Odisha Link
Bridging the Missing Links in Odisha

ଓଡ଼ିଶାକୁ ମିଳିବ ଗ୍ବାଙ୍ଗଝୋ ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାକୁ ମିଳିବ ଆନ୍ତର୍ଜାତିକ ପୁରସ୍କାର। ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡ଼ିଶାକୁ ଆନ୍ତର୍ଜାତିକ ପୁରସ୍କାର ମିଳିବ । ବିଶ୍ବର ୧୫ଟି ଦେଶ ସହ ଓଡ଼ିଶାକୁ ଆନ୍ତର୍ଜାତିକ ପୁରସ୍କାର ମିଳିବ। ୨୦୨୦ର ଗ୍ବାଙ୍ଗଝୋ ଆର୍ନ୍ତଜାତିକ ପୁରସ୍କାର ପାଇବ ଓଡ଼ିଶା।

୧୧୪ଟି ପୌରସଂସ୍ଥାରେ ମଜୁରି ଭିତ୍ତିକ ନିଯୁକ୍ତି ଯୋଜନା। ବ୍ରହ୍ମପୁର ମହାନଗରରେ ମଳ ପରିଚାଳନା ପାଇଁ ମଧ୍ୟ ଓଡ଼ିଶାକୁ ପୁରସ୍କାର ମିଳିବ। ପୁରୀର ବିଶୁଦ୍ଧ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁ ମଧ୍ୟ ଓଡ଼ିଶାକୁ ପ୍ରମାଣପତ୍ର ମିଳିବ। ଉଭୟ ପୁରସ୍କାର ଓ ପ୍ରମାଣପତ୍ର ପାଇବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ବିବେଚିତ ହୋଇଛି।

Comments are closed.