Odisha Link
Bridging the Missing Links in Odisha
Daily Archives

December 18, 2020

ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ…

କଟକ: କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀର ଏକ ବନ୍ଦ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରେ ମାଆ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତଳେ ତାର ଝିଅ ପଡିଥିଲା । ଏନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଆଝିଅଙ୍କ ମୃତ୍ୟୁ ପଛର କାରଣ କଣ ଜଣାପଡିନି। ଦୁହେଁ…

ବିଡ଼ିପିଏଲ୍ ପକ୍ଷରୁ ବିଦ୍ୱାନ ମେଧାବୃତ୍ତି…

ବୌଦ୍ଧ: ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡର (ବିଡିପିଏଲ) ନିଜ ଫ୍ଲାଗ୍‌ସିପ୍ ମେଧାବୃତ୍ତି କାର୍ଯ୍ୟକ୍ରମ, ବିଦ୍ୱାନ ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏବଂ…

ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତ କରି ପ୍ରଥମ ଦିନରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ତଥା ସେଲ୍‌ର ବର୍ନପୁର ସ୍ଥିତ ଇସ୍କୋ ଇସ୍ପାତ କାରଖାନା ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କରିବା ସହ ବିଭାଗୀୟ ଅଫିସର ମାନଙ୍କ ସହ ପରିଚାଳନା…

କରୋନା: ରାଜ୍ୟରୁ ସୁସ୍ଥ ହେଲେ ୩୬୩…

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫ଟି ଜିଲ୍ଲାରୁ ୩୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୦, ୯୪୭କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆଜି ଟ୍ଵିଟ୍ ଯୋଗେ…

୩ରୁ ଖୋଲିବ ରାଜଧାନୀର ସବୁ ମନ୍ଦିର

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ପୁରୀରେ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ବରରେ ଲାଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ୩ ତାରିଖରେ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବାକୁ ବିଏମସିର ମଧ୍ୟ ଅନୁମତି ପ୍ରଦାନ କରିଛି। ତେବେ କରୋନା କଟକଣା ପାଇଁ ସାଧାରଣ ଦର୍ଶନ ଓ ଶ୍ରଦ୍ଧାଳୁଙ୍କ ଯାଆସ…

ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ…

ଭୁବନେଶ୍ଵର: ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଓଡ଼ିଆ କାର୍ଡ଼ ଖେଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇ ଉଭୟ ବିଜେପି ଓ କଂଗ୍ରେସକୁ କଲେ ଟାର୍ଗେଟ୍। କହିଲେ ଓଡ଼ିଶା ଅନନ୍ୟ ପରିଚୟର ସୁରକ୍ଷା ପାଇଁ ବିଜେଡି ହିଁ ଲଢ଼େଇ କରୁଛି। ଓଡ଼ିଶାର ଭାଷା,…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ…

ଭୁବନେଶ୍ଵର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ )ଲାଗୁ କରାଯାଇଛି। ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଲାଗିଲା ଏନ୍‌ଏସ୍‌ଏ। ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାମରେ ଏନ୍‌ଏସ୍‌ଏ ଲାଗୁ ପାଇଁ ନିର୍ଦେଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ…

ସ୍ୱାର୍ଥ ପାଇଁ ଚାଷୀଙ୍କୁ ମୋହରା…

ନୂଆଦିଲ୍ଲୀ: କୃଷି ଆଇନକୁ ସମର୍ଥନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। କୃଷି ଆଇନକୁ ନେଇ ବିରୋଧୀ ଅପପ୍ରଚାର କରୁଥିବାରୁ ଚାଷୀମାନେ ଆନ୍ଦୋଳନ କରୁଥିବା ସେ କହିଛନ୍ତି। ଏହା ସହିତ ଏବେ ଯେଉଁ କୃଷି ଆଇନ ଆସିଛି, ତା’ ଉପରେ…

ପିଶାଚ ପ୍ରେମିକ: ଗର୍ଭବତୀ ପ୍ରେମିକା…

ବରେଲୀ: ଗର୍ଭବତୀ ପ୍ରେମିକା ଉପରକୁ ଏସିଡ ମାଡ଼ କଲା ପ୍ରେମିକ। ଏଭଳି ଏକ ନୃଂଶସ ଓ ଅମାନବୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀ ଅଞ୍ଚଳରେ। ବିବାହକୁ ନେଇ ବଚସା ହେବାରୁ ୨୨ ବର୍ଷୀୟ ଗର୍ଭବତୀ ପ୍ରେମିକା ଉପରେ ଏସିଡ ମାଡ଼ କଲା ପ୍ରେମିକ। ଏସିଡ୍ ମାଡ଼ରେ ଗର୍ଭବତୀ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ…

SDJM କୋର୍ଟରେ ଅନୁଭବ

କଟକ: କଟକ ଏସଡିଜେଏମ କୋର୍ଟରେ ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ମାମଲାରେ ଅନୁଭବ କୋର୍ଟରେ ପହଞ୍ଚିଛନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ପକ୍ଷରୁ ଦାୟର ମାମଲାରେ ଅନୁଭବ କୋର୍ଟରେ ପହଞ୍ଚିଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି। ସୂଚନାଯୋଗ୍ୟ,…