Odisha Link
Bridging the Missing Links in Odisha

ଆରମ୍ଭ ହେଲା ଅନ୍‌ଲାଇନ୍‌ କ୍ଲିନିକ ପଞ୍ଜୀକରଣ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଅନ୍‌ଲାଇନ୍‌ କ୍ଲିନିକ ପଞ୍ଜୀକରଣ। ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର।

ଫି ପୈଠ ସହ ଅନ୍‌ଲାଇନ୍‌ କ୍ଲିନିକ ପଞ୍ଜୀକରଣ ବ୍ୟବସ୍ଥା ଆଣିବାରେ ଓଡ଼ିଶା ହୋଇଛି ପ୍ରଥମ ରାଜ୍ୟ। ଜିଲ୍ଲାସ୍ତରରେ ଅନ୍‌ଲାଇନ ଆବେଦନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ୭୦ ଦିନ ମଧ୍ୟରେ ଆବେଦନର ବିଚାର କରି ପ୍ରମାଣପତ୍ର ଦିଆଯିବ ବୋଲି ସୂଚନା ମିଳିଛି।

Comments are closed.