Odisha Link
Bridging the Missing Links in Odisha
Daily Archives

March 23, 2021

ପିପିଲି ଉପନିର୍ବାଚନ: ଆଜିଠାରୁ ନାମାଙ୍କନ…

ପିପିଲି: ବାଜିଲାଣି ପିପିଲି ଉପନିର୍ବାଚନ ବିଗୁଲ। ଏସବୁ ମଧ୍ୟରେ ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ମାର୍ଚ୍ଚ ୩୦ ତାରିଖ…

ଏସ୍‌ଟିଏଫ୍‌ ପଞ୍ଝାରେ ୨ ବାଘ ଛାଲ…

ଭୁବନେଶ୍ୱର : ଦେବଗଡ ବାରକୋଟ ନିକଟରୁ ବାଘ ଛାଲ ଜବତ। ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍ କଲପତରିଆ ବାଘ ଛାଲ ଜବତ କରିଛି। ଏସ୍‌ଟିଏଫ୍‌ ୨ ବାଘ ଛାଲ ବ୍ୟବସାୟୀଙ୍କୁ ଗିକଫ କରିଛି। ପ୍ରକାଶ ଯେ, ଦେବଗଡ଼ ଜିଲ୍ଲାରେ ବାଘ ଛାଲର ଚୋରା କାରବାର ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ନିକଟରେ ଖବର ରହିଥିଲା । ଯାହାକୁ…

କଟକର ଆଉ ଏକ ଶିକ୍ଷାନୁଷ୍ଠାନରୁ ୪କରୋନା…

କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକର ଆଉ ଏକ ଶିକ୍ଷାନୁଷ୍ଠାନରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର XIMBରୁ ୪୫ ଜଣ ପଜିଟିଭ ଚିହ୍ନଟ ପରେ ଶିକ୍ଷନୁଷ୍ଠାନକୁ ସିଲ୍‌ କରି ଦିଆଯାଇଛି। ପୁଣି କଟକର ଆଉ ଏକ ଘରୋଇ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…

୬ଷ୍ଠ ଭାରତୀୟ ଭାବେ ଇଂଲଣ୍ଡର ବଡ଼ କ୍ଲ‍ବ୍…

ନୂଆଦିଲ୍ଲୀ: ଇଂଲଣ୍ଡ ଯିବେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟସମ୍ୟାନ୍‌ ଶ୍ରେୟସ୍‌ ଆୟର। ୬ଷ୍ଠ ଭାରତୀୟ ଖେଳାଳି ଭାବେ ଆୟର୍‌ ଇଂଲିଶ କାଉଣ୍ଟି କ୍ଲବ୍‌ ଲାଙ୍କାଶାୟର୍‌ ପକ୍ଷରୁ କ୍ରିକେଟ୍‌ ଖେଳିବା ନେଇ ଚୁକ୍ତି କରିଛନ୍ତି। ଚଳିତ ବର୍ଷ ରୟାଲ୍ ଲଣ୍ଡନ୍ କପ୍ ଦିନିକିଆ କ୍ରିକେଟରେ ଲାଙ୍କାଶାୟର ପକ୍ଷରୁ ଖେଳିବେ।…

ରାଜ୍ୟରେ କରୋନା: ୧୧୩ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଉପର ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୦୭୬ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୩…

ଭୋପାଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍‌-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଲିଗଲା ୧୩ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଗ୍ବାଲିଅର ଜିଲ୍ଲାର ପୁରାନୀ ଛଓ୍ବାନୀରେ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଥିବା ବେଳେ ଅଟୋ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଜାତୀୟ…

ନିର୍ବାଚନ ଲଢ଼ିବା ପାଇଁ ଗୃହ ସହାୟିକାଙ୍କୁ…

କୋଲକାତା: ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ବିଜେପି ଜଣେ ମହିଳାଙ୍କୁ ଟିକେଟ ଦେଇଛନ୍ତି । ଯିଏ ଅନେକ ବର୍ଷରୁ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ହେଲେ କଲିତା ମାଝୀ । ପୂର୍ବରୁ ସେ ଘର ଘର ବୁଲି ଗୃହ ସହାୟିକା କାର୍ଯ୍ୟ କରୁଥିଲେ। ଏବେ ତାଙ୍କର ଭାଗ୍ୟ ପୁରା ବଦଳି ଯାଇଛି। ସେ ନିର୍ବାଚନ ପ୍ରଚାର କରିବା…

ଛାତ୍ରଙ୍କୁ ରାଗିଂ କରିବା ପଡ଼ିଲା ମହଙ୍ଗା

ସମ୍ବଲପୁର: ରାଗିଂ କରିବା ପଡ଼ିଲା ମହଙ୍ଗା । ବୁର୍ଲା ଭୀମସାର୍‌ରେ MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ରାଗିଂ ଘଟଣାରେ MBBS ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି। ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ…

ଭିଜିଲାନ୍ସ ଜାଲରେ ଜିଆରଏସ

କେନ୍ଦୁଝର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଘଟଗାଁ ପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ମିଶ୍ର। ସୌଭାଗ୍ୟଲକ୍ଷ୍ମୀଙ୍କ ଅଫିସ, ଘଟଗାଁରେ ଥିବା ହୋଟେଲ ସାବିତ୍ରୀ, ନିଜସ୍ୱ ବାସଭବନ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘର…

ରମାଦେବୀ ଛାତ୍ରୀଙ୍କୁ ଅପହରଣ ; ୩୬ ଘଣ୍ଟା…

ଭୁବନେଶ୍ୱର: ରମାଦେବୀ ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଖୋଜ। ଛାତ୍ରୀ ଜଣଙ୍କ ଓମ୍‌ଫେଡ୍‌ ବୁଥକୁ କ୍ଷୀର ଆଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କୁ ଅପହରଣ କରାଯାଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ୨ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ନିଖୋଜ…