Odisha Link
Bridging the Missing Links in Odisha
Daily Archives

January 17, 2021

ନକଲି ସର୍ଫ ଜବତ, ୨ ବ୍ୟବସାୟୀ ଗିରଫ

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ନକଲି କାରଖାନାର ପର୍ଦ୍ଦାଫାସ କରୁଛି ପୁଲିସ। ସମ୍ବଲପୁରରେ ନକଲି ସର୍ଫ ଜବତ କରିଛି ପୁଲିସ। ଏହି ମାମଲାରେ ଖେତରାଜପୁରର ବ୍ୟବସାୟୀ ନରେଶ ଅଗ୍ରଓ୍ବାଲ ଓ ବରେଇପାଲି ନୂଆପଡାର ଆଶିଷ ଅଗ୍ରଓ୍ବାଲଙ୍କୁ ଗିରଫ ହୋଇଛନ୍ତି। ଏହା ସହ ଉଭୟ ନକଲି ସର୍ଫ ଗୋଦାମକୁ ସିଲ୍ କରାଯାଇଛି।…

ପଦ୍ମ ବିଭୂଷଣ ଗୁଲାମ୍ ମୁସ୍ତାଫା ଖାନଙ୍କ…

ନୂଆଦିଲ୍ଲୀ : ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଦ୍ମ ବିଭୂଷଣ ଗୁଲାମ୍ ମୁସ୍ତାଫା ଖାନଙ୍କ ପରଲୋକ ଘଟିଛି। ଏହି ସୂଚନା ତାଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଦେଇଛନ୍ତି। ମୁମ୍ବାଇ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବଲିଉଡରେ ଗୁଲାମ୍ ମୁସ୍ତାଫା ଖାନଙ୍କ ଦେହାନ୍ତରେ…

ଅଭିନେତା ମହେଶ ମାଞ୍ଜରେକରଙ୍କ ନାଁରେ…

ମୁମ୍ବାଇ: ବଲିଉଡ଼ ଅଭିନେତା ମହେଶ ମାଞ୍ଜରେକରଙ୍କ ବିରୋଧରେ ମାମଲା ରୁଜ୍ଜୁ । ମହାରାଷ୍ଟ୍ର ପୁନେର ଜଣେ ବ୍ୟକ୍ତି ମାରିବା ଓ ଗାଳି ଗୁଲଜକୁ ନେଇ ତାଙ୍କ ବିରୋଧରେ ଥାନା ରେ ଏତଲା ଦେଇଥିଲା । ସୂଚନା ଅନୁସାରେ, ଅଭିଯୋଗକାରୀ କହିଛନ୍ତି ତାଙ୍କ କାର ମହେଶ ମାଞ୍ଜରେକରଙ୍କ କାର ସହ ଧକ୍କା ହୋଇଥିଲା। ଏହାପରେ…

ବରିଷ୍ଠ ରେଲ୍‌ଓ୍ବେ ଅଧିକାରୀ ମହେନ୍ଦ୍ର…

ନୂଆଦିଲ୍ଲୀ : ଜଣେ ବରିଷ୍ଠ ରେଲ୍‌ଓ୍ବେ ଅଧିକାରୀ ମହେନ୍ଦ୍ର ସିଂହ ଚୌହାନଙ୍କୁ ସିବିଆଇ ଗିରଫ କରିଛି। କୋଟିଏ ଟଙ୍କା ଲାଞ୍ଚ ନେବା ମାମଲାରେ ମହେନ୍ଦ୍ରଙ୍କ ବ୍ୟତିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ। ସେମାନଙ୍କ ପାଖରୁ ଏକ କୋଟି ଟଙ୍କା ମଧ୍ୟ ଜବତ ହୋଇଛି। ୧୯୮୫ ବ୍ୟାଚ୍‌ର ଅଧିକାରୀ ମହେନ୍ଦ୍ର ସିଂହ…

