Odisha Link
Bridging the Missing Links in Odisha

ଲଳିତ କଳା ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟ ଚାରୁ କଳା ପୁରଷ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହା ଲଳିତ କଳା ଏକାଡେମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ)ର ୩୯ ତମ ଚାରୁ କଳା ପୁରଷ୍କାର। ଏହି ତାଲିକାରେ ୮ଜଣଙ୍କ ନାଁ ସ୍ଥାନ ପାଇଛି ।

ସେମାନେ ହେଲେ ବିଶ୍ୱରଞ୍ଜନ କର, ସୁଧିରଞ୍ଜନ ମହାରଥୀ, ସୁଜିତ କୁମାର ସ୍ୱାଇଁ, ବିକାଶ ଚନ୍ଦ୍ର ସେନାପତି, ସୂର୍ଯ୍ୟକାନ୍ତ ସ୍ୱାଇଁ, ଅନୁପ କୁମାର ଚାନ୍ଦ, ଜ୍ୟୋତି ପ୍ରକାଶ ସେଠୀ, ପ୍ରମୋଦ କୁମାର ମହାରଣା ।

Comments are closed.