Odisha Link
Bridging the Missing Links in Odisha
Daily Archives

March 24, 2021

ବଲିଉଡ ତାରକା ମିଥୁନ୍‌ ହତାଶ, ମିଳିଲାନି…

କଲକାତା: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରିଥିଲେ। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରିଥିଲେ। ଭୋଟର ଭାବେ ନାମ ପଞ୍ଜୀକରଣ କରିବା ପରେ ଅଭିନେତା ମିଥୁନ୍‌ ବିଜେପି ପ୍ରାର୍ଥୀଭାବେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜେସିବି…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅମ୍ବାସରଭଟା ଗାଁ ଛକରେ ଅଭାବନୀୟ ଘଟଣା ଘଟିଛି । ଶତ୍ରୁତାକୁ କେନ୍ଦ୍ରକରି ଜେସିବି ଡ୍ରାଇଭର ଉପରକୁ ଗୁଳିମାଡ। ଡ୍ରାଇଭର ହେଲେ ଅଡାଲ ଗାଁର ଭଜନ ପ୍ରଧାନ। ସୁବଲୟା ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଭର୍ତ୍ତି କରିଛି । ଅଭିଯୁକ୍ତ ଜଣଙ୍କ ହେଲେ…

ବିହାର: ବିଧାନସଭା ଭିତରେ ବିଧାୟକଙ୍କୁ…

ପାଟଣା: ବିହାର ବିଧାନସଭାରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ବିହାର ସ୍ୱତନ୍ତ୍ର ପୋଲିସ ବିଧେୟକକୁ ନେଇ ବିଧାନସଭା ପରିସରରେ ହୋଇଛି ହଙ୍ଗାମା। ସଦନ ଭିତରେ ବିହାର ପୋଲିସ ଆରଜେଡି ବିଧାୟକ ସତୀସ୍ କୁମାରଙ୍କୁ ପ୍ରବଳ ପିଟିଛି। ଏହାପରେ ବିଧାନସଭା ପରିସରରୁ ବିଧାୟକଙ୍କୁ ଷ୍ଟ୍ରେଚର ମାଧ୍ୟମରେ ମେଡିକାଲ…

ରାଜ୍ୟରେ ଖାଲି ପଡ଼ିଛି ବିଜ୍ଞାନ ଶିକ୍ଷକ…

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଛି ଶିକ୍ଷକ ପଦବୀ। ପ୍ରାୟ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି।ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫ -୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ନିବେଶ କରାଯାଇଛି । ବିଜ୍ଞାନ ଉପକରଣ ପାଇଁ ୩୫୧କୋଟି ଟଙ୍କା ପ୍ରଦାନ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ…

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେଙ୍କୁ କରୋନା। ମାର୍ଚ୍ଚ ୧୧ରେ ରଶ୍ମୀ କୋଭିଡ ଟିକାର ପ୍ରଥମ ଡୋଜ ନେଇଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଶନିବାର ଉଦ୍ଧବଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ କରୋନାରେ ଆକ୍ରାନ୍ତ ହୋଇଥିବା…

କାନ୍ଥରୁ ପଡି ନାବାଳକ ମୃତ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଗୋପାଳପୁର ମଲିଚୁଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଖେଳୁଥିବା ସମୟରେ କାନ୍ଥରୁ ପଡି ନାବାଳକ ମୃତ। ପ୍ରକାଶ ଯେ, ମଲିଚୁଆ ଗ୍ରାମର ଶ୍ୟାମ ସିଂଙ୍କର ୧୨ବର୍ଷର ନାବାଳକ ପୁଅ ରାଜା ଛୁଆମାନଙ୍କ ସହିତ ଘର ନିକଟରେ ଥିବା ଏକ ଭଙ୍ଗା କାନ୍ଥ…

ହୋଟଲରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଏକ ହୋଟଲରୁ ମୃତ ଦେହ ଉଦ୍ଧାର କରାଯାଇଛି ।ଏହି ଘଟଣାଟି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଲେ କଟକର ଅଭିଷେକ ନାୟକ । ସେ ଗତ ଦୁଇ ଦିନ ତଳେ କଟକରୁ ନିଖୋଜ ହୋଇଯାଇଥିଲେ। ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ପୁଲିସ…

ଏପ୍ରିଲ ମାସରୁ ସବୁ ରବିବାର ବନ୍ଦ ରହିବ…

ପୁରୀ: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏପ୍ରିଲ ମାସରୁ ସବୁ ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସେଦିନ ଶ୍ରୀମନ୍ଦିର ପରିସର ଏବଂ ବ୍ୟାରିକେଡ ବିଶୋଧନ କରାଯିବ। ଏ ସମ୍ପର୍କରେ ଶୀଘ୍ର ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପ୍ରକାଶ କରିଛନ୍ତି।…

ଶୋଇଥିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା…

ସମ୍ବଲପୁର: ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ଆତଙ୍କ ଖେଳାଇଛି ଦନ୍ତା ଡନ୍। ଗତକାଲି ଡନ ଆକ୍ରମଣରେ କୁଢେରନିଶା ଗାଁରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ଖାଦ୍ୟ ସନ୍ଧାନରେ ଆସି ଗୋଟିଏ ଘର ଭାଙ୍ଗି ଦେବା ସହିତ ୨ଜଣଙ୍କୁ ଦଳି ଦେଇଥିଲା ଡନ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କର ଚିକିତ୍ସିତ…

କରୋନା ଟିକା ନେବା ପରେ ସଂକ୍ରମିତ ହେଲେ…

ନୂଆଦିଲ୍ଲୀ: କରୋନା ଟିକାର ଦୁଇଟି ଯାକ ଡୋଜ ନେବା ପରେ ଲକ୍ଷ୍ନୌର ଜଣେ ଡାକ୍ତର ଓ ଦିଲ୍ଲୀର ଜଣେ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଡାକ୍ତର ଜଣକ ଲକ୍ଷ୍ନୌସିଭିଲ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାମ ନୀତିନ ମିଶ୍ର। ସେ କୋଭାକ୍ସିନ ଟିକାର ପ୍ରଥମ ଡୋଜ ଫେବ୍ରୁଆରୀ ୧୫ ତାରିଖରେ…