Odisha Link
Bridging the Missing Links in Odisha
Daily Archives

January 26, 2021

ବିକାଶ ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତି…

ଭୁବନେଶ୍ୱର : ସାରା ଦେଶ ଆଜି ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇଛନ୍ତି। ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ…

ଟ୍ରାକ୍ଟର ରାଲି: ବାରିକେଡ୍ ଭାଙ୍ଗି…

ନୂଆଦିଲ୍ଲୀ: ସାରା ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି ବାହାର କରିଛନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ବାହାରିଛି ଚାଷୀଙ୍କ ଟ୍ରାକ୍ଟର ରାଲି। ସିଂଘୁ ସୀମାରେ ପୋଲିସ ଲଗାଇଥିବା ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଛନ୍ତି ଚାଷୀ। ସିଂଘୁ…

ନଦୀରୁ ମୃତ ନବଜାତ ଶିଶୁପୁତ୍ର ଉଦ୍ଧାର

ଭଦ୍ରକ: ନଦୀରୁ ମୃତ ନବଜାତ ଶିଶୁପୁତ୍ର ଉଦ୍ଧାର। ନବଜାତ ଶିଶୁକୁ ଜନ୍ମ ଦେଇ କେହି ପାଣିରେ ଫିଙ୍ଗି ଦେଇଥିବା ଜଣାପଡିଛି। ଶାଢ଼ିରେ ଘୋଡାଇ ପେଟି ଭିତରେ ପୁରାଇ ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏଭଳି ଏକ ଦୁଃଖଦୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଗବସାହିରେ। ସୂଚନାଯୋଗ୍ୟ, ନଦୀଘାଟ…

୧୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ…

ଭୁବନେଶ୍ବର : ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ମଧ୍ୟରେ ୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୫୨୯ରେ ପହଞ୍ଚିଛି। https://twitter.com/IPR_Odisha/status/1353944967148756994…

ଲଞ୍ଚ ହେଲା ସ୍ବଦେଶୀ ଆପ୍‌ FAU-G

ନୂଆଦିଲ୍ଲୀ: ମୋବାଇଲ ଗେମ୍‌ ଖେଳାଳିଙ୍କ ପାଇଁ ଖୁସି ଖବର। ଭାରତରେ ଲଞ୍ଚ ହେଲା ସ୍ବଦେଶୀ ଗେମିଙ୍ଗ୍‌ ଆପ୍‌ ଫୌଜୀ। ପୂର୍ବରୁ ଦିଆଯାଇଥିବା ସୂଚନା ମୁତାବିକ ୭୨ ତମ ସାଧାରଣତନ୍ତ୍ର ଦବିସ ଅବସରରେ ଲଞ୍ଚ ହେଲା ଭାରତର ସ୍ବଦେଶୀ ଗେମିଙ୍ଗ୍‌ ଆପ୍‌ ଫୌଜି। ଏନେଇ ଆଜି ଅକ୍ଷୟ କୁମାର ଟୁଇଟ କରି ସୂଚନା ଦେଇଛନ୍ତି।…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ। ଏହି ଅଭାବନୀୟ ଘଟଣାଟି ଢେଙ୍କ‌ାନାଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗ୍ରାମରେ ଘଟିଛି। ମୃତ ହେଲେ ବଣସିଂହ ପଂଚାୟତ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି। ପ୍ରକାଶ ଯେ , ଗତ କାଲି ଲକ୍ଷ୍ମଣ ଝିଅ ଘର ଧଉରାମରା ଗ୍ରାମକୁ ବୁଲିବାକୁ ଆସିଥିଲେ। ଆଜି…

୫୫ ବର୍ଷର ଇତିହାସରେ ପ୍ରଥମ, ମୁଖ୍ୟ…

ନୂଆଦିଲ୍ଲୀ: ସାରା ଦେଶ ଆଜି ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ପ୍ରତ୍ୟେକ ବର୍ଷ ଅପେକ୍ଷା ଚଳିତବର୍ଷ ଗଣତନ୍ତ୍ର ଦିବସ ମହାମାରୀ କରୋନା କଟକଣା ଯୋଗୁଁ ଟିକେ ଭିନ୍ନ। ଭାରତର ଏହି ଶୌର୍ଯ୍ୟ ଓ ପରାକ୍ରମର ମୁହୂର୍ତ୍ତର ସାକ୍ଷୀ ହେବାକୁ ପ୍ରତି ବର୍ଷ ରାଜପଥରୁ ଲାଲକିଲା ପର୍ଯ୍ୟନ୍ତ ଅଗଣିତ ଦର୍ଶକଙ୍କ ଭିଡ଼…

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ…

କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ। ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ମୃତକଙ୍କ ଶବ ରଖି ପରିବାର ଲୋକେ ଧାରଣାରେ ବସିଥିଲେ। ଏହି ଅଭିଯୋଗ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଆସିଛି। ମୃତକ ହେଲେ ସୁଲୋଚନା ରାଉତ। ତାଙ୍କର ଚିକିତ୍ସା ଅଭାବରୁ…

ନିଜେ ପଢ଼ି ପାରିନଥିଲେ, ୭୫ ବର୍ଷ ଧରି ଗାଁ…

ଭୁବନେଶ୍ବର: ସୋମବାର କେନ୍ଦ୍ର ସରକାର ୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷ ଓଡ଼ିଶାରୁ ୬ ଜଣ ପାଇବେ ପଦ୍ମ ପୁରସ୍କାର। ଦାରିଦ୍ର‍୍ୟର ଆଘାତରେ ନିଜ ପାଠ ପଢ଼ାରେ ଡୋରି ବାନ୍ଧିଥିଲେ। ପରିବାର ପ୍ରତିପୋଷଣ…

ସୀମା ଜଗିବେ ଓଡ଼ିଆ ଝିଅ ଲିପି

ପଦ୍ମପୁର : ସୀମା ଜଗିବେ ଓଡିଆ ଝିଅ ଲିପି ପ୍ରଧାନ। ତାଙ୍କ ଘରବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ପଞ୍ଚାୟତରେ। ସେ କୁଦୋପାଲି କୁମର ପ୍ରଧାନ ଓ କୁମୁଦିନୀ ପ୍ରଧାନଙ୍କ ଝିଅ। ସୂଚନା ଅନୁସାରେ, ଲିପି ୨୦୧୮ରେ ସେ ସୀମା ସୁରକ୍ଷା ବଳରେ ନିଯୁକ୍ତି ପାଇବା ପାଇଁ ଆବେଦନ କରିଥିଲେ। ୨୦୨୧ ଜାନୁଆରୀ ୨୧…