Odisha Link
Bridging the Missing Links in Odisha
Daily Archives

January 17, 2021

୨୧ରୁ ବିନା ରିପୋର୍ଟରେ ଜଗା ଦର୍ଶନ

ପୁରୀ: ଆସନ୍ତା ୨୧ ତାରିଖରୁ ଶ୍ରୀମନ୍ଦିରରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ। ଆଉ ଦରକାର ହେବ ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ। କୋଭିଡ୍ ରିପୋର୍ଟ ନଦେଲେ ମଧ୍ୟ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏନେଇ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ…

କରୋନା: ରାଜ୍ୟରେ ୧୯୦୦ ଛୁଇଁଲା ମୃତକଙ୍କ…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟର କରୋନା ସକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୧୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୦୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୮୩…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୩୧୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

ପୁଣି ନିଜର ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ

ଭୁବନେଶ୍ବର: ହ୍ୱାଟ୍ସଆପ ତାର ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଇଛି। ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ବାର୍ତ୍ତା ଦେଇଛି। ଏହା ସହିତ, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ ରହିଛି କମ୍ପାନୀ। ଏପରିକି ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ଯୋଗୁଁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ…

ଦୁଇ ପୁଲିସ କର୍ମଚାରୀଙ୍କ ଉପରେ କଡ଼ା…

ପୁରୀ: ଗୋଟିଏ ଦିନରେ ଦୁଇ ପୁଲିସ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଏସପି କନୱର ବିଶାଲ ସିଂହ। ଅପରାଧିକ ଅଭିଯୋଗ ଆସିବା ପରେ ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ପୁରୀ…

ପ୍ରକାଶ ପାଇଲା ୟୁଜି ସ୍ପଟ୍ ନାମଲେଖା…

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜମାନଙ୍କରେ ପିଜି ସ୍ପଟ୍ ନାମଲେଖା ପାଇଁ ଆଜି ମେଧା ତାଲିକା ପ୍ରକାଶ ପାଇଛି।ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଚଳିତ ମାସ ୧୬ରୁ ୨୦ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଶିକ୍ଷାନୁଷ୍ଠାନମାନଙ୍କରେ…

୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ଆୟୋଜିତ ହେଉଛି 'ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୨୦'। ଆଜି ଭୁବନେଶ୍ବରର ହୋଟେଲେ ପାର୍କ ପ୍ରିମିୟମରେ ଏହି ପୁରସ୍କାର ଉତ୍ସବର ଚତୁର୍ଥ ସଂସ୍କରଣ ଆୟୋଜିତ…

ବସ୍‌ରେ ଲାଗିଲା ବିଦ୍ୟୁତ ତାର, ୬ ମୃତ

ଜୟପୁର: ଗତକାଲି ରାତିରେ ରାଜସ୍ଥାନର ଜାଲୋର୍ ଜିଲ୍ଲା ଅନ୍ତର୍ଗତ ମହେଶପୁରରେ ବିଜୁଳି ତାର ସଂସ୍ପର୍ଶ ଆସି ଗୋଟାଏ ବସ୍‌ରେ ନିଆଁ ଲାଗିଯିବାରୁ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପ୍ରକାଶ ଯେ, ଶନିବାର ରାତି ପ୍ରାୟ ୧୦.୩୦ରେ ଘଟଣାଟି ଘଟିଥିବା କଥା ଜାଲୋର୍ ଜିଲ୍ଲାର…

ବିଦ୍ୟାଳୟ ପରିଦର୍ଶନ କଲେ ୫ଟି ସଚିବ…

ଭୁବନେଶ୍ବର: ଆଜି ସକାଳେ ଭୁବନେଶ୍ୱର ମହାନଗର ନିଗମର କେତେକ ହାଇସ୍କୁଲ୍‌ ପରିଦର୍ଶନ କରିଛନ୍ତି ୫ଟି ସଚିବ। ତାଙ୍କ ସହ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ରାଜଧାନୀର ୟୁନିଟ୍‌-୬, ୟୁନିଟ୍‌-୧, କ୍ୟାପିଟାଲ୍‌ ହାଇସ୍କୁଲ୍‌, ୟୁନିଟ୍‌ -୯ ଗାର୍ଲସ୍‌ ହାଇସ୍କୁଲ୍‌…

ପିକ୍‌ଅପ୍‌ ଓଲଟି ୫ ଗୋରୁ ମୃତ

ଭଦକ୍ର: ଭଦ୍ରକ ଜିଲ୍ଳା ଭଦ୍ରକ ଓ ଧାମନଗର ରାସ୍ତାର ଭଣ୍ଡାରୀପଦି ଛକରେ ଆଜି ସକାଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡ଼ିଛି। ଏଥିରେ ୫ ଗୋରୁଙ୍କ ମୃତ୍ୟୁ ହୋଇଛି। ଗୋରୁ ଚାଲାଣ ବେଳେ ପିକଅପ ଭ୍ୟାନ ଓଲଟିପଡ଼ ଥିବା ଜଣାପଡ଼ିଛି। ଭ୍ୟାନ ଓଲଟି ପଡ଼ିବାରୁ ଗାଡ଼ିରୁ ଅନ୍ୟ ୨୦ଟି ଗୋରୁ ସୁରକ୍ଷିତ ଭାବେ ଉଦ୍ଧାର…