Odisha Link
Bridging the Missing Links in Odisha
Daily Archives

January 5, 2021

ପ୍ରତାପ ଜେନାଙ୍କୁ ଗିରଫ କରାଯାଉ:…

ସାଲେପୁର: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ଏହା ବିଜେଡି ପ୍ରସ୍ତୁତ ରାଜନୈତିକ ହିଂସା ସଂସ୍କୃତିର ସଦ୍ୟ ଉଦାହରଣ।…

ଆଖି ବୁଜିଲା ନନ୍ଦନକାନନର ‘ଆନିନୀ’

ଭୁବନେଶ୍ବର:  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରୀ ମଧ୍ୟରେ ରହିଥିବା ସାଧାରଣ ନାଲି ରଙ୍ଗ ବାଘୁଣୀ ’ଆନିନୀ’ର ଆଜି ମୃତ୍ୟୁ ହୋଇଛି।ଗତ ଏକ ମାସ ହେଲା ରକ୍ତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତି ହେଉଥିଲା । ତାକୁ ବଞ୍ଚାଇବାକୁ ତାର ଭାଇ କ୍ରିଷ୍ଣା ଦୁଇ ୟୁନିଟ୍ ରକ୍ତ ପ୍ରଦାନ କରିଥିଲା। ଯାହା…

କରୋନା: ୧୦ ଦିନ ଭିତରେ ଆରମ୍ଭ ହେବ…

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିଲା ଖୁସି ଖବର। ଆଗମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟିକାକରଣ। ସାରା ଦେଶରେ ଆଗାମୀ ୧୦ ଦିନ ଭିତରେ ଟିକାକରଣ କରାଯିବ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ ସଚିବ ରାଜେଶ ଭୂଷଣ। ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ ଉପଲବ୍ଧ ଟିକାଗୁଡ଼ିକ ଶରୀରରେ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ…

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଖୋଲିବା ସହ ହଷ୍ଟେଲ ଖୋଲିବାକୁ ମିଳିଛି ଅନୁମତି। ଅନୁମତି ମିଳିବା ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ…

ପରୀ ହତ୍ୟା ମାମଲା: ଅଭିଯୁକ୍ତ ନାବାଳକ…

ଭୁବନେଶ୍ବର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ। ନୟାଗଡ଼ ପକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ନାବାଳକ ବୋଲି ରାୟ ଦେଇଛନ୍ତି ପକ୍ସୋ କୋର୍ଟ। ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ…

ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ…

ନୂଆଦିଲ୍ଲୀ: ନୂଆ ସଂସଦ ନିର୍ମାଣ ପାଇଁ ରାସ୍ତା ପରିଷ୍କାର। ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ। ମୋଦୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି…

ରାଜରାସ୍ତାରେ ଟଙ୍କା ବିଡ଼ା

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ପଡ଼ିରହିଛି ଟଙ୍କା ବିଡ଼ା। ଭୁବନେଶ୍ବର ଗଙ୍ଗନଗର ରାସ୍ତା ଉପରେ ପଡ଼ିରହିଛି ୫ ଶହ ଟଙ୍କିଆ ବଣ୍ଡଲ୍। ରାସ୍ତା ଉପରେ ପଡିଛି ୩ ଗୋଟି ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ୍। ଏହି ନୋଟ୍‌ ବଣ୍ଡଲ୍ କାହାର ଏପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

ଛାତ୍ରଛାତ୍ରୀମାନଙ୍କ କୋଭିଡ ଟେଷ୍ଟ ପାଇଁ…

ଭୁବନେଶ୍ବର: ୮ ତାରିଖରେ ଖୋଲିବ ସ୍କୁଲ। ଏ ନେଇ ରାଜ୍ୟରେ ସମସ୍ତ ସ୍କୁଲରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ହେଲେ ଏହାରି ମଧ୍ୟରେ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପଢ଼ିବେ। ବିଶୋଧନ ଓ ପିଲାଙ୍କ…

ରାଜଧାନୀରେ ଟିକାକରଣ ପାଇଁ ୪୪ଟି ସ୍ଥାନ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଟିକାକରଣ ପାଇଁ ଚାଲିଛି ପ୍ରସ୍ତୁତି। ଟିକାକରଣ ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ବିଏମସି କମିସନର ଯେ, ଭୁବନେଶ୍ୱରରେ ଟିକାକରଣ ପାଇଁ ୪୪ଟି ସ୍ଥାନ ଚିହ୍ନଟ ହୋଇଛି। ଭୁବନେଶ୍ୱରର ୧୮ଟି ପ୍ରମୁଖ ହସ୍ପିଟାଲ ଟିକାକରଣ ପାଇଁ ଚିହ୍ନଟ…

୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର: ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍‌ପି, ଜଣେ ଡେପୁଟି କମାଣ୍ଡାଣ୍ଟ, ୨ ଜଣ ଖଣି ଅଧିକାରୀ ଓ ଜଣେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ରହିଛନ୍ତି।…