Odisha Link
Bridging the Missing Links in Odisha
Daily Archives

February 25, 2021

କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ…

ଭୁବନେଶ୍ୱର : ଆଜି ଜଗତସିଂହପୁରର କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଓବିସି ସେଲ ବୈଠକ ଥିବା ବେଳେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ତେବେ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁଚରଣ ବାରିଜ ଏହି…

ଲ୍ୟାଣ୍ଡଲାଇନ ବିସ୍ଫୋରଣରେ ୨ ଯବାନ ସହିଦ

ଛତିଶଗଡ: ମାଲକାନଗିରି ସୀମାନ୍ତ ଛତିଶଗଡରେ ୨ଟି ଲ୍ୟାଣ୍ଡଲାଇନ ବିସ୍ଫୋରଣ ହୋଇଛି । ୨ଟି ପୃଥକ ବିସ୍ଫୋରଣରେ ୨ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ ନାରାୟଣପୁରର ସୋନପୁରରେ ଡିଆରଜି ଯବାନ କନେର ଉସେଣ୍ଡି ସହିଦ ହୋଇଛନ୍ତି । ସୋନପୁରଠାରୁ ୩୦ କିଲୋମିଟର ଦୂରରେ ଅନ୍ୟ ଜଣେ…

ପ୍ରବାସୀ ଓଡ଼ିଆ ଭବନ ଉଦ୍‌ଘାଟିତ

ଭୁବନେଶ୍ୱର : ପ୍ରବାସୀ ଓଡ଼ିଆ ଭବନ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ବାହାରେ ଭାରତବର୍ଷର ବିଭିନ୍ନ ମହାନଗର, ଅନ୍ୟାନ୍ୟ ପ୍ରଦେଶ ଓ ବିଦେଶରେ ବସବାସ କରୁଥିବା ଦେଢ଼କୋଟି ଓଡ଼ିଆ ନିଜର ମାତୃପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିପାରିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ…

ଭୁବନେଶ୍ୱର ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ…

ଭୁବନେଶ୍ବର: କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।  ଏୟାରପୋର୍ଟରେ ଯାତ୍ରୀଙ୍କ ସ୍କ୍ରିନିଂ ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ବି ଏମ୍‌ ସି ପକ୍ଷରୁ ନିଆଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ କରାଯାଉଛି ସ୍କ୍ରିନିଂ। ସ୍କ୍ରିନିଂ…

ଦେଶରେ ଆଖି ବୁଜିଲେ ଆଉ ୧୩୮ କରୋନା…

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୭୦୫କୁ ବୃଦ୍ଧି ପାଇଛି। ଦିନକରେ ୧୬ ହଜାର ୭୩୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪ କୁ ବୃଦ୍ଧି…

ଶନି ମନ୍ଦିରରୁ ରୁପା ମୁକୁଟ ସହ ଅନ୍ୟାନ୍ୟ…

ନୀଳଗିରି: ରାଜ୍ୟରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ ଲୁଟେରା । ଏହି ନିନ୍ଦନୀୟ ଘଟଣାଟି ନୀଳଗିରି ଥାନା ଖଡିପଦା ଗାଁର ଶନିମନ୍ଦିରରେ ଘଟିଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ସନ୍ଧ୍ୟା ଆରତୀ ପରେ ପୂଜକ ଚାବି ଦେଇ ଯାଇଥିଲେ।…

ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ…

ବଲାଙ୍ଗିର: ପୁଣି ଥରେ ଗିରଫ ହେଲେ ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି। ପୁଇଁନ୍ତଲା ବ୍ଲକର ସହକାରୀ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକଙ୍କୁ ମାଡ ମାରିବା କାରଣରୁ ତାଙ୍କୁ ପୁଲିସ ଗିରଫ କରିଛି। ସନ୍ତୋଷ ବ୍ଲକ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ନିଜେ ଯନ୍ତ୍ରୀ ମଧ୍ୟ ଏ ନେଇ ପୁଇଁନ୍ତଲା ଥାନାରେ ଲିଖିତ…

କରୋନା ଭାଇରସ ବିରୋଧରେ ପ୍ରଭାବୀ…

ୱାଶିଂଟନ: କରୋନା ଭାଇରସ ବିରୋଧରେ ପ୍ରଭାବୀ ଓ ନିରାପଦ ସାବ୍ୟସ୍ତ ହୋଇଛି ଜନସନ୍ ଆଣ୍ଡ ଜନସନ୍ ଟିକା। ଏହା ଆମେରିକାର ଔଷଧ ନିୟାମକ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ କହିଛି। ଗୁରୁତର ସଂକ୍ରମଣ କ୍ଷେତ୍ରରେ ଏହା ୮୫% ପ୍ରଭାବଶାଳୀ । ଏହି ଟିକା ଭାଇରସର ବିଭିନ୍ନ ଭାରିଆଣ୍ଟ ଉପରେ ଏହା ୬୬%…

ବଢୁଥିବା ତାପମାତ୍ରା ପାଇଁ ଏସଆରସିଙ୍କ…

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା ତାପମାତ୍ରାକୁ ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ହିଟ୍‌ୱେଭ୍‌ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର…