Odisha Link
Bridging the Missing Links in Odisha

ହୋଟଲରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକ ହୋଟଲରୁ ମୃତ ଦେହ ଉଦ୍ଧାର କରାଯାଇଛି ।ଏହି ଘଟଣାଟି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି।

ମୃତକ ଜଣଙ୍କ ହେଲେ କଟକର ଅଭିଷେକ ନାୟକ । ସେ ଗତ ଦୁଇ ଦିନ ତଳେ କଟକରୁ ନିଖୋଜ ହୋଇଯାଇଥିଲେ। ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.