Odisha Link
Bridging the Missing Links in Odisha
Daily Archives

December 9, 2020

WHOର ନୂଆ ସିଇଓ ହେଲେ ଅନିଲ ସୋନୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତୀୟ ନାଗରିକ ଅନିଲ ସୋନୀଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତ କରିଛି। ଅନିଲ ସୋନୀ ଜାନୁଆରୀ ୧ରୁ ନିଜ କାର୍ଯ୍ୟଭାର ଗ୍ରହଣ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ନିଯୁକ୍ତି ସହ ବୈଶ୍ୱିକ ଫଣ୍ଡ୍ ସଂଗ୍ରହ ବାବଦରେ ମଧ୍ୟ ଘୋଷଣା କରିଛି।…

ଆଜି ରାଜ୍ୟ କ୍ୟାବିନେଟ୍‌ର…

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକ ସଂଧ୍ୟା ୬ଟା ୪୫ରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ବୈଠକରେ ପ୍ରାୟ ୧୦ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର। ସ୍ବାସ୍ଥ୍ୟ ଓ ପଞ୍ଚାୟତିରାଜ ବିଭାଗର ପ୍ରସ୍ତାବକୁ ମିଳିପାରେ ମଞ୍ଜୁରି, ଜଳସଂପଦ ବିଭାଗର ବିଭିନ୍ନ…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କୀ…

ଶ୍ରୀନଗର: ଆଜି ସକାଳୁ ପୁଲଓ୍ବାମାର ଟିକେନ ଅଞ୍ଚଳରେ ଏକକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରେ ୨ ଆତଙ୍କବାଦୀ ନିପାତ ହୋଇଥିବା ନେଇ ଖବର ପ୍ରକାଶ ପାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ତେଣୁ ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ମଧ୍ୟ ଜାରି ରହିଛି। ଆତଙ୍କବାଦ ଦମନ ଅଭିଯାନରେ…

ଆଜିଠୁ ଇକୋ-ରିଟ୍ରିଟ୍, ଉଦଘାଟନ କରିବେ…

ଭୁବନେଶ୍ୱର: ଆଜି ୫ ଜିଲ୍ଲାରେ ଇକୋ ରିଟ୍ରିଟ୍‌ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୧.୩୦ରେ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିବେ। ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଯୋଗଦେବା ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌…

ଏହି ଷ୍ଟାର ଖେଳାଳିଙ୍କୁ ନିଜର…

ସିଡନୀ: ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ। ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ ପାଇଁ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ଏହା ପରେ ପାଣ୍ଡ୍ୟା କହିଛନ୍ତି ଯେ, ଦ୍ରୁତ ବୋଲର ଟି ନଟରାଜନ ନିଜର…