ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେବେ…
ପଶ୍ଚିମବଙ୍ଗ: ଆଉ ମାତ୍ର ଦିନ କେଇଟା ପରେ ପଶ୍ଚିମବଙ୍ଗ ନିର୍ବାଚନ। ହେଲେ ଏହା ପୂର୍ବରୁ ନୂଆ ଚେହେରା ବିଭିନ୍ନ ରାଜନୈତିକ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ଜାତୀୟ କ୍ରିକେଟର ମନୋଜ ତିୱାରୀ ଟିଏମସିରେ ଯୋଗ ଦେବା ନେଇ ସୂଚନା ମିଳିଛି। ଆଜି ହୁଗୁଲି ଜିଲ୍ଲାର ଚିନସୁରରେ ହେବାକୁ…