ସୁପାରୀ ଦେଇ ଝିଅକୁ ମାରିଲା ମା

ବାଲେଶ୍ୱର: ସୁପାରୀ ଦେଇ ଝିଅକୁ ମାରିଲା ମା । ନଗ୍ରମ ଗାଁ ପୋଲତଳୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କଲା ସଦର ଥାନା ପୁଲିସ। ମୃତା ମହିଳା ଶିବାନୀ ନାୟକ । ପୁଲିସ ଜଣେ ସୁପାରୀ କିଲରକୁ ଗିରଫ କରିଛି । ସୂଚନା ଅନୁସାରେ, ଶିବାନୀଙ୍କ ମା ଜଣେ ସୁପାରୀ କିଲରକୁ ସୁପାରି ଦେଇ ତାଙ୍କୁ ହତ୍ୟା…

୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ୪ର୍ଥ ଯୁବ ଲେଖକ ପୁରସ୍କାର ସମାରୋହ। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ହୋଟେଲେ ପାର୍କ ପ୍ରିମିୟମ ପରିସରରେ ଆୟୋଜିତ ଏହି ସମାରୋହରେ ବିଗତ ବର୍ଷମାନଙ୍କ ଭଳି ୧୦ ଜଣ ଯୁବ ଲେଖକଙ୍କୁ ସମ୍ମାନିତ କରାଯାଇଛି। ଏହି…

ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ

ରାଉରକେଲା : ବ୍ରାହ୍ମଣୀ ତରଙ୍ଗ ଥାନା ଚିକଟମାଟି ନିକଟ ଶଙ୍ଖ ନଦୀରେ ବୁଡିଯାଇଛନ୍ତି ଯୁବକ। ଶଙ୍ଖ ନଦୀରେ ବୁଡି ଜଣେ ଯୁବକ ନିଖୋଜ। ଖୋଜ ଥିବା ଯୁବକ ଜଣଙ୍କ ନାମ ତ୍ରିଲୋଚନ ମହାକୁଡ଼। ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ରାଉରକେଲା ମଧୁସୂଦନ ପଲ୍ଲୀର ୧୫ ଜଣ ଯୁବକ ପିକନିକ କରିବାକି…

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ…

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଝିଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ମହିଳା ହେଲେ ସୀତା ମହାକୁଡ଼। ସୂଚନା ଅନୁସାରେ, ସୀତା ଦୁଇବର୍ଷ ତଳେ ବିଶୋଇ ଥାନା ମଝିଗାଁରେ ବିବାହ କରିଥିଲେ। ସ୍ୱାମୀ ତାଙ୍କୁ ସବୁବେଳେ ମାରପିଟ କରୁଥିବା…

ପୋଲ ଭୁଶୁଡ଼ିବା ଘଟଣା: ଗିରଫ ହେଲେ ସହକାରୀ…

ନବରଙ୍ଗପୁର: ଉମରକୋଟ ତାଲାପଦର ଗାଁ ନିକଟରେ ନିର୍ମାଣାଧିନ ପୋଲ ଭୁଶୁଡ଼ିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହରଣ କରାଯାଇଛି। ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ରଙ୍କୁ ଗିରଫ କଲା ପୋଲିସ । ଅସିତଙ୍କୁ ଆଜି ନବରଙ୍ଗପୁର ପୋଲିସ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର…

କାଲିଠୁ ପୁଣି ଟିକାକରଣ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଟିକାକରଣ ପୁଣି ହେବ । ଆହୁରି ବଢ଼ିବ ଟିକାକରଣର କେନ୍ଦ୍ର ସଂଖ୍ୟା। କରୋନା ବିରୋଧୀ ଟିକାକରଣ ନେଇ ପ୍ରତକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ବିଜୟ କହିଛନ୍ତି ଯେ, ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ୫ଟି ସ୍ଥାନରେ ଟିକା କରଣ ବ୍ୟବସ୍ଥା…