Odisha Link
Bridging the Missing Links in Odisha

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ; ଆହାର କେନ୍ଦ୍ର କର୍ମଚାରୀଙ୍କ ନାଁରେ ଅଭିଯୋଗ

ଟିଟିଲାଗଡ଼: ମୁରିବାବାଲ ବ୍ଲକ ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଯୋଗୁଁ ଗର୍ଭବତୀ ହୋଇ ଥିବା ଅଭିଯୋଗ ଆଣିଛନ୍ତି। ସେ ଟିଟିଲାଗଡ଼ ହସ୍ପିଟାଲ ଆହାର କେନ୍ଦ୍ର କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

୪ ମାସ ତଳେ ଭାଇକୁ ଚିକିତ୍ସା ନେଇ ଯାଇଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ନ୍ୟାୟ ପାଇଁ ଉପଜିଲ୍ଲା ପାଳଙ୍କ ନିକଟରେ ଦ୍ବାରସ୍ଥ ହେଲେ ନାବାଳିକା।

Comments are closed.