Odisha Link
Bridging the Missing Links in Odisha
Daily Archives

March 9, 2021

ପ୍ରକାଶ ପାଇଲା ଓଜେଏସ ଫଳାଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ ବା ଓଜେଏସ ଚୂଡାନ୍ତ ଫଳାଫଳ। ଓଜେଏସରେ ମୋଟ ୪୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ସିଭିଲ ଜଜ୍ ଭାବେ ନିଯୁକ୍ତି ଦିଆଯିବ। କୃତକାର୍ଯ୍ୟ ହୋଇଥିବା ୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି ବୋଲି ଜଣାପଡିଛି। କୁଚିଣ୍ଡାର…

ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର…

ଭୁବନେଶ୍ୱର: ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭଲପମେଂଟ୍‌ କର୍ପୋରେସନ(ଇଡକୋ) ମଧ୍ୟରେ…

ନିୟନ୍ତ୍ରଣକୁ ଆସୁଛି ଶିମିଳିପାଳ ଜଙ୍ଗଲର…

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଳୁଥିବା ଜଙ୍ଗଲରେ ନିଆଁ ଆୟତ୍ତକୁ ଆସୁଛି। ଜଙ୍ଗଲ ନିଆଁ ପ୍ରସଙ୍ଗରେ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେବା ବେଳେ ଆଶ୍ୱସ୍ତିକର ଖବର ଦେଇଛନ୍ତି। ତେବେ ସନ୍ଦୀପଙ୍କ ସୂଚନା ମୁତାବକ ୯୫ ପ୍ରତିଶତ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ…

୪ ଦିନ ବନ୍ଦ ରହିବ ବ୍ୟାଙ୍କ!

ଭୁବନେଶ୍ୱର: ମାର୍ଚ୍ଚ ୧୫ ଓ ୧୬ ତାରିଖରେ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ହେବେ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ। ଏନେଇ ଏଅଇବିଓସି ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର…

ପାରାଦୀପରେ ପ୍ରତିଷ୍ଠା ହେବ ବିଶାଳ…

ଭୁବନେଶ୍ୱର: ପାରାଦୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ। ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ଆୟୋଜିତ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ୧୦୬…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ…

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାୱତ। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ। ତେବେ କୁହାଯାଉଛି ଯେ ବୁଧବାରକୁ ନୂଆ ମୁଖ୍ୟମନ୍ତ୍ରୀଙ୍କ…

କାଲି ନୂଆପଡ଼ା ଗସ୍ତରେ ଯିବେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆପଡ଼ା ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାର ସମବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ। ପଛୁଆ ଜିଲ୍ଲାକୁ ଆଗକୁ ଆଣିବା…

ଚଳନ୍ତା ବସରେ ଲାଗିଲା ନିଆଁ

ଆନନ୍ଦପୁର: ଭଦ୍ରକରୁ ଖିଞ୍ଚି ଯାଉଥିବା ‘ଶ୍ରୀ ଲକ୍ଷ୍ମୀ’ ନାମକ ବସରେ ଲାଗିଲା ନିଆଁ। ଏମିତି ଏକ ଘଟଣା ଘଟିଛି ହାଟଡ଼ିହି ତହସିଲ ଛକ ନିକଟରେ। ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିବା ଫଳରେ ପ୍ରବଳ ଧୂଆଁରେ ବସଟି ପରିପୂର୍ଣ୍ଣ ହୋଇ ଯାଇଥିଲା। ପରେ ବସ୍ ଡ୍ରାଇଭର ଗାଡ଼ି ଅଟକାଇ ସମସ୍ତ ଯାତ୍ରୀଙ୍କୁ ବାହାରକୁ…

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ…

ଭୁବନେଶ୍ବର: ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର। ସୁଧାଂଶୁ ଷଡଙ୍ଗୀ ସ୍ଥାନରେ ସୌମେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ। ତେବେ ଟ୍ୱିନସିଟିରେ ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ରଙ୍କ ପାଇଁ ବଡ ଆହ୍ୱାନ ହେବ। ୧୯୯୫ ବ୍ୟାଚର ଏହି ଆଇପିଏସ…

ଅନଲାଇନରେ ଟଙ୍କା କାରବାର କରି ଗ୍ରାହକ…

ଭୁବନେଶ୍ୱର : ଅନଲାଇନରେ ଟଙ୍କା କାରବାର କରି ଗ୍ରାହକ ହନ୍ତସନ୍ତ। ଟଙ୍କା ଉଠାଇଲେ କିମ୍ବା ଡିପୋଜିଟ କଲେ ଫୋନକୁ ଆସୁନି ଓଟିପି। ଏହି ସମସ୍ୟା ଗତକାଲି ଠାରୁ ଦେଖାଦେଇଛି। ନୂତନ ଗାଇଡଲାଇନ ଅନୁଯାୟୀ, କମ୍ପାନୀ, ବ୍ୟାଙ୍କ, ସରକାରୀ ଏଜେନ୍ସି ଓ ଟେଲିମାର୍କେଟି କମ୍ପାନୀଗୁଡ଼ିକ ଟେଲିକମ୍ ଅପରେଟରଙ୍କ ସହ…