Odisha Link
Bridging the Missing Links in Odisha
Daily Archives

March 24, 2021

ବଜ୍ରପାତ ଆଶଙ୍କା, ୬ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ବର୍ଷା ଓ ବଜ୍ରପାତ ଆଶଙ୍କା। ବର୍ଷା ଓ ବଜ୍ରପାତ ହେବା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ବର୍ଷା ଓ ବଜ୍ରପାତ ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,…

ସୁନା ଦୋକାନରେ ଚଢ଼ାଉ, ୪୪୫,୫୦୦…

ଭୁବନେଶ୍ୱର: ସୁନା ଦୋକାନରେ ଓଜନ ମାପରେ ଠକେଇ। ଓଜନରେ ଠକେଇ ନେଇ ସୁନାଦୋକାନରେ ଚଢ଼ାଉ କରାଯାଇ ୪ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏନେଇ ଆଜି ଗୃହରେ ପ୍ରଶ୍ନୋତ୍ତରରେ ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଜନମାପରେ…

କରୋନା: ଆକ୍ସନ ମୋଡ଼ରେ ବିଏମ୍‌ସି, ଆଜିଠୁ…

ଭୁବନେଶ୍ୱର: କରୋନାର ଦ୍ବିତୀୟ ଲହରୀକୁ ନେଇ ଆକ୍ସନ ମୋଡ଼ରେ ବିଏମ୍‌ସି। ରାଜଧାନୀର ବିଭିନ୍ନ ସ୍ଥାନରେ ଆଜିଠୁ ଜୋରଦାର ହେବ ଚଢ଼ାଉ। ଏଥିପାଇଁ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ତିତ କରାଯାଇଛି। ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ୱ। ଅପରାହ୍ନରେ ବିମାନ ବନ୍ଦର ଓ ରେଳ ଷ୍ଟେସନରେ…

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ହରଭଙ୍ଗା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ। ଏକ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ବାଇକ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଡିକସିରା ନିକଟରେ ଘଟିଛି। ମୃତକ ପୁରୁଣାକଟକ ଥାନା ତିଳେଇମୁଣ୍ଡା ଗ୍ରାମର ରତ୍ନାକର…

ବଲିଉଡ ଅଭିନେତା ଅମୀର ଖାନ କରୋନା ପଜିଟିଭ

ମୁମ୍ବାଇ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବଲିଉଡ଼ର ଆଉ ଜଣେ ନାମୀ ଦାମୀ କଳାକାର କରୋନା ସଂକ୍ରମିତ ହୋଇଥିବା ସୂଚନାମିିଳିଛି । ବଲିଉଡ଼ ସୁପରଷ୍ଟାର ଆମିର ଖାନ୍ ଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ଗାଇଡଲାଇନ ମାନି ନିଜ ଘରେ ସଂଗରୋଧରେ ରହୁଛନ୍ତି । ଗତ କିଛି ଦିନ ତଳେ…

କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି…

ଭୁବନେଶ୍ବର: ତାଳଚେର ତାପଜ ବିଦୁ୍ୟତ କେନ୍ଦ୍ର(ଟିଟିପିଏସ) ସମ୍ପସାରଣ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହଙ୍କୁ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଟିଟିପିଏସ ଷ୍ଟେଜ ଥ୍ରୀ ପ୍ରକଳ୍ପ ସମ୍ପ୍ରସାରଣ…

ପୋଖରୀରୁ ମିଳିଲା ଭୋଟ୍ ବାକ୍ସ

ନୟାଗଡ : ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋତିସାହି ପୋଖରୀରୁ ମିଳିଛି ଭୋଟ୍ ବାକ୍ସ। ଏହି ବକ୍ସଟି ଗୋପାଳ ସ୍ବାଇଁ ଙ୍କୁ ମାଛ ଧରୁଥିବା ସମୟରେ ମିଳିଛି। ଭୋଟ୍ ବାକ୍ସରେ ଓଏସଇସି ଲେଖା ହୋଇଥିବା ସୂଚନା ମିଳିଛି ।ତେବେ ଦୁଇଟି ବାକ୍ସ କେଉଁ ବୁଥ୍ ଓ ନିର୍ବାଚନର ଜଣା ପଡ଼ିନାହିଁ । ପ୍ରକାଶ ଯେ, ନୟାଗଡ ଜିଲ୍ଲା…

ଜଷ୍ଟିସ୍ ଏନଭି. ରମଣ ହେବେ ପରବର୍ତ୍ତୀ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି,ରମଣା। ଅବସର ଗ୍ରହଣ ପରେ ନିଜର ଉତ୍ତରାଧିକାରୀ ବା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ବିଚାରପତି ଏନ୍‌ଭି ରମନାଙ୍କ ନାମ ସୁପାରିସ କରିଛନ୍ତି। ୨୩ ତାରିଖ ଦିନ ପ୍ରଧାନ…

ରାଜ୍ୟରେ କରୋନା : ୧୭୦ କରୋନା…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୧ ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୨୪୬ରେ ପହଞ୍ଚିଛି । ଏନେଇ ରାଜ୍ୟ…

ଆଜିଠୁ ଏହି ରାଜ୍ୟରେ ବନ୍ଦ ରହିବ…

ହାଇଦ୍ରାବାଦ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ କେତେକ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ତେଲେଙ୍ଗାନା ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆଜିଠାରୁ ବନ୍ଦ ଘୋଷଣା କରିଛନ୍ତି। ତେବେ ଅନଲାଇନ୍ କ୍ଲାସ ଜାରି ରହିବ ବୋଲି ସରକାରଙ୍କ…