ଓଡିଶାକୁ ବନ୍ୟା ସହାୟତା ମଞ୍ଜୁର କଲା କେନ୍ଦ୍ର

ନୂଆଦିଲ୍ଲୀ : ଓଡିଶାକୁ ୩୨୦ କୋଟି ୯୪ ଲକ୍ଷ ଟଙ୍କାର ବନ୍ୟା ସହାୟତା ମଞ୍ଜୁର କରିଛି କେନ୍ଦ୍ର। ଓଡିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପାଇଁ ମଞ୍ଜୁରି ମିଳିଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଏହି ମଞ୍ଜୁରି ଦିଆଯାଇଛି। ଓଡିଶା ସହ ଆସାମ, ଅରୁଣାଚଳପ୍ରଦେଶ, ତେଲେଙ୍ଗାନା, ୟୁପିକୁ ସହାୟତା ରାଶି ପାଇଁ ମଞ୍ଜୁରି ମିଳିଛି ।
Comments are closed.