Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ASI

ପୁରୀ: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏଏସଆଇ ନିଲମ୍ବିତ। ପୁରୀ ଜିଲ୍ଲା ତାଳବଣିଆ ଏଏସଆଇ ଲକ୍ଷ୍ମଣ ସରନ୍ ନିଲମ୍ବିତ ହୋଇଛନ୍ତି। ପୁରୀ ଏସପି କନୱର ବିଶାଲ ସିଂ ଲକ୍ଷ୍ମଣଙ୍କୁ ନିଲମ୍ବିତ କରିଛନ୍ତି।

ଗ୍ରୀଡକୋ ଛକରେ କର୍ତ୍ତବ୍ୟରେ ଅବହେଳା କରିଥିବା ଲକ୍ଷ୍ମଣଙ୍କ ନାମରେ ଅଭିଯୋଗ ଆସିଥିଲା। ଏସପିଙ୍କ ରାତ୍ର ପାଟ୍ରୋଲିଂ ସମୟରେ ଏଏସଆଇଙ୍କର କର୍ତ୍ତବ୍ୟରେ ଅବହେଳା ସ୍ପଷ୍ଟ ହୋଇଥିଲା।

Comments are closed.