Odisha Link
Bridging the Missing Links in Odisha
Daily Archives

January 16, 2021

ଏଥର କିନ୍ନରଙ୍କୁ ମିଳିବ ପୋଲିସ ଚାକିରି

ବିହାର: କିନ୍ନର ମାନଙ୍କୁ ମିଳିବ ପୋଲିସ ବିଭାଗରେ ଚାକିରି। ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୁଶାସନ ବାବୁଙ୍କ ଘୋଷଣା ମୁତାବକ ଏଣିକି ବିହାରର ପୋଲିସ ବିଭାଗରେ କିନ୍ନର ମାନଙ୍କୁ ସିଧା ସଳଖ ନିଯୁକ୍ତି ଦିଆଯିବ। ସେମାନଙ୍କୁ ସିପାହୀ ଓ ଦାରୋଗା ପଦବୀରେ ନିଯୁକ୍ତି ମିଳବ ବୋଲି…

ପରଲୋକରେ ‘ବାଣୀଚିତ୍ର’ର ସଂପାଦକ…

ଭୁବନେଶ୍ବର: ଓଡ଼ିଶାର ଜଣାଶୁଣା ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ସଂପାଦକ ତଥା ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ପରୀକ୍ଷିତ ଜେନାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ପତ୍ରିକା ସମ୍ପାଦନା କରିବା ସହ ପରୀକ୍ଷିତ ଜେନା ‘ବାଣୀଚିତ୍ର’ ନାମରେ ଏକ ଚଳଚ୍ଚିତ୍ର ପୁରସ୍କାରର ମଧ୍ୟ…

କରୋନା ଟିକା: ଫିଡ୍‌ବ୍ୟାକ୍ ନେଲେ…

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ। ଓଡ଼ିଶାରେ ବି ଆଜି କରୋନା ଟିକାକରଣ ଆରମ୍ଭ ହୋଇଛି। ଆଜି ଦିନ ୧୧ଟା ୫ରେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି। ଦ୍ୱିତୀୟରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଟିକା…

ଓଡ଼ିଶାରେ ମୋଦି ଏକ ନମ୍ବର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପରେ ଓଡ଼ିଶାରେ ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ତାଲିକା ମୋଦିଙ୍କ ନାଁ ରହିଛି। ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାରେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦଭାବେ ଉଭା ହୋଇଛନ୍ତି। ଆଇଏଏନଏସ-ସିଭୋଟର ସର୍ଭେରେ ଓଡ଼ିଶାବସୀଙ୍କ ପ୍ରଥମ ପସନ୍ଦ ମୋଦୀ। ପ୍ରଧାନମନ୍ତ୍ରୀଭାବେ କେଉଁ ପ୍ରାର୍ଥୀ…

ଟିକା ପ୍ରସ୍ତୁତ କରି ବିଶ୍ୱ ସାମ୍ନାରେ…

ଭୁବନେଶ୍ୱର: କରୋନା ମହାମାରୀର ସଙ୍କଟକୁ ସୁଯୋଗରେ ପରିଣତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଅପାର ଶକ୍ତିର ପରିଚୟ ଦେଇଛି ତଥା ଆଞଗନିର୍ଭର ଭାରତର ସବୁଠୁ ବଡ଼ ଅଧ୍ୟାୟ ଲେଖିଛି ବୋଲି ଶନିବାର…

ଝାରପଡ଼ା ଜେଲରେ କଏଦୀ ମୃତ

ଭୁବନେଶ୍ବର: ଝାରପଡ଼ା ଜେଲରୁ ଜଣେ ବିଚାରାଧୀନ କଏଦୀ ମୃତ। ମୃତ କଏଦୀର ହେଲେ ରବି ଦୁଲାଲ୍। ତାଙ୍କୁ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ କରି ଜେଲରେ ରଖା ଯାଇଥିଲା। ସୂଚନା ଅନୁସାରେ,ଆଜି ସକାଳେ ରବି ପାଣି ଆଣିବାକୁ ଯିବା ସମୟରେ ତାଙ୍କର ମୁଣ୍ଡ ବାଡ଼େଇ ହୋଇ ଯାଇଥିଲା। ସେ ତଳେ ପଡ଼ି ଯାଇଥିଲେ।…

ନୟାଗଡ଼ ପରେ ଦେବଗଡ଼: ବାଲ୍ୟବିବାହ ମୁକ୍ତ…

ଭୁବନେଶ୍ବର: ବାଲ୍ୟବିବାହ ବିରୋଧରେ ରାଜ୍ୟବାପୀ ଚାଲିଥିବା ସଚେତନତା ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ପୂର୍ବରୁ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୪୧ଟି ଗାଁକୁ ପ୍ରଶାସନ ବାଲ୍ୟବିବାହ ମୁକ୍ତ ଘୋଷଣା କରିଥିବା ବେଳେ ଏହାଠାରୁ କେଇ ପାଦ ଆଗେଇ ଯାଇଛି ଦେବଗଡ଼। ଚଳିତ ସପ୍ତାହରେ ଦେବଗଡ଼ ଜିଲ୍ଲାପାଳ ଜିଲ୍ଲାର ୩୭୦…

ଘର କିଣୁଥିଲେ ସାବଧାନ: ଭୁବନେଶ୍ବରରେ…

ଭୁବନେଶ୍ବର : ଭୁବନେଶ୍ବରରେ ଘର କିଣୁଥିଲେ ସାବଧାନ। ଗୋଟିଏ ଫ୍ଲାଟକୁ ଦୁଇ ଜଣଙ୍କୁ ବିକ୍ରି କରୁଛନ୍ତି ବିଲଡର । ବ୍ୟାଙ୍କ୍ ମଧ୍ୟ ଉକ୍ତ ଫ୍ଲାଟ୍‌ ଉପରେ ୨ ଜଣ କ୍ରେତାଙ୍କୁ ଋଣ ମଞ୍ଜୁର କରିଛି। ଏହି ବିଷୟରେ ଉକ୍ତ ଫ୍ଲାଟର ଦୁଇ କ୍ରେତା ଜାଣିବା ପରେ ଜଣେ ଟଙ୍କା ଫେରସ୍ତ ପାଇଁ ଚାହୁଁଥିଲେ କିନ୍ତୁ ବିଲଡର…

ରାଜ୍ୟରେ କରୋନା: ୧୭୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୧୨୭ରେ ପହଞ୍ଚିଛି।…

ଆସୋଟେକ୍ ଲିମିଟେଡ୍‌ର ମାଲିକ ଗିରଫ,…

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ସୁନେଲି ସ୍ବପ୍ନ ଦେଖାଉଥିଲେ। ଗ୍ରାହକଙ୍କ ମନ ମୁତାବିକ ସ୍ବପ୍ନର ଘର ଦେଖାଉଥିଲେ। ପରେ ଗ୍ରାହକଙ୍କୁ ଠକୁଥିଲେ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ରିଅଲ ଇଷ୍ଟେଟ୍ ସଂସ୍ଥା ‘ଆସୋଟେକ’ର ନିର୍ଦ୍ଦେଶକ ସଞ୍ଜୀବ ଶ୍ରୀବାସ୍ତବଙ୍କ ନାମରେ। କେବଳ ସେତିକି ନୁହେଁ ଦିଲ୍ଲୀ ପୁଲିସର…