛି ଦିନ ହେବ ଭିଜିଲାନ୍ସ ଜୋରସୋରରେ ରେଡ୍ କରୁଛି। ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରର ଅଧିକରୀ ଧରାପଡିଛନ୍ତି। ବରଗଡ ଦହିତା ପଞ୍ଚାୟତ ପିଇଓଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି। ପରଗଡ…

ସୁନ୍ଦରୀ ପାଇଁ ଶିବରାଜଙ୍କ ଚିଠି

ଭୁବନେଶ୍ଵର: ସୁନ୍ଦରୀର ଯତ୍ନ ନେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଲାଗି ଶିବରାଜ ଚିଠିରେ ଅନୁରୋଧ କରିଛନ୍ତି। ଓଡ଼ିଶାରେ ବ୍ୟାଘ୍ର ସଂରକ୍ଷଣ…

ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା…

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜରିମନା କରାଯାଇଛି। ଫାଇନ୍‌ ଆଦାୟ କଲେ ପରିବହନ ଅଧିକାରୀ। ସ୍କୁଟି ଚାଳକ ନାବାଳକ ହୋଇଥିବା ବେଳେ, ବିନା ହେଲମେଟରେ ଅନ୍ୟଜଣକୁ ପଛରେ ବସାଇ ଯାଉଥିଲେ। ଟ୍ରାଫିକ ପୋଲିସ ଯାଞ୍ଚ ବେଳେ ଧରାପଡିଥିଲେ ଏହି ନାବାଳକ। ଫରେଷ୍ଟ ପାର୍କ ଅଞ୍ଚଳରେ…

କରୋନା: ରାଜ୍ୟରେ ଗଲା ୫ ଜୀବନ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କମିବାରେ ଲାଗିଛି କରୋନ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଂଟାରେ ରାଜ୍ୟରେ ୩ଟି ଜିଲ୍ଲାରୁ ଆଉ ୫ ଜଣ କରୋନାରେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୮୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୩୮୬…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୧୧୬୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୯ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୬୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ…

ହଁ ସତ୍ୟତା ଥିବ: ଅରୂପ

ଭୁବନେଶ୍ବର: ଆକାଶ ପାଠକଙ୍କ ସହ ଏହାଠି ଚାର୍ଟର ପ୍ଲେନରେ ଯାତ୍ରା ଅଭିଯୋଗ ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତାଙ୍କ ଆରୋପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ପ୍ରତିକ୍ରିୟା ରହିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ଅରୂପ କହିଛନ୍ତି ଯେ,ନିର୍ଦ୍ଦିଷ୍ଟ କେତେକ…

ଜଳିଗଲା ଚଳନ୍ତା ଟ୍ରକ୍‌

ବଲାଙ୍ଗିର: ଆଗ ଚକ ଫାଟିଯିବାରୁ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏମିତି ଏକ ଘଟଣା ଘଟିଛି ଖମାର ମୁଣ୍ଡା ଛକରେ। ପ୍ରକାଶ ଯେ, ବରଗଡରୁ ବଲାଙ୍ଗୀର ଆସୁଥିବା ଖମାର ମୁଣ୍ଡା ଛକରେ ଡାଲି ବୋଝେଇ ଟ୍ରକ୍ ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡ ଫଳରେ ଟ୍ରକ୍ ଟି…

ଖବରକାଗଜ ପିଡିଏଫ୍ ବିତରଣ ବେଆଇନ

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଖବରକାଗଜ ଶିଳ୍ପ ଜଗତ କ୍ଷତି ହେଉଛି। ଏପରିକି ଲକ୍‌ଡାଉନ୍‌ ମଧ୍ୟରେ ସୋସିଆଲ ଘୁରି ବୁଲୁଛି ଖବରକାଗଜର ପିଡିଏଫ୍‌। କରୋନା ସମୟରେ ହ୍ବାଟସଅପ୍‌ ଗ୍ରୁପରେ ଦୈନିକ ଖବରକାଗଜ ପିଡଏଫ୍‌ ଫାଇଲ ବହୁଳ ପରିମାଣରେ ସେୟାର ହେବାରେ ଲାଗିଛି। ବର୍ତ୍ତମାନ ପାଠକ ମାନେ ଏହାକୁ…

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ପ୍ରଥମ…

ଭୁବନେଶ୍ୱର: ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ରାଜଧାନୀ ଦିଲ୍ଲୀ ଓ ୨୮ ରାଜ୍ୟର ୪୦ ସହରରେ ହୋଇଥିବା ସର୍ଭେରେ ଓଡ଼ିଶା ଶୀର୍ଷରେ ରହିଛି। ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଓଡ଼ିଶା ୧୦୦ ମାର୍କରୁ ୫୬.୮୬ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି ।…