Odisha Link
Bridging the Missing Links in Odisha

ଶୁଣାଣି ହେବ ୨୦୨୧-୨୨ ବର୍ଷର ବିଦ୍ୟୁତ୍ ଶୁଳ୍କ

ଭୁବନେଶ୍ୱର: ଆଜିଠାରୁ ଶୁଣାଣି ଆରମ୍ଭ ହେବ ୨୦୨୧-୨୨ ବର୍ଷର ବିଦ୍ୟୁତ୍ ଦର । ବିଦ୍ୟୁତ୍ ନିୟାମକ ଆୟୋଗରେ ଫେବ୍ରୁଆରୀ ୧୯ ଯାଏ ଏହି ଶୁଣାଣି ଚାଲିବ । ଫେବ୍ରୁଆରୀ ୨୨ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ବସିବ ।

Comments are closed.