Odisha Link
Bridging the Missing Links in Odisha
Daily Archives

April 16, 2021

ଚୌଦ୍ୱାର ଜେଲ୍‌ ଗଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି କଟକ ଜେଏମଏଫସି କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି। ଆଜି କଟକ ସିଟି ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳାବାଗ ପୁଲିସ୍‌କୁ ଦେଇଛନ୍ତି ଏହି ଅନୁମତି। ଆସନ୍ତାକାଲି ସକାଳ ୭ଟାରୁ ପୁଲିସ୍ ହାଇଦରକୁ ରିମାଣ୍ଡରେ ନେବ। ୨୩ ତାରିଖ ସକାଳ ୭ଟାରେ ତା’…

ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ବିକାଶର ଗତି…

ଭୁବନେଶ୍ୱର: ରାଜ୍ୟର ଧାମରା ନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର ବିକାଶ ପାଇଁ ନିରନ୍ତର ଦୃଷ୍ଟି ଦେଉଥିବାରୁ…

ରାଜ୍ୟରେ ଟିକା ଅଭାବ, କେନ୍ଦ୍ରକୁ ପୁଣି…

ଭୁ‌ବନେଶ୍ବର: ଆଜି ପୁଣିଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି। ଏହାକଲେ ହିଁ ରାଜ୍ୟରେ ଟିକାକରଣ କାର୍ଯ୍ୟ ସୁରୁଖୁରରେ ଚାଲିପାରିବ ବୋଲି…

ଭାରତ ଫରିବେ ନିରବ ମୋଦି

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନର ଗୃହ ମନ୍ତ୍ରଣାଳୟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଫେବ୍ରୁଆରୀ ୨୫ ତାରିଖରେ ବ୍ରିଟେନର ଏକ ଅଦାଲତ ନିରବ ମୋଦିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ସପକ୍ଷରେ ରାୟ ଦେଇଥିଲେ।…

କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ: ଗ୍ୟାଙ୍ଗଷ୍ଟର ସେକ ହାଇଦର ଆଜି କୋର୍ଟରେ ହାଜର ହୋଇଛି। କୋର୍ଟରେ ହାଜର ହେବା ପରେ ହାଇଦରକୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା ପୋଲିସ। ହାଇଦରକୁ ରିମାଣ୍ଡରେ ନେଇ ଫେରାର ହେବାର ଗୁମର ଖୋଲିବ କମିଶନରେଟ ପୋଲିସ। ହାଇଦର କେମିତି ଫେରାର ହେଲା ତା ଏବେ ବି ସସପେନ୍ସ ରହିଛି। ଅନ୍ୟପଟେ ହାଇଦର…

ମାଟି ଅତଡ଼ା ଧସି ୩ ମହିଳା ମୃତ ଘଟଣା: …

ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ ପଡ଼ାଗୁଡ଼ା ଚୂନମାଟି ଅତଡା ଧସି ୩ ଜଣଙ୍କ ମୃତ୍ୟୁ ଘଟଣା। ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା। ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଘଟଣାରେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ…

କରୋନା: ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୧…

ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆଜି ପୁଣି ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୬୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪୫ ଜଣ ଲୋକାଲ କେସ ବୋଲି ଜଣାପଡିଛି। ଏହା ସହିତ…

ଠକିଦେଲେ ଭକ୍ତ: ୨୨ କୋଟି ଟଙ୍କାର ୧୫…

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଅଭିଯାନ ବେଳେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଚେକ୍‌ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡ଼ିଛି। ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ୧୫ ହଜାରରୁ ଅଧିକ ଚେକ୍‌ ବାଉନ୍ସ ହୋଇଛି। ଏସବୁ ଚେକ୍‌ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ। ରାମ ମନ୍ଦିର ନିର୍ମାଣ ଦାୟିତ୍ବ…

ସପ୍ତାହାନ୍ତ ସଟ୍‌ଡାଉନରେ ବନ୍ଦ ରହିବ…

ଭୁବନେଶ୍ବର: ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ। ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାପାଳ ଓ ସମ୍ବଲପୁର, ରାଉରକେଲା ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ଚିଠି ଲେଖି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଏହି…

ନାଲକୋକୁ ମିଳିଲା ଉତ୍କଳ-ଇ କୋଇଲା ଖଣି…

ଭୁବନେଶ୍ବର: ନାଲକୋକୁ ଉତ୍କଳ-ଇ କୋଇଲା ଖଣିର ଲିଜ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ଏ ନେଇ ଗତ ୧୨ ତାରିଖରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାୟ ୫୨୩.୭୬ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି କୋଇଲା ବ୍ଲକ ଅନିଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ…