Odisha Link
Bridging the Missing Links in Odisha

ସଇତାନ ଶିକ୍ଷକ: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। କଟକର ଏକ ଘରୋଇ ସ୍କୁଲ ଗଣିତ ଶିକ୍ଷକ ଛାତ୍ରୀଙ୍କୁ ହୋଟେଲ ଡାକି ଭିଏସଟି ଏକ୍ସାମ୍ ନାଁରେ ଦୁସ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି।

ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ମଧୁପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଗଣିତ ଶିକ୍ଷକଙ୍କୁ ଗିରଫ କରିଛି ପୁଲିସ।

Leave A Reply

Your email address will not be published.