Odisha Link
Bridging the Missing Links in Odisha
Daily Archives

March 9, 2021

ଆଜି ମୈତ୍ରୀ ସେତୁ ଉଦ୍‍ଘାଟନ କରିବେ…

ନୂଆଦିଲ୍ଲୀ : ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ସେତୁର ନାମ ମୈତ୍ରୀ ସେତୁ ରଖାଯାଇଛି।…

ଯାଜପୁରରେ ଲଜ୍ଜା: ଆଦିବାସୀ ଛାତ୍ରୀଙ୍କୁ…

ଯାଜପୁର: ବିଶ୍ବ ମହିଳା ଦିବସରେ ନାରୀକୁ ସମ୍ମାନ ଓ ସୁରକ୍ଷା କଥା ଯେତେ ଚର୍ଚ୍ଚା ହେଲେ ବି ନାରୀ ସମାଜରେ ଅସୁରକ୍ଷିତ। ବୃତ୍ତି ପାଇବା ଆଶାରେ ଆସିଥିବା ଜଣେ ଆଦିବାସୀ ନାବାଳିକା ଛାତ୍ରୀ ‌ଗଣଦୁଷ୍କର୍ମର ଶିକାର ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗି ଖଣି…

୧୨ରୁ ଟି-୨୦ ସିରିଜ: ଚୂଡ଼ାନ୍ତ ଏକାଦଶକୁ…

ଅହମ୍ମଦାବାଦ: ଟେଷ୍ଟ ସିରିଜ ଶେଷ ହେବା ପରେ ଶୁକ୍ରବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟି-୨୦ ସିରିଜ। ୩-୧ରେ ଟେଷ୍ଟ ସିରିଜ ଜିତିଥିବା ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ହାତେଇବା ପାଇଁ ମଇଦାନକୁ ଓହ୍ଲାଇବ। ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଋଷଭ ପନ୍ତ ଟି-୨୦ ଦଳରେ ସାମିଲ ହୋଇଥିବାରୁ ଟିମ୍‌…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ…

ଜେଇଇ ମେନ୍‌: ଗୌତମ ଦାସ ରାଜ୍ୟ ଟପ୍ପର

ନୂଆଦିଲ୍ଲୀ: ଇଞ୍ଜିନିୟରିଂରେ ବ୍ୟାଚେଲର ଓ ବିଟେକ୍ ପାଇଁ ଗତ ଫେବ୍ରୁଆରିରେ ଅନୁଷ୍ଠିତ ଜେଇଇ ମେନ୍‌ ଫଳ ପ୍ରକାଶ ପାଇଛି। ଜେଇଇ ମେନ୍ ପରୀକ୍ଷାର ଫଳ ପ୍ରକାଶ କରିଛି ଏନଟିଏ। ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶନ ନମ୍ବର ରଖିଛନ୍ତି। ଓଡ଼ିଶାର ଗୌତମ ଦାସ ସର୍ବାଧିକ ୯୯ ଦଶମିକ ୯୯ ପ୍ରତିଶତ ନମ୍ବର…

ବଢ଼ିବ ତାତି, ୪ ଦିନ ଯାଏଁ ମିଳିବନି…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମର ପ୍ରଭାବ ବେଶି ଅନୁଭୂତ ହେଉଛି। ୯ଟି ସ୍ଥାନରେ ଦିନ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି। ଉପକୂଳ ଓଡ଼ିଶାରେ ଗରମରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରୀ ତଳେ…

କୋଲକାତାରେ ଅଗ୍ନିକାଣ୍ଡ: ନିଆଁ…

କୋଲାକାତା: କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ରେଳବାଇ ବିଭାଗର ନୂଆ କୋଏଲାଘାଟି ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ। ଏହି ଘଟଣାଣେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସୋମବାର ସନ୍ଧ୍ୟାରେ ବିଲଡିଂର ୧୩ତମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହାକୁ ଆୟତ୍ତ କରିବାକୁ ଯାଇ ୪ ଜଣ…