Odisha Link
Bridging the Missing Links in Odisha
Daily Archives

April 9, 2021

ଏବେ ବନ୍ଦ ହେବନି ବାଣୀବିହାର ହଷ୍ଟେଲ

ଭୁବନେଶ୍ୱର: ଏବେ ବନ୍ଦ ହେବନି ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ। ହଷ୍ଟେଲ ଖୋଲା ରହିବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ବାଣୀବିହାର ହଷ୍ଟେଲ ବନ୍ଦ ହେବ ନାହିଁ। ଆଗକୁ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ୧୨ ଓ ୧୬ ତାରିଖରେ…

ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ପୁସ୍ତକ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ବହିର ଅନାବରଣ କରାଯାଇଛି।…

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ…

ଭୁବନେଶ୍ୱର:  ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ କମଲଜିତ ସିଂହ ଏମ୍ ଏସ୍ ଆଇନ। ୪ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍। ସେ ଏବେ ହିମାଞ୍ଚଳ ପ୍ରଦେଶର ଘରୋଇ ଶିକ୍ଷାନୁଷ୍ଠାନରେ ରେଗୁଲେଟୀର…

ପିପିଲି ଉପନିର୍ବାଚନ: ୧୨ରେ ବିଜେଡି…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପିପିଲି ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖ ଦିନ ପ୍ରଚାର କରିବେ। ତେବେ ନବୀନ ପଟ୍ଟନାୟକ ନିଜେ ପ୍ରଚାର ମଇଦାନକୁ ନଯାଇ ଭର୍ଚୁ୍ୟଆଲ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ…

ସମଲେଇ ଯୋଜନା, ଥଇଥାନ ଓ ପୁନର୍ବାସ…

ଭୁବନେଶ୍ବର: ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ଆଲୋଚନାରେ ପଶ୍ଚିମ ଓଡିଶା ବିକାଶ ପରିଷଦର…

କରୋନା ଯୋଦ୍ଧାଙ୍କୁ କରୋନା, କ୍ୟାପିଟାଲ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଗିଡ଼ିବାରେ ଲାଗିଛି କରୋନା ସ୍ଥିତି। ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ କରୋନା ଯୋଦ୍ଧାଙ୍କୁ କରୋନା ହୋଇଛି। ଆଗଧାଡ଼ିର କରୋନା ଯୋଦ୍ଧା ତଥା  କ୍ୟାପିଟାଲ ହସ୍ପିଟାଲର ୨ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଲୋକଙ୍କ…

ଘୁଞ୍ଚିବ ନାହିଁ ମାଟ୍ରିକ୍‌ ଓ +୨…

ଭୁବନେଶ୍ୱର: ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ମାଟ୍ରିକ୍‌ ଓ +୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପରୀକ୍ଷା ପାଇଁ ଅଧିକ କେନ୍ଦ୍ରକରାଯିବ ଏଥିସହ ନବମ…

ବନ୍ଦ ହେବ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି କରୋନା ସ୍ଥିତି। ଯାହାକୁ ନଜରରେ ରଖି ବିଏମସି ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ ବିରୋଧ କରି ଆଜି ପୂର୍ବାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ଓ ଜାତୀୟ…

ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା…

ଭୁବନେଶ୍ୱର: ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’ ଉନ୍ମୋଚନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦିଲ୍ଲୀସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଆୟୋଜିତ ଉତ୍ସବରେ ଏହା ଉନ୍ମୋଚିତ ହୋଇଯାଇଛି। ଆୟୋଜିତ ଉନ୍ମୋଚନ ସମାରୋହରେ…

ବିଶ୍ବବିଦ୍ୟାଳୟରେ ପରିଣତ ହେଲା…

ଭୁବନେଶ୍ବର: ଆଇନ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଜଣାଶୁଣା ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟ ଏବେ ମଧୁସୂଦନ ବିଶ୍ବ ବିଦ୍ୟାଳୟରେ ପରିଣତ ହୋଇଛି। ଆସନ୍ତା ୨୮ ତାରିଖରେ ଏହା ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ରହିଛି। ଏଣିକି ମଧୂସୁଦନ…