Odisha Link
Bridging the Missing Links in Odisha
Daily Archives

February 25, 2021

ସୋସିଆଲ ମିଡ଼ିଆ ପାଇଁ ଆସିଲା ଗାଇଡ଼ ଲାଇନ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ପାଇଁ ଆସିଲା ଗାଇଡ଼ ଲାଇନ। ସୋସିଆଲ ମିଡିଆ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ମାଗଦର୍ଶିକା ଜାରି ହୋଇଛି। ମନ୍ତ୍ରୀ ରବିଶଙ୍କର କହିଛନ୍ତି ଯେ, ‘ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ। ସୋସିଆଲ ମିଡିଆ…

ସ୍ୱାସ୍ଥ୍ୟସେବାରେ ନିବେଶ କରୁଥିବା…

ନୂଆଦିଲ୍ଲୀ: ପୁଡୁଚେରୀର ‘ଜବାହରଲାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ୍‍ଗ୍ରାଜୁଏଟ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ’ ରେ (ଜିପ୍‌ମେର୍‌) ବହୁସଂଖ୍ୟକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷମାନଙ୍କରେ ମୁଖ୍ୟ ଭୂମିକା ନିର୍ବାହ…

ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ହୋଇଛି…

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ଡିଏମଏଫ ଅର୍ଥ ଖର୍ଚ୍ଚ। ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁୁଗୁଡ଼ା। ଡିଏମଏଫ ଅର୍ଥ ଖର୍ଚ୍ଚ ନେଇ ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ ବେହେରା କହିଛନ୍ତି ,…

ଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ…

ନୂଆପଡା: ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଏହି ଘଟଣାଟି ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର…

ଟିକା ପାଇଁ କୋୱିନ ପୋର୍ଟାଲରେ କରିବାକୁ…

ଭୁବନେଶ୍ୱର: କରୋନା ଟିକା ପାଇଁ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। ଡାଟାବେସରେ ପଞ୍ଜିକୃତ ନାଗରିକଙ୍କ ସଂଖ୍ୟା ଦେଖି ସେଣ୍ଟର ହେବ। ସରକାରୀ ମେଡିକାଲରେ ମାଗଣାରେ କୋଭିଡ ଟିକା ମିଳିବ। ବେସରକାରୀ ମେଡିକାଲରେ କେତେ ଟଙ୍କା ହେବ ସେ ନେଇ କେନ୍ଦ୍ର ଜଣାଇବ ବୋଲି ବୋଲି ଏମଇଟି ସିବିକେ ମହାନ୍ତି…

ରାଜ୍ୟରେ କରୋନା: ୮୯ କରୋନା ସଂକ୍ରମିତ…

ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୫୩ ଜଣ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୩୬ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୯୨୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ଓଡ଼ିଶାକୁ ଫେରୁଥିବା ୨ ଜଣ ବ୍ୟକ୍ତି…

ଭୁବନେଶ୍ୱର: ଓଡ଼ିଶାକୁ ଫେରୁଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ କରୋନା ପଜିଟିଭ ଦେଖାଯାଇଛି। ଏହା ବିଏମ୍‌ସିର ଅତିରିକ୍ତ କମିଶନର୍ ଶୁଭେନ୍ଦୁ ସାହୁ ଏହି ସୂଚନା ଦେଇଛନ୍ତି। ୨ ଜଣଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଛନ୍ତି ଓ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ଅନ୍ୟ ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି…

ବିଶୃଙ୍ଖଳାକାରୀଙ୍କ ବିରୋଧରେ…

ଭୁବନେଶ୍ୱର: କଂଗ୍ରେସ ଭବନ ଗଣ୍ଡଗୋଳ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି," ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହାର ତଦନ୍ତ କରାଯିବ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ…

କରୋନା ଟିକା ନେଲେ ବିଏମସି କମିଶନର…

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଟିକାକରଣର ଶେଷ ଦିନ ତେବେ ଦ୍ବିତୀୟ ଡୋଜ୍‌ ଟିକାଦାନ ବି ଜାରି ରହିଛି । ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କରୋନା ଟିକା ନେଇଛନ୍ତି । ତେବେ କରୋନାର ଦ୍ୱିତୀୟ ଷ୍ଟ୍ରେନ ନେଇ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା…

ଗୃହରେ ମହାନଦୀ ବିବାଦ ପ୍ରସଙ୍ଗ ଉଠାଇଲେ…

ଭୁବନେଶ୍ୱର: ମହାନଦୀ ବିବାଦ ନେଇ ସିଡବ୍ଲୁ୍ୟସି ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ଦେଉନଥିବା ବିଜେଡି ବିଧାୟକ ପ୍ରଦୀପ ଅମାତ ଗୃହରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ହୀରକୁଦର ଉପର ମୁଣ୍ଡରେ ବିବାଦ ଅଛି, ତଳମୁଣ୍ଡରେ ବିବାଦ ନାହିଁ । ବୌଦ୍ଧ ଜିଲ୍ଲାର ୨ଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି…