Odisha Link
Bridging the Missing Links in Odisha
Daily Archives

February 25, 2021

ବିବାହ ବନ୍ଧନରେ ବାନ୍ଧି ହେଲେ…

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା। ନନ୍ଦିନୀ ବେହେରାଙ୍କୁ ସେ ନିଜର ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ଏନେଇ ଆଜି ତୁଷାରକାନ୍ତି ବେହେରା ଟୁଇଟ୍‌ କରି ସୂଚନା ଦେଇଛନ୍ତି।…

କରୋନା: ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ…

ଭୁବନେଶ୍ବର: କରୋନା ସଂକ୍ରମଣ ପ୍ରସଙ୍ଗରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ମ୍ୟୁନିସିପାଲ କମିଶନର, ବିମାନ ବନ୍ଦର କର୍ତ୍ତପକ୍ଷଙ୍କୁ ଏସସିଏସଙ୍କୁ ମଧ୍ୟ ଚିଠି କରାଯାଇଛି। ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର। ରାଜ୍ୟ ଗୁଡ଼ିକ ହେଲା କେରଳ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ,…

କାଲି ଭାରତ ବନ୍ଦ, ବ୍ୟବସାୟୀ ମହାସଂଘର…

ଭୁବନେଶ୍ବର: ଫେବ୍ରୁଆରୀ ୨୬ ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ବ୍ୟବସାୟ ସଂଘ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ଡାକରାକୁ ସମର୍ଥନ କରିବା ସହିତ କଟକ ନଗର ବ୍ୟବସାୟୀ ମହାସଂଘ ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଜିଏସଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ…

୫ଟି ଅନ୍‌ଲାଇନ ସେବାର ଲୋକାର୍ପଣ କଲେ…

ଭୁବନେଶ୍ବର: ଆଜି ୫ଟି ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ଅଧିନରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ ହୋଇଛି। ମହିଳା ଓ ଶିଶୁମାନଙ୍କୁ ତ୍ବରିତ ଓ ଗୁଣାତ୍ମକ ସେବା ଯୋଗାଇବାରେ ଏହି ଉଦ୍ୟମ ସହାୟକ ହେବ। ସରକାରଙ୍କର ୫ଟି ଉପକ୍ରମ ଜରିଆରେ…

କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ…

କେନ୍ଦୁଝର: ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବରଯାତ୍ରୀ ବସ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କେନ୍ଦୁଝର ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଉରକେଲାରୁ କେନ୍ଦୁଝର ଢ଼େଙ୍କିକୋଟ ଫେରିଲା ବେଳେ ଘଟିଛି ଏଭଳି ଦୁର୍ଘଟଣା। ଘଟଣାସ୍ଥଳରେ…

ଭାରତ ଫେରିବେ ନିରବ ମୋଦି

ଭୁବନେଶ୍ବର: ଭାରତ ଫେରିବେ ବହୁଚର୍ଚ୍ଚିତ ବ୍ୟାଙ୍କ ଠକେଇ ଅଭିଯୁକ୍ତ ନିରବ ମୋଦି। ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ନେଇ ଆଜି ଲଣ୍ଡନ କୋର୍ଟ ମୁଞ୍ଜୁରୀ ପ୍ରଦାନ କରିଛନ୍ତି। ମାମଲାରୁ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ସାକ୍ଷୀଙ୍କୁ…

ଛାତ୍ରୀଙ୍କ ହାତଗୋଡ଼ ବାନ୍ଧି ଜାଳିଦେଲେ!

କଟକ: କଟକ ମାନସିଂହପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଳନ୍ତା ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଜଳୁଥିବା ଏକ ଘର ଭିତରୁ ଛାତ୍ରୀ ଜଣଙ୍କ ଉଦ୍ଧାର ହୋଇଛନ୍ତି। ଘର ଭିତରୁ ଛାତ୍ରୀଙ୍କ ହାତଗୋଡ଼ ବନ୍ଧା ଯାଇଥିବା ସୂଚନା ମିଳିଛି। ଗୁରୁତର…

ରିଲାଏନ୍ସ ପେଟ୍ରୋଲ ପମ୍ପ୍‌ ପାଖରେ…

କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍‌ ପାଖ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। ଭୟରେ ପେଟ୍ରୋଲ ପମ୍ପ୍ ଛାଡ଼ି ଦେଲେଣି ପେଟ୍ରୋଲ ପମ୍ପ୍ କର୍ମଚାରୀ। ଦମକଳ ବାହିନି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛନ୍ତି। ନିଆଁ ଲାଗିବା ପରେ ଆଖ ପାଖ ଅଞ୍ଚଳରୁ ସମସ୍ତଙ୍କୁ ଖାଲି…

ହେଲମେଟ୍ ଚୋରଙ୍କ ଉପଦ୍ରବ, ଦେଢ଼ ମାସରେ ୯…

ଭୁବନେଶ୍ବର: ଦୁଇ ଚକିଆ ଗାଡ଼ି ଚାଳକ ଓ ସହଯାତ୍ରୀଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ ହେବା ପରେ ମାତିଛନ୍ତି  ହେଲମେଟ୍ ଚୋର। ଜନଗହଳିପୂର୍ଣ୍ଣ ସ୍ଥାନରେ ରଖାଯାଇଥିବା ଗାଡ଼ିକୁ ଟାର୍ଗେଟ୍ କରି ଲୁଟି ନେଉଛନ୍ତି ହେଲମେଟ୍‌। ଏମିତି ଢଙ୍ଗରେ ରାଜଧାନୀରେ ଏବେ ହେଲମେଟ୍‌ ଚୋର ସକ୍ରିୟ ହୋଇଉଠିଛନ୍ତି। ପ୍ରତିଦିନ…

ଆମେ ଖୁସିରେ କୁଣ୍ଢାକୁଣ୍ଢି-ଘସାଘସି ହେଉ:…

ଭୁବନେଶ୍ବର: ଆଜି ଭୁବନେଶ୍ବର କଂଗ୍ରେସ ଭବନରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବାରମ୍ବାର ନିଜ ଭିତରେ ମାରପିଟ ଲାଗିବା ଯେମିତି କଂଗ୍ରେସ ପାଇଁ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ କଂଗ୍ରେସର ବିଧାୟକ ସୁର ରାଉତରାୟ ନିଜର…