Odisha Link
Bridging the Missing Links in Odisha
Daily Archives

January 16, 2021

ଦିଅର ଓ ପୁତୁରା ଦ୍ବାରା ଦୁଷ୍କର୍ମର…

ରାଇରଙ୍ଗପୁର: ପୁଣି ଦୁଷ୍କର୍ମର ଶିକାର ହେଲେ ମହିଳା। ସମ୍ପର୍କକୀୟ ଦିଅର ଓ ପୁତୁରା ଦ୍ବାରା ମହିଳା ଦୁଷ୍କର୍ମର ଶିକାର ହେବା ଆଉ ଏକ ଲଜ୍ୟା ଜନକ ଘଟଣା। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।…

ସମ୍ବଲପୁରରେ ନକଲି ସର୍ଫ ଏକ୍ସେଲ ଗୋଦାମ…

ସମ୍ବଲପୁର: କଟକ ପରେ ଆଜି ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ଗୋଦାମ ଉପରେ ଚଢ଼ାଉ କରିଛି ପୋଲିସ। ଅଇଁଠାପାଲି ପୋଲିସ ବରେଇପାଲି ନୂଆପଡ଼ା ସ୍ଥିତ ନକଲି କାରଖାନା ଉପରେ ଚଢ଼ାଉ କରି ପାଖାପାଖି ୨୫୦୦୦ ପ୍ୟାକେଟ୍‌ ସର୍ଫ ଜବତ କରିଛି। ପ୍ରକାଶ ଯେ, ସମ୍ବଲପୁର ପୋଲିସ ନକଲି ସର୍ଫ ତିଆରି କରୁଥିବା ଆଶିଷ…

କରୋନା ଟିକା: ଓଡ଼ିଶାରେ ୮୧ ପ୍ରତିଶତ,…

ଭୁବନେଶ୍ବର: ଆଜିଠାରୁ ଦେଶସାର ଆରମ୍ଭ ହୋଇଛି ଟିକାକରଣ। ଟିକାକରଣ ପ୍ରଥମ ଦିନରେ ଓଡ଼ିଶାରେ ହୋଇଛି ୮୧ ପ୍ରତିଶତ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଓଡ଼ିଶାରେ ଟକାକରଣ…

ଇସ୍ପାତ୍ କ୍ଷେତ୍ର ଓ ଖଣି ପରିଚାଳନା ନେଇ…

ଝାଡ଼ଖଣ୍ଡ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦି ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ଝାଡ଼ଖଣ୍ଡ ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ସେହିପରି ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଝାଡଖଣ୍ଡ ରାଜ୍ୟର ୨୧ତମ…

କିମ୍‍ସରେ କୋଭିଡ୍‍-୧୯ ଟିକାଦାନ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ସାର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୋଭିଡ୍‍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ କିମ୍‍ସରେ ଆଜି ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ କିମ୍‍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍‍ସ ମେଡ଼ିକାଲ୍‍ କଲେଜର ଅଧ୍ୟକ୍ଷ ଓ କିମ୍‍ସ…

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ…

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଗାଁରୁ ଆସିଛି ଏକ ଦୁଃଖ ଦାୟକ ଖବର। ମେଡ଼ିକାଲରୁ ଶବକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଶେଷରେ ବାଇକରେ ବସାଇ ଘରକୁ ନେଲେ ପରିବାର ଲୋକେ। ପ୍ରକାଶ ଯେ, ଆଜି ସକାଳୁ ଜିରାବାଡ଼ି ଗ୍ରାମର ନୀଳ ମାଧବ ପ୍ରଧାନ ଚାହା ପିଇବା ପାଇଁ ବଜାରକୁ…

ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲା…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି। ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର ହେଉଥିଲେ ୫ଜଣିଆ ଡ଼କାୟତ ଦଳ। ସୂଚନା ପାଇ ଲୋଇସିଂହ ପୋଲିସ ଡ଼କାୟତ…

ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା

ମାଲକାନଗିର: ଆଜି ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିଛି। ସ୍ଥାୟୀତ୍ୱ ହେଲା ବିଏସ୍ଏଫ୍ କ୍ୟାମ୍ପ। ଘାଟିରେ ଲକ୍ଷ୍ୟ ଭେଦି ନକ୍ସଲ ଗଡ଼ରେ କ୍ୟାମ୍ପ ଗଢ଼ିଲେ ଯବାନ। ଲାଲଗଡ଼ରେ ସୁରକ୍ଷା ବାହିନୀର ବଡ଼ ସଫଳତା। ଘାଟି ମଣିଷର ସୁରକ୍ଷା ଲାଗି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି।…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ…

ଭୁବନେଶ୍ୱର: ଭାରତ ସ୍ୱାଧୀନ ହେବା ପରେ ଦେଶର ଅନ୍ୟତମ ବଡ ଅଭିଯାନ କୋଭିଡ଼-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ସାମିଲ ହୋଇଛି। ଏହି ମହାମାରୀକୁ ପ୍ରତିହିତ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍…

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ନିଶୁଳ୍କ ଜନଜାତି ଡିଜିଟାଲ ପତ୍ରିକା "ଆମ ଜନଜାତି"ର ଦ୍ବିତୀୟ ସଂସ୍କରଣ ଆଜି ମଧ୍ଯାହ୍ନରେ ଲୋକାର୍ପିତ ହୋଇଛି। ଉତ୍ତରଓଡ଼ିଶାର ଗଣପର୍ବ ମକର ସଂକ୍ରାନ୍ତି ତଥା ଟୁସୁ ପର୍ବ ପରିପ୍ରେକ୍ଷୀରେ ଦ୍ବିତୀୟ ସଂସ୍କରଣ ପ୍ରକାଶିତ ହୋଇଛି। ସାମ୍ପ୍ରତିକ କରୋନା ପରିସ୍ଥିତିକୁ…