Odisha Link
Bridging the Missing Links in Odisha
Browsing Tag

Electricity

ଦୂର ହେବ ବିଜୁଳି ସଙ୍କଟ, ହୀରାକୁଦ…

ଦୂର ହେବ ବିଜୁଳି ସଙ୍କଟ, ହୀରାକୁଦ ଡ୍ୟାମରୁ ଉତ୍ପାଦନ ହେବ ଗ୍ରୀନ ଏନର୍ଜି ସମ୍ବଲପୁର: ଦୂର ହେବ ବିଜୁଳି ସଙ୍କଟ। ଏଣିକି ଜଳ ବିଦ୍ୟୁତ କେନ୍ଦ୍ରର ଉତ୍ପାଦାନ ହେବ ସୌର ବିଦ୍ୟୁତ। ଆପଣଙ୍କୁ ଏହି କଥାଟି ଅଡ଼ୁଆ ଲାଗୁଥିଲେ ବି ସତ। ହୀରାକୁୁଦ ଜଳଭଣ୍ଡାରରରୁୁ ସୌର ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ୨୦୦…

ଆଜିଠୁ ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦର…

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଲାଗୁ ହେବ ବର୍ଦ୍ଧିତ ବିଜୁଳି ଦର। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବୃଦ୍ଧି କରିଥିବା ୟୁନିଟ୍‌ ପିଛା ୩୦ ପଇସା ବିଜୁଳି ଦର ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି। ଦରବୃଦ୍ଧି ପରେ ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍‌ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା…

ବଢ଼ିଲା ବିଦ୍ୟୁତ୍ ଦର, ଏପ୍ରିଲ ୪ରୁ ଲାଗୁ

ଭୁବନେଶ୍ଵର: କିଛି ଦିନର ବିରତି ପରେ ରାଜ୍ୟରେ ପୁଣି ଥରେ ବଢିଲା ବିଦ୍ୟୁତ୍ ଦର। ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ହୋଇଛି। ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଓଇଆରସି ପକ୍ଷରୁ ମଞ୍ଜୁରୀ ମିଳିଛି। ଏପ୍ରିଲ ୪ରୁ ଲାଗୁ ହୋଇପାରେ ବର୍ଦ୍ଧିତ ଦର। କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ…

ଶୁଣାଣି ହେବ ୨୦୨୧-୨୨ ବର୍ଷର ବିଦ୍ୟୁତ୍…

ଭୁବନେଶ୍ୱର: ଆଜିଠାରୁ ଶୁଣାଣି ଆରମ୍ଭ ହେବ ୨୦୨୧-୨୨ ବର୍ଷର ବିଦ୍ୟୁତ୍ ଦର । ବିଦ୍ୟୁତ୍ ନିୟାମକ ଆୟୋଗରେ ଫେବ୍ରୁଆରୀ ୧୯ ଯାଏ ଏହି ଶୁଣାଣି ଚାଲିବ । ଫେବ୍ରୁଆରୀ ୨୨ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ବସିବ ।

ବଢ଼ିପାରେ ବିଦ୍ୟୁତ୍ ଶୁଳ୍କ

ଭୁବନେଶ୍ୱର: ବଢ଼ିପାରେ ବିଦ୍ୟୁତ୍ ଶୁଳ୍କ । ଗତ ଅକ୍ଟୋବର ପହିଲାରୁ ରାଜ୍ୟରେ ୟୁନିଟ ପିଛା ୨୦ ପଇସା ଅର୍ଥାତ ପାଖାପାଖି ୬% ବିଦୁ୍ୟତ ଦର ବୃଦ୍ଧି କରାଯାଇଥିଲା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଗ୍ରୀଡକୋର ଆର୍ଥିକ ଦର୍ଶାଇ ଦରବୃଦ୍ଧି କରିଥିଲା। ଏବେ ପୁଣି ‌ଥରେ ଗ୍ରୀଡକୋ ନିଜର ଦେବାଳିଆ ସ୍ଥିତି…

ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂ ମୃତ

ରାୟଗଡ଼ା: ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଫଙ୍ଗପଡ଼ା ଗ୍ରାମରେ। ମୃତକ ଦ୍ବୟ ସମ୍ପର୍କୀୟରେ ଶ୍ୱଶୁର ଦହନି ମାଣ୍ଡାଙ୍ଗୀ (୬୫) ଓ ବୋହୂ ସୁମିତ୍ରା ମାଣ୍ଡାଙ୍ଗୀ (୨୪ )ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ,…

କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର ଦୃତ…

ଭୁବନେଶ୍ୱର : ରାଜ୍ୟରେ ଉପଲବ୍ଧ ଥିବା କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର ଗୁଡିକର ପ୍ରତିଷ୍ଠା ପାଇଁ ଏକ ସମୀକ୍ଷା ବୈଠକ ଶକ୍ତି ସଚିବ, ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଏମଓୟୁ ସ୍ବାକ୍ଷିରିତ କରିଥିବା ଉଦ୍ୟୋଗକାରୀ ମାନେ ଏ ବୈଠକରେ ଯୋଗ ଦେଇଥିଲେ । ପ୍ରକଳ୍ପ…

ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର: ସହରାଞ୍ଚଳରେ ବିଦ୍ୟୁତ୍‌ ଚୋରି ରୋକିବା ସକାଶେ ସେସୁ ନିଜର ଉଦ୍ୟମ ଆରମ୍ଭ କରିଛି। ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ସପ୍ତାହକୁ ୩ ଦିନ ବିଭିନ୍ନ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଅଚାନକ ପରିଦର୍ଶନ କରିବ। ଗୁରୁବାର ବିଭିନ୍ନ ଅଞ୍ଚଳର ମୋବାଇଲ୍‌ ଫୋନ ଟାଓ୍ବାର ଉପରେ…

ବିଦ୍ୟୁତ୍ ଚୋରି ରୋକିବାକୁ ସେସୁର ମାଷ୍ଟର…

ଭୁବନେଶ୍ବର: ବିଦ୍ୟୁତ୍ ଚୋରି ରୋକିବାକୁ ବଡ଼ ପଦକ୍ଷେପ ନେଇଛି ସେସୁ। ବିଜୁଳି ଚୋରି ବିଷୟରେ ସଂକ୍ରାନ୍ତରେ ଖବର ଦେଲେ ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୁପକ୍ଷ। ଏପରିକି ଖବରଦାତାଙ୍କୁ ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ସମୀକ୍ଷା ବୈଠକ ପରେ କହିଛନ୍ତି…

ଖାଉଟିଙ୍କ ଉପରେ ପଡ଼ିପାରେ ମହଙ୍ଗା…

ଭୁବନେଶ୍ୱର : ରାଜ୍ୟରେ ବଢ଼ିପାରେ ବିଦ୍ୟୁତ୍‌ ଦର। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ‌ଆୟୋଗ ଗତ ମେ ୨୩ ତାରିଖରେ ଦେଇଥିବା ଆଦେଶର ପୁର୍ନବିଚାର କରିବାକୁ ଏବେ ଗ୍ରିଡକୋ, ଓଇଆର୍‌ସିଙ୍କ ନିକଟରେ ଆବେଦନ କରିଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ବଢ଼ାଇବା ନେଇ ବାଟ